Daily Archives

August 23, 2019

ଏକାକୀ ଦୁଇଟି ମହାସାଗରକୁ ବିମାନ ଉଡ଼ାଇ ଅତିକ୍ରମ କରିବାରେ ପ୍ରଥମ ମହିଳା ପାଇଲଟ ଆରୋହୀ ପଣ୍ଡିତ

ନୂଆଦିଲ୍ଲୀ : ମୁମ୍ବାଇରେ ରହୁଥିବା ଆରୋହୀ ପଣ୍ଡିତ ଏବେ ଇତିହାସ ରଚିଛନ୍ତି । ଆରୋହୀ ଏବେ ନିଜର ଛୋଟ ବିମାନ ଧରି ବିଶ୍ୱ ଭ୍ରମଣରେ ବାହାରିଥିବା ବେଳେ ବୁଧବାର ସେ ଆଟଲାଣ୍ଟିକ୍‌ ମହାସାଗର ଓ ପ୍ରଶାନ୍ତ ମହାସାଗରକୁ ଏକା ପାର୍‌ କରିଥିଲେ । ଏପରି କରିବାରେ ସେ ପ୍ରଥମ ମହିଳା ପାଇଲଟ୍‌ ବନିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଏହି କାମ କରିବେ ପ୍ରଭାସ

ମୁମ୍ବାଇ : ଭାରତର ସବୁଠାରୁ ଲୋକପ୍ରିୟ କମେଡି ସୋ’ ଦ କପିଲ ଶର୍ମା ସୋ’ରେ ନଜର ଆସିବାକୁ ଯାଉଛନ୍ତି ବାହୁବଲୀ ଫେମ୍ ପ୍ରଭାସ । ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ସାହୋ’ର ପ୍ରମୋସନ ପାଇଁ ପ୍ରଭାସ ନିଜ ଟିମ୍‌ ସହ ପହଞ୍ଚିଥିଲେ । ପ୍ରଭାସଙ୍କ ସହ ଶ୍ରଦ୍ଧା ଏବଂ ନୀଲ ନୀତିନ୍‌ ମୁକେଶ…
ଅଧିକ ଖବର ଦେଖନ୍ତୁ...

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ: ପ୍ରଥମ ପାଳିରେ ଭାରତର ସ୍କୋର ୨୯୭ ରନ୍‌

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଦ୍ୱିତୀୟ ଦିନ ଶୁକ୍ରବାର ମଧ୍ୟାହ୍ଣ ଭୋଜନ ବିରତି ସୁଦ୍ଧା ୯୬.୪ ଓଭର ଖେଳି ସମସ୍ତ ଓ୍ଵିକେଟ ହରାଇ ୨୯୭ ରନ୍‌ କରିଛି। ଆଣ୍ଟିଗୁଆର ନର୍ଥ ସାଉଣ୍ଡସ୍ଥିତ ସାର ଭିଭିଆନ୍‌ ରିଚାର୍ଡ ଷ୍ଟାଡିୟମରେ ଗୁରୁବାର ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ଯୋଗଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକ୍ରିଷ୍ଣା ଅସୁସ୍ଥ;…

ଋଷିକେଶ: ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକ୍ରିଷ୍ଣା ଆଜି ଅପରାହ୍ଣରେ ହଠାତ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ଉତ୍ତରାଖଣ୍ଡର ଋଷିକେଶ ସ୍ଥିତ ଏମସ୍‌ରେ ଭର୍ତ୍ତି କରାଯାଇଛି। ଆଜି ଆଚାର୍ଯ୍ୟ ବାଲକ୍ରିଷ୍ଣା ଛାତିରେ…
ଅଧିକ ଖବର ଦେଖନ୍ତୁ...

ସୁନାଦର ରେକର୍ଡ ସ୍ତରରେ, ୧୦ ଗ୍ରାମ ପିଛା ୩୮,୯୯୫ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ ଆଜି ସୁନାଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ସୁନା ୧୦ ଗ୍ରାମ ପିଛା ୨୫ ଟଙ୍କା ବୃଦ୍ଧି ପାଇ ୩୮,୯୯୫ ଟଙ୍କାରେ ପହଞ୍ଚିଛି । ଗତ ୪ ଦିନ ହେଲା ସୁନାଦର ବଢିଚାଲିଛି । ଅନ୍ୟପକ୍ଷରେ ରୁପା ଦର କିଲୋଗ୍ରାମ ପିଛା ୪୫,୧୦୦ ଟଙ୍କାରେ ପହଞ୍ଚିଛି । ସୁନା ଏପରି ବଢିଚାଲିଲେ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ୨ ମୃତ ୧୫ ଆହତ

ବଲାଣି: ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଶୁକ୍ରବାର ସନ୍ଧ୍ୟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧ୍ୟା ସାଢ଼େ ୬ଟାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଶ୍ମୀର ଯିବ ବିରୋଧୀ ଦଳ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ : ଧାରା ୩୭୦ ଉଠିବା ପରେ ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏକ ବିରୋଧୀ ଦଳ ପ୍ରତିନିଧିମଣ୍ଡଳୀ କଶ୍ମୀର ଯିବ । ଏହା ସହିତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ସେ ଗ୍ରହଣ କରିଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ଉର୍ଜ୍ଜାବାନ୍ ଓ ସକ୍ରିୟ ରହିବେ। ପାରିବାରିକ ମାମଲାରେ ପରିବାର ସଦସ୍ୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟର କରି ଆସୁଥିବା ପ୍ରୟାସରେ ସଫଳ ହେବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ଦିନଟି ଆପଣଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଅଧିକ ଭଲପାଇବାରୁ ଛାଡ଼ପତ୍ର ଚାହାନ୍ତି ପତ୍ନୀ! ରଂଗମୟ ଜୀବନ ପାଇଁ ସେ ଝଗଡ଼ା କରିବାକୁ ଚାହାନ୍ତି, ହେଲେ ସ୍ୱାମୀ…

ନୂଆଦିଲ୍ଲୀ: ସ୍ୱାମୀଙ୍କ ଭଲପାଇବା କମ୍‌ ହୋଇଗଲେ ପତ୍ନୀ ଛାଡ଼ପତ୍ର ମାଗିବା କଥା ଆପଣ ଶୁଣିଥିବେ। ମାତ୍ର ସ୍ୱାମୀ ଅଧିକ ଭଲପାଇବା ହେତୁ କେଉଁ ପତ୍ନୀ କେବେ ଛାଡ଼ପତ୍ର ଚାହିଁବା କଥା ଆପଣ ଶୁଣିଛନ୍ତି କି? ୟୁନାଇଟେଡ୍‌ ଆରବ୍‌ ଏମିନେଟ୍‌ସରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...

ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ପ୍ରସଙ୍ଗ: ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି:…

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକା ଏକଛତ୍ରବାଦୀ ମନୋବୃତ୍ତି ନେଇ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...