Daily Archives

May 15, 2019

ଅନ୍ୟ ମହିଳା ସହ ସଂପର୍କ ରଖିଥିବା କଥା ପଚାରିବାରୁ ବର୍ବର କାଣ୍ଡ କଲା ସ୍ୱାମୀ

ଇନ୍ଦୋର : ଉତ୍ତରପ୍ରଦେଶର ଇନ୍ଦୋରରେ ଘଟିଛି ଏକ ଅଭାବନୀୟ ଘଟଣା । ଅନୈତିକ ସଂପର୍କ ବିଷୟରେ ଜାଣି ସ୍ୱାମୀକୁ ପ୍ରଶ୍ନ କରିବାରୁ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଯେଉଁ ଦଣ୍ଡ ଦେଇଥିଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ୨ବର୍ଷ ତଳେ ଏହି ଘଟଣା ଘଟିଥିବା ବେଳେ ରବିବାର ଅଭିଯୁକ୍ତକୁ…
ଅଧିକ ଖବର ଦେଖନ୍ତୁ...

ମୁଁ ମରିଯିବି ପଛେ ମୋଦୀଙ୍କ ମାତା-ପିତାଙ୍କୁ ଅସମ୍ମାନ କରିବି ନାହିଁ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରଚାର ସମୟରେ ସବୁ ଦଳ ନିଜ ବିପକ୍ଷ ଦଳ ବିରୋଧରେ ବୟାନବାଜି କରୁଥିବା ଦେଖିବାକୁ ମିଳିଛି । ଖାସ୍‌ କରି ବିଜେପି ଏବଂ…
ଅଧିକ ଖବର ଦେଖନ୍ତୁ...

ଫଟୋ ନକଲ ମାମଲାକୁ ନେଇ ମମତାଙ୍କ ଉପରେ ବର୍ଷିଲେ ମୋଦୀ, କହିଲେ; ମେ’ ୨୩ରେ ମୋର ଖରାପ ଚିତ୍ର ତିଆରି କରି ମୋତେ ଉପହାର…

କୋଲକାତା : ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଛି । ମଙ୍ଗଳବାର କୋଲକାତାରେ ଅମିତ ଶାହାଙ୍କ ରୋଡ୍‌ ସୋ’ରେ ହୋଇଥିବା ହିଂସାକାଣ୍ଡ ପାଇଁ ଏବେ କୋଲକାତାର ମାହୋଲ ଗରମ ରହିଛି । ତେବେ…
ଅଧିକ ଖବର ଦେଖନ୍ତୁ...

ଗୌହାଟୀରେ ବିସ୍ଫୋରଣ , ୨ ମୃତ

ଗୌହାଟୀ : ଆସାମର ରାଜଧାନୀ ଗୌହାଟୀରେ ଆଜି ଏକ ବୋମା ବିସ୍ଫୋରଣ ଘଟି ଦୁଇଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୮ ଜଣ ଆହତ ହୋଇଛନ୍ତି । ସହରର ଏକ ସପିଂ ମଲରେ ସଂଦିଗ୍ଧ ଉଲଫା ଆତଙ୍କବାଦୀମାନେ ଗ୍ରନେଡ ଫିଙ୍ଗିବାରୁ ଏହି ବିସ୍ଫୋରଣ ହୋଇଥିଲା । ପରେଶ ବରୁଆ ପରିଚାଳିତ ଉଲଫା ସଂଗଠନ ନିଜକୁ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଚିଙ୍ଗୁଡ଼ିଘେରିକୁ ଯାଇଥିଲେ, ବଜ୍ରପାତରେ ୨ ଯୁବକ ମୃତ, ୩ ଗୁରୁତର

ବାଲେଶ୍ୱର: ବଜ୍ରପାତରେ ବୁଧବାର ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାର ସିଙ୍ଗଲା ଥାନା ଅନ୍ତର୍ଗତ ରାଣେଶ୍ୱରପୁର ଡିହଚକସର୍ଥା ଗାଁର ବାବୁରାମ ସିଂହ ଓ ବାସୁଦେବ ଜେନା ବଜ୍ରପାତର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

#ମି ଠୁ ଅଭିଯାନ : ମିଛ ବୋଲି ପ୍ରମାଣ ହେଲା ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ, ନାନା ପାଟେକରଙ୍କ ବିରୋଧରେ ମିଳିଲାନି କୌଣସି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଯୌନ ଶୋଷଣର ଅଭିଯୋଗ ଭାରତରେ #ମି ଠୁ ଅଭିଯାନକୁ ସକ୍ରିୟ କରିଥିଲା । ଦିଗ୍ଗଜ ଅଭିନେତା ନାନ ପାଟେକର ଏବଂ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣି ଖୁବ୍‌ ଚର୍ଚ୍ଚିତ ହୋଇଥିଲେ  ତନୁଶ୍ରୀ । ତାଙ୍କ ପରେ ପରେ…
ଅଧିକ ଖବର ଦେଖନ୍ତୁ...

ମେ ୩୦ ପର୍ଯ୍ୟନ୍ତ ନିଜର ଏୟାରସ୍ପେସକୁ ବନ୍ଦ ରଖିବ ପାକିସ୍ତାନ

ଇସ୍ଲାମାବାଦ : ଆସନ୍ତା ମେ ୩୦ ପର୍ଯ୍ୟନ୍ତ ନିଜର ଏୟାରସ୍ପେସକୁ ଭାରତୀୟ ବିମାନମାନଙ୍କ ଲାଗି ବନ୍ଦ ରଖିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି । କାରଣ ପାକିସ୍ତାନ ଭାରତର ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି । ଗତ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ପଶି ବାଲାକୋଟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଧଳା। ଆରାଧନା: ମଙ୍ଗଳା। ବୃଷ: ନିଜର ମିଷ୍ଟ…
ଅଧିକ ଖବର ଦେଖନ୍ତୁ...

ଲୁଧିଆନାରେ ଭୋଟରଙ୍କ ମନ ଜିଣିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଚଳାଇଲେ ଟ୍ରାକ୍ଟର ଭିଡିଓ ହେଲା ଭାଇରାଲ

ଲୁଧିଆନା (ପଞ୍ଜାବ): ପଞ୍ଜାବର ଲୁଧିଆନା ଲୋକସଭା ଆସନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଆଜି ଲୁଧିଆନାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଲୁଧିଆନା ଲୋକସଭା କ୍ଷେତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର-ବାଲେଶ୍ୱରରେ କାଳବୈଶାଖୀ ପରେ ଘଡ଼ଘଡ଼ି ସହ ବର୍ଷା, ଉପୁଡି ପଡ଼ିଲା ମହାଦ୍ରୁମ

ଭୁବନେଶ୍ୱର/ବାଲେଶ୍ୱର: ଭୁବନେଶ୍ୱର ଏବଂ ବାଲେଶ୍ୱରରେ ବୁଧବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ବାଲେଶ୍ୱରରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରୁ ପ୍ରାୟ ଅଧ ଘଣ୍ଟା ଯାଏଁ କାଳବୈଶାଖୀ ଦେଖାଯାଇଥିଲା। ଏହା ପରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ସହରର କିଛି ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...