Daily Archives

November 19, 2019

ଡ଼ିଆଇଇଟିରେ ରକ୍ତଦାନ ଶିବିର ଅନୁଷ୍ଠିତ, ସ୍ୱେଚ୍ଛାକୃତ ରକ୍ତଦାନ କଲେ ୫୧ ଜଣ

ଝାରସୁଗୁଡ଼ା: ସ୍ଥାନୀୟ ପଞ୍ଚପଡ଼ାଠାରେ ଥିବା ଡ଼ିଆଇଇଟି ପରିସରରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୧ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି। ଡ଼ିଆଇଇଟିର ଛାତ୍ର-ଛାତ୍ରୀ, ଶିକ୍ଷକ ତଥା ସ୍ୱେଚ୍ଛାସେବୀ ଉତ୍ସାହର ସହିତ ଶିବିରରେ ରକ୍ତଦାନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଦିନକୁ ୧୦ଟି ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କର ଫୁସଫୁସ ଦେଖି ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ଧୂମପାନ କରିବା ଆପଣଙ୍କ ଶରୀର ପାଇଁ କେତେ ହାନିକାରକ ହୋଇପାରେ ତାହା ଏବେ ଦେଖିବାକୁ ମିଳିଛି | ଚୀନର କିଛି ଡାକ୍ତର ଜଣେ ରୋଗୀଙ୍କର ମୃତ୍ୟୁ ପରେ ତାଙ୍କ ଫୁସଫୁସର ଅବସ୍ଥା ଦେଖି ଖୋଦ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ବ୍ୟକ୍ତି ଜଣକ ପାଖାପାଖି ୩୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ରାତିଦିନ ଯବାନଙ୍କ ପରିଶ୍ରମ ପରେ ସ୍ୱାଭାବିକ ହେଲା ରାସ୍ତା

କୁଲ୍ଲୁ: ଶୀତ ବଢିବା ସହ ଉତ୍ତର ଭାରତରେ ବଢୁଛି ତୁଷାରପାତ । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବରଫପାତ ଲାଗି ରହିଥିବା ବେଳେ ରୋହତାଙ୍ଗ ପାସ୍ ନିକଟରେ ପ୍ରବଳ ତୁଷାରପାତ ଯୋଗୁଁ ବିଭିନ୍ନ ଯାନବାହନ ଫସିରହିଥିଲା । ତେବେ ବିଆରଓ ବା ବୋର୍ଡର ରୋଡ ଅର୍ଗାନାଇଜେସନର…
ଅଧିକ ଖବର ଦେଖନ୍ତୁ...

ଥରେ ଚାର୍ଜ କଲେ ୧୫୦ କିଲୋମିଟର ଯାଇପାରିବ ଏହି ଇ-ବାଇକ

ବାଙ୍ଗାଲୋର: ଭାରତରେ କେବଳ ଯେ ଇ-ସ୍କୁଟର ବା ଇ-କାର୍ର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି ତା ନୁହେଁ । ବରଂ ଏବେ ବାଇକ ସେଗମେଂଟରେ ମଧ୍ୟ ଇଲେକ୍ଟ୍ରିକ୍ ଭର୍ସନ୍ ଲଂଚ କରିବା ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବହୁ ବାଇକ ନିର୍ମାଣକାରୀ କମ୍ପାନୀ ଏବେ ନିଜ ନିଜ ବାଇକ ଗୁଡିକର ଇ-ଭର୍ସନ୍…
ଅଧିକ ଖବର ଦେଖନ୍ତୁ...

ଗାଈର ନାମ ସୋଲୋନୀ, ବାଛୁରୀ ନାମ ଆପଣ ଦିଅନ୍ତୁ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କେବିସି ମଂଚରେ ଜଣେ ପ୍ରତିଯୋଗୀ ଏଭଳି କିଛି ପ୍ରଶ୍ନ କରିଛନ୍ତି ଯେ ଯାହାକୁ ନେଇ ଅମିତାଭ ଦ୍ଵନ୍ଦରେ ପଡିଯାଇଥିଲେ | ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ପ୍ରଶଂସା ସାଉଣ୍ଟୁଛି | ଅନେକ ଲୋକ ଭିଡିଓଟିକୁ ଦେଖି ନିଜ ହସକୁ ରୋକି…
ଅଧିକ ଖବର ଦେଖନ୍ତୁ...

ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ, କାହିଁକି ଏଭଳି ଲେଖିଲେ ସରକାରୀ ବାବୁ

କରିମଗଂଜ: ତେଲେଙ୍ଗାନାର କରିମଗଂଜରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଥିବା ଇଂଜିନିୟର ପୋଡେତି ଅଶୋକ ନିଜ କାର୍ଯ୍ୟାଳୟରେ ଏକ ବିଚିତ୍ର ବୋର୍ଡ ଲଗାଇଛନ୍ତି | ଏଥିରେ ଲେଖାଯାଇଛି ଯେ ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ | ବାସ୍ତବରେ ରାଜ୍ୟର ରଙ୍ଗାରେଡ୍ଡୀ ଜିଲ୍ଲାର ଅବଦୁଲ୍ଲାପୁରମେଟ୍‌ ଗାଁରେ…
ଅଧିକ ଖବର ଦେଖନ୍ତୁ...

ବିରୋଧ ପରେ ବଦଳିପାରେ ରାଜ୍ୟସଭା ମାର୍ଶାଲଙ୍କ ପୋଷାକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଗତକାଲିଠାରୁ ଆରମ୍ଭ ହୋଇଛି | ପ୍ରଥମ ଦିନ ଧଳା ପୋଷାକ ପିନ୍ଧୁଥିବା ମାର୍ଶାଲ ସେନା ଅଧିକାରୀଙ୍କ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା | ପୂର୍ବରୁ ଧଳା ରଙ୍ଗର ଥିବା ୟୁନିଫର୍ମର ରଙ୍ଗ ଅଲିଭ ଗ୍ରୀନ ହୋଇଯାଇଥିଲା | ଏହା ସହ ପଗଡି ବଦଳରେ ଟୋପି…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡିଲା ଦ୍ୱିତୀୟ ବିବାହ: ଶ୍ୱଶୁର-ଦେଢଶୁରଙ୍କୁ କୋର୍ଟ ଚାଲାଣ, ସ୍ୱାମୀ ଫେରାର

କୋରେଇ: ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ ସ୍ୱାମୀକୁ ମହଙ୍ଗା ପଡିଛି। ପ୍ରଥମ ସ୍ତ୍ରୀର ଅଭିଯୋଗ କ୍ରମେ ଶଶୁର ଓ ଦେଢଶୁରକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଛି। ଏଭଳି ଘଟଣା ଏବେ କୋରେଇ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଭୋଟରଙ୍କୁ ପ୍ରଭାବିତ କରିବାକୁ ରଖାଯାଇଥିଲା ପ୍ରେସର କୁକର, ