Daily Archives

April 16, 2019

ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଚଳିତ ବିଧାନସଭା ଓ ଲୋକସସଭା ନିର୍ବାଚନରେ ନିରପେକ୍ଷତା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟନାୟକ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶାସକ ଦଳ ଚଳିତ ନିର୍ବାଚନକୁ ପ୍ରଭାବିତ କରିବା ସକାଶେ ଅର୍ଥ ଓ ବାହୁବଳ ପ୍ରୟୋଗ କରୁଛନ୍ତିି। ଏପରିକି ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ପ୍ରଚାର ସମୟରେ କହୁ କହୁ ନିଜକୁ ‘ଚୌକିଦାର’ ବୋଲି କହିଦେଲେ ମେହେବୁବା, ଶୁଣିବା ପରେ ଏଭଳି ଟୁଇଟ୍‌ କଲେ…

ଶ୍ରୀନଗର : ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ ହେବାକୁ ଯାଉଛି । ମତଦାନ ହୋଇ ନ ଥିବା ସ୍ଥାନରେ ଏବେ ନେତାମାନେ ପ୍ରଚାର ଜାରି ରଖିଛନ୍ତି । ନିଜ ନିଜର ପ୍ରଶଂସା କରିବା ସହ ବିପକ୍ଷ ଦଳକୁ କଟାକ୍ଷ କରି ରାଜନେତାମାନେ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ କୁଶଭଦ୍ରାରେ ବୁଡ଼ିଗଲେ, ମିଳିଲା ଜଣଙ୍କର ମୃତଦେହ, ୨ ନିଖୋଜ

ନିମାପଡ଼ା: କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଛାତ୍ରଙ୍କର ମୃତଦେହ ମିଳିଛି। ମିଳିଥିବା ସୂଚନା ଅନୁସାରେ ମୃତବ୍ୟକ୍ତିଙ୍କର ନାମ ତେଜେଶ୍ୱର ମହାନ୍ତି। ପୁରୀ ଜିଲ୍ଲାର ମାଟିଆପଡ଼ାରେ ତେଜେଶ୍ୱରଙ୍କ ଘର। ସୂଚନାଯୋଗ୍ୟ ଆଜି ଅପରାହ୍ଣରେ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ଆରମ୍ଭ ହେବ କୌନ ବନେଗା କୋରଡପତି ସିଜନ-୧୧

ନୂଆଦିଲ୍ଲୀ: ପୁଣି ଥରେ ଛୋଟ ପରଦାରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ କୁଇଜ ଭିତ୍ତିକ ରିୟାଲିଟି ସୋ’ ‘କୌନ ବନେଗା କୋରଡପତି’ର ନୂଆ ସିଜିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସୋନି ଟିଭି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କେବିସିକୁ ନେଇ ଏକ…
ଅଧିକ ଖବର ଦେଖନ୍ତୁ...

କାନିମୋଝିଙ୍କ ଘରେ ଆୟକର ଚଢଉ

ଚେନ୍ନାଇ : ଡିଏମକେ ନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ କନ୍ୟା କାନିମୋଝିଙ୍କ ଘରେ ଆଜି ଆୟକର ବିଭାଗ ଚଢଉ କରିଛି  । କାନିମୋଝି ଦଳର ତୁଟିକୋରିନ ଆସନରୁ ପ୍ରାର୍ଥୀ ଅଛନ୍ତି । ତାଙ୍କ ଘରେ ବିପୁଳ ପରିମାଣରେ ନଗଦ ଟଙ୍କା ଗଚ୍ଛିତ ଥିବା ଖବର ମିଳିବା ପରେ ଏହି…
ଅଧିକ ଖବର ଦେଖନ୍ତୁ...

ପୂର୍ବରୁ ଅନେକ ଥର ଆକ୍ରମଣ ହୋଇଥିଲା, କିନ୍ତୁ ମୋଦୀଙ୍କ ପାଇଁ ପାକିସ୍ତାନକୁ ଉଚିତ୍‌ ଜବାବ ଦେଇ ପାରିଲେ ଭାରତୀୟ ସେନା :…

ନୂଆଦିଲ୍ଲୀ : ଗତ ଦୁଇ ମାସ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯାହା ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାକୁ ବଢ଼ାଇଥିଲା । ପୁଲଓ୍ଵାମା ଆକ୍ରମଣ ପରେ ବାଲାକୋଟ୍‌ରେ ଭାରତୀୟ ବାୟୁସେନା ଏହାର ପ୍ରତିଶୋଧ ନେବା ଏବଂ ପରେ ପାଇଲଟ୍‌…
ଅଧିକ ଖବର ଦେଖନ୍ତୁ...

ବିବାଦରେ ମମତା ବାନାର୍ଜୀଙ୍କ ବାୟୋପିକ : ଦି ବେଙ୍ଗଲ ଟାଇଗ୍ରେସ

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ସ ପିଏମ ନରେନ୍ଦ୍ର ମୋଦି କୁ ନେଇ ବିବାଦ ଥମି ନଥିବାବେଳେ ଏବେ ବିବାଦକୁ ଆସିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନାଁ ବାଘିନ: ଦି ବେଙ୍ଗଲ…
ଅଧିକ ଖବର ଦେଖନ୍ତୁ...

ସ୍ଥାନୀୟ ଲୋକଙ୍କ ମନ ଜିଣିବା ପାଇଁ ମୋଦୀ ଉଠାଇଲେ ଖୋର୍ଦ୍ଧା ବିଜେପି ନେତାଙ୍କ ହତ୍ୟା ପ୍ରସଙ୍ଗ : କହିଲେ, ମୃତକଙ୍କ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ବିକାଶ ସଂକଳ୍ପ ସମାବେଶରେ ସ୍ଥାନୀୟ ପ୍ରସଙ୍ଗ ଉତ୍‌ଥାପନ କରି ଓଡ଼ିଶା ଲୋକମାନଙ୍କ ସହ ଭାବଗତ ସଂପର୍କ ଯୋଡ଼ିବାକୁ ପ୍ରୟାସ କରିଛନ୍ତି। ଆଜି ସଂଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନର ସଫଳତା ଲାଗି ଦିନଟିଏ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। କୌଣସି କାମ ପାଇଁ ଯୋଜନା କରିବେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ। ବୃଷ: ଆପଣଙ୍କ ଲାଗି ଦିନଟି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ଟ୍ୟାଙ୍କକୁ ଧ୍ବଂସ କରିବାକୁ ଭାରତ ଇସ୍ରାଏଲରୁ ମଗାଇଲା ମାରାତ୍ମକ ସ୍ପାଇକ ମିସାଇଲ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ ସେନା ହାତକୁ ଆସିବ ଇସ୍ରାଏଲର ମାରାତ୍ମକ ସ୍ପାଇକ ଆଣ୍ଟି ଟ୍ୟାଙ୍କ ମିସାଇଲ । ଏଥିପାଇଁ ଭାରତ ଓ ଇସ୍ରାଏଲ ମଧ୍ୟରେ ପ୍ରାୟ ୨୮୦ କୋଟି ଟଙ୍କାର ଏକ ଚୁକ୍ତି ହୋଇଛି । ଏହା ମାଧ୍ୟମରେ ଭାରତ ୧୨ଟି ଲଞ୍ଚର ୨୧୦ଟି ମିସାଇଲ ପାଇବ । ବାଲାକୋଟ ଆକ୍ରମଣ ପରେ ଭାରତ ଓ…
ଅଧିକ ଖବର ଦେଖନ୍ତୁ...