Yearly Archives

2019

‘ଟାଇମ୍ ନେକ୍ସଟ୍ ୧୦୦’ ପ୍ରଭାବଶାଳୀ ତାଲିକାରେ ଦୂତି

ଭୁବନେଶ୍ବର : ରାଜ୍ୟ କ୍ରୀଡ଼ା ଜଗତକୁ ବୁଧବାର ମିଳିଛି ବଡ଼ ଖୁସି ଖବର। ପ୍ରସିଦ୍ଧ ଟାଇମ୍ ପତ୍ରିକା ପକ୍ଷରୁ ପ୍ରଥମ ଥର ପାଇଁ ପ୍ରକାଶ କରାଯାଇଥିବା ‘ଟାଇମ୍ ନେକ୍ସଟ୍ ୧୦୦’ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ଏହି ତାଲିକା ବ୍ୟବସାୟ, ମନୋରଞ୍ଜନ,…
ଅଧିକ ଖବର ଦେଖନ୍ତୁ...

ଇନ୍ଦୋରରୁ ଟେଷ୍ଟ୍‌ ଅଭିଯାନ : ହୋଲକର୍‌ରେ ହାରିନି ଭାରତ

ଇନ୍ଦୋର : ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଟେଷ୍ଟ୍‌ ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ ହୋଲକର୍‌ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଭାରତ-ବାଂଲାଦେଶ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲିଙ୍କ ପରବର୍ତୀ ଲକ୍ଷ୍ୟ ମିସନ୍ ‘ମାଉଣ୍ଟ୍‌ ୬୦’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରବର୍ତୀ ଲକ୍ଷ୍ୟ ମିସନ୍ ‘ମାଉଣ୍ଟ୍ ୬୦’। ବିଶ୍ବ କ୍ରିକେଟରେ ବିରାଟ ହିଁ ଏକମାତ୍ର ବ୍ୟାଟସମ୍ୟାନ୍‌ ଯିଏ ସମସ୍ତ ୩ ଫର୍ମାଟ (ଟେଷ୍ଟ୍‌, ଦିନିକିଆ ଏବଂ ଟି-୨୦)ରେ ୫୦ରୁ ଊର୍ଧ୍ବ ହାରରେ ରନ୍ ସଂଗ୍ରହ କରିଛନ୍ତି। ଏଭଳି ସ୍ଥିର…
ଅଧିକ ଖବର ଦେଖନ୍ତୁ...

ବିଧାୟକ ଦଳ ବୈଠକ : ନାରୀ ନିର୍ଯାତନା ପ୍ରସଙ୍ଗକୁ ଜୋର୍‌ଦାର୍ କରିବ ବିଜେପି

ଭୁବନେଶ୍ବର : ଯାଜପୁରର ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରି ବିଧାନସଭା‌େର ସରକାରଙ୍କୁ ଘେରିବ। ଏହା ସହ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ଘଟଣାରେ ସରକାରଙ୍କ ଠାରୁ ଜବାବ ମାଗିବ। ସରକାର ଠୋସ୍ ଉତ୍ତର ନ ଦେଲେ…
ଅଧିକ ଖବର ଦେଖନ୍ତୁ...

କୋହଲି ବି ହୋଇଥିଲେ ଅବସାଦର ଶିକାର

ନୂଆଦିଲ୍ଲୀ : ବିନା ବିଶ୍ରାମରେ ଲଗାତାର ମ୍ୟାଚ୍‌ ଖେଳିବା‌ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ୨୦୧୪ରେ ଇଂଲଣ୍ଡ ଗସ୍ତ କରିଥିଲେ। ସେଠାରେ ସେ ଘୋର ମାନସିକ ଅବସାଦର ‌ଶିକାର ହୋଇଥିଲେ। ଚିନ୍ତାରେ ମୁଣ୍ଡ ଉଠାଇ ପାରି ନଥିଲେ। ସେତେବେଳେ ତାଙ୍କୁ କାହା ସହ କଥା ହେବାକୁ ମନ…
ଅଧିକ ଖବର ଦେଖନ୍ତୁ...

