Daily Archives

July 19, 2019

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ଗୁରୁବାର ମୁମ୍ବାଇସ୍ଥିତ କପିଲ ଶର୍ମାଙ୍କ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନୀଶମ ବିଭାଗକୁ ଡ଼କାଇ ନିଆଁକୁ ଆୟତ୍ତ କରିବାରୁ ବିଶେଷ କ୍ଷତି ହୋଇ ନଥିବା ଜଣା ପଡ଼ିଛି । ଆପାର୍ଟମେଣ୍ଟଟି ଚତୁର୍ଥ ମହଲାରେ ଥିବା ବେଳେ ନିଆଁ ଲାଗିବା ସମୟରେ ଘରେ କେହି…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ରାଜ୍ୟରେ ଖୁବ୍‌ ଶୀଘ୍ର ବନ୍ଦ ହୋଇପାରେ ଟିକ୍‌ ଟକ୍‌

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆପ୍‌ ତଥା ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌କୁ ନେଇ ବିବାଦ ହେବା କିଛି ନୂଆ କଥା ନହେଁ । ପୂର୍ବରୁ ଏହି ଆପ୍‌କୁ ନେଇ ଅନେକ ବିବାଦ ହୋଇ ସାରିଛି । ଏମିତି କି ଭାରତରେ କିଛି ସମୟ ପାଇଁ ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । କିନ୍ତୁ ପରେ ଏହି ଆପ୍‌ ଉପରୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ : ପୁଣି ଝୁଲିଲା ଆସ୍ଥା ଭୋଟ, ବିଧାନସଭା ସୋମବାର ପର୍ଯ୍ୟନ୍ତ ମୁଲତବି

ବେଙ୍ଗଲୁରୁ: କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଅଚଳାବସ୍ଥା ଶେଷ ହେବାର ନାଁ ଧରୁ ନାହିଁ । ବିଧାନସଭାରେ ଗତ ଗୁରୁବାରଦିନଠାରୁ ଆରମ୍ଭ ହୋଇଥିବା ଆସ୍ଥାଭୋଟ ଉପରେ ବିତର୍କ ଏବେ ବି ଜାରି ରହିଛି । ବାଚସ୍ପତି ଆଜି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିବା ପରେ ଆସ୍ଥା ଭୋଟ ସୋମବାରଦିନ ହେବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଯୁବକଙ୍କୁ ଚାକିରିର ସୁବର୍ଣ୍ଣ ସୁଯୋଗ ମିଳିବ। ମହିଳା ମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ। ବୃଷ: ଆଗକୁ ବଢ଼ି ଚାଲନ୍ତୁ,…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ରେ ଯେଉଁ ଷ୍ଟୋକସ୍‌ଙ୍କ ଯୋଗୁଁ ହାରିଥିଲା ନ୍ୟୁଜିଲାଣ୍ଡ, ତାଙ୍କୁ ଦେବ ‘ପ୍ଲେୟାର ଅଫ୍‌ ଦ ଇୟର ଆଓ୍ଵାର୍ଡ’

ୱେଲିଂଟନ୍‌: ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ତଥା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକସ୍‌ଙ୍କୁ ଶୁକ୍ରବାର ‘ନ୍ୟୁଜିଲ୍ୟାଣ୍ଡର ଅପ୍‌ ଦ ଇୟର ଆଓ୍ଵାର୍ଡ’ ପାଇଁ ମନୋନୀତ କରାଯାଇଛି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ର ଫାଇନାଲ୍‌ ମ୍ୟାଚ୍‌ରେ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ପାଟକୁରାରେ ଭୋଟ୍ : ବିଜେଡି ଲାଗି ସମ୍ମାନର ପ୍ରଶ୍ନ, ବିଜୟଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ

ଭୁବନେଶ୍ବର:  ପାଟକୁରାରେ ଆସନ୍ତାକାଲି ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ୩୦୯ଟି ବୁଥରେ ମତଦାନ ବ୍ୟବସ୍ଥା ହୋଇଛି । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ଲକ୍ଷ ୪୪ହଜାର ୭୪୭…
ଅଧିକ ଖବର ଦେଖନ୍ତୁ...

୨୦୨୦ ସୁଦ୍ଧା ମହାକାଶକୁ ପଠାଯିବ ଜିଏସ୍‌ଏଟି ୭ଆର ସାମରିକ ଉପଗ୍ରହ: ଇସ୍ରୋକୁ ବରାଦ ଦେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ନିଜର କ୍ଷମତା ବଢ଼ାଇବା ପାଇଁ ଭାରତୀୟ ନୌସେନା ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌(ଇସ୍ରୋ)କୁ ଏକ ନୂଆ ସାମରିକ ଉପଗ୍ରହ ବରାଦ କରିଛି। ଏହି ଉପଗ୍ରହର ନାମ ଜିଏସ୍‌ଏଟି ୭ଆର୍‌। ଏହି କୃତ୍ରିମ ଉପଗ୍ରହଟିକୁ ମହାକାଶକୁ ପଠା ଗଲେ ଏହା ନୌସେନାର ଯୁଦ୍ଧପୋତ, ବିମାନ ଓ ଉପକୂଳ…
ଅଧିକ ଖବର ଦେଖନ୍ତୁ...

ପୁନେ : ଅନଲାଇନ ଗେମ ନିଶାରେ ପଡି ଯୁବକର ଆତ୍ମହତ୍ୟା

ପୁନେ : ବ୍ଲୁ ହେ୍ଵଲ ପରି ଏକ ଅନଲାଇନ ଗେମ ନିଶାରେ ପଡି ଜଣେ ଯୁବକ ଆତ୍ମହତ୍ୟା କରିଛି । ଘଟଣାଟି ଘଟିଛି ପୁନେର ଲୋନିଖଣ୍ଡ ଅଞ୍ଚଳରେ ଘଟିଛି । ମୃତ ଯୁବକର ନାଁ ଦିବାକର ମାଲି । ସେ ସ୍ଥାନୀୟ ଏକ କଲେଜରେ ବାଣିଜ୍ୟ ପଢୁଥିଲା । ଅନ ଲାଇନ ଗେମର ଟାସ୍କ ପୂରଣ କରିବାକୁ ଯାଇ ସେ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ୧୦ ବର୍ଷର ମାଈ ହାତୀ ମୃତ୍ୟୁ

ପାଇକସାହି (ଅନୁଗୁଳ): ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ଥାନା ଅନ୍ତର୍ଗତ ପମ୍ପାସର ରେଞ୍ଜ ବଡ଼ଖେତା ଗ୍ରାମ ନିକଟରେ ଥିବା ଙ୍କୁରୁ ରିଜର୍ଭ ଜଙ୍ଗଲ ୫ ନମ୍ବର କମ୍ପାଟମେଣ୍ଟରେ ଶୁକ୍ରବାର ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖବରପାଇ ସାତକୋଶିଆ ଡିଏଫଓ ରାମ ସ୍ୱାମୀ ପି, ଏସିଏଫ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଜଗଦଲପୁର ଓ ଜୁନାଗଡକୁ ୨ଟି ପୃଥକ ଟ୍ରେନ୍‌ ଚଳାଚଳ ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍‌ ଚଳାଚଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତିି । ଏହି ଦୁଇଟି ଟ୍ରେନ୍‌…
ଅଧିକ ଖବର ଦେଖନ୍ତୁ...