ରୋହିତଙ୍କୁ ଶୁଭେଚ୍ଛା‌ ଓ ସମାଲୋଚନା

ଦୁବାଇ : ହିଟ୍‍ମ୍ୟାନ୍‍ ରୋହିତ ଶର୍ମା ୨୦୧୪ ମସିହା ଆଜିର ଦିନ (ନଭେମ୍ବର ୧୩ ତାରିଖ)ରେ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪ ରନ୍‍)ର ବିଶ୍ବ କୀର୍ତ୍ତିମାନ କରିଥିଲେ। ଏହି ଐତିହାସିକ ଘଟଣାର ୫ ବର୍ଷ ପୂର୍ତ୍ତି ଅବସରରେ ଆଇସିସି ତାଙ୍କୁ ଉଭୟ ଶୁଭେଚ୍ଛା ଓ ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

ଅଶ୍ବିନ-ଜାଦେଜାଙ୍କ ପାଇଁ ମ୍ୟାକେଞ୍ଜିଙ୍କ ସହାୟତା ଲୋଡ଼ିଲା ବାଂଲାଦେଶ

ଇନ୍ଦୋର : ଇନ୍ଦୋରର ହୋଲକର୍‌ ଷ୍ଟାଡିୟମ୍ ପିଚ୍‌ରେ ମହମ୍ମଦ ସାମି, ଉମେଶ ଯାଦବ ଓ ଈଶାନ୍ତ ଶର୍ମା ବାଂଲାଦେଶ ପାଇଁ ପ୍ରମୁଖ ଆହ୍ବାନ ହେବେ ବୋଲି ଚର୍ଚା ‌ହେଉଛି। ବାଂଲାଦେଶ ଖେଳାଳି କିନ୍ତୁ ଭାରତର ଦୁଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ନେଇ ଅଧିକ ଚିନ୍ତିତ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଭାରତର ପ୍ରାରମ୍ଭିକ ମହିଳା ବ୍ୟାଟର୍‌ ସ୍ମୃତି ମନ୍ଧାନାଙ୍କ ଫଟୋ

ନୂଆଦିଲ୍ଲୀ : ଭାରତର ପ୍ରାରମ୍ଭିକ ମହିଳା ବ୍ୟାଟର୍‌ ସ୍ମୃତି ମନ୍ଧାନାଙ୍କ ଫଟୋ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂପ୍ରତି ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ମନ୍ଧାନା ନିଜେ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି। ପ୍ରକାଶଯୋଗ୍ୟ, ଟ୍ବିଟରରେ ଚେତନ ନାମକ ଏକ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଚହରଙ୍କ ଦ୍ବିତୀୟ ହ୍ୟାଟ୍ରିକ୍ ‘ହ୍ୟାଟ୍ରିକ୍’ ନଥିଲା

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ର ୪୮ ଘଣ୍ଟା ଭିତରେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ଆଉ ଏକ ହ୍ୟାଟ୍ରିକ୍ ନେଇଥିବାର ଚର୍ଚା ମଙ୍ଗଳବାର ଜୋର ଧରିଥିଲା। ଦ୍ବିତୀୟ ହ୍ୟାଟ୍ରିକ୍‌ଟି ସେ ଘରୋଇ କ୍ରିକେଟ୍‌ରେ ନେଇଥିବା ଦାବି ହୋଇଥିଲା। ରାଜସ୍ଥାନର ପ୍ରତିନିଧିତ୍ବ କରି…
ଅଧିକ ଖବର ଦେଖନ୍ତୁ...

ମାଇଲଖୁଣ୍ଟ ଅପେକ୍ଷାରେ ଅଶ୍ବିନ୍‌

ଇନ୍ଦୋର : ଗୁରୁବାରଠୁ ଭାରତ ଏଠାରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ ଖେଳିବାକୁ ଯାଉଥିଲା ବେଳେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ପାଇଁ ଏକ ମାଇଲଖୁଣ୍ଟ ଅପେକ୍ଷା କରିଛି। ଘରୋଇ ମାଟିରେ ୨୫୦ ୱିକେଟ୍‌ ପୂରଣ କରିବାରେ ଅନିଲ କୁମ୍ବଲେ (୩୫୦) ଓ ହରଭଜନ ସିଂହ (୨୬୫) ଆଗରେ…
ଅଧିକ ଖବର ଦେଖନ୍ତୁ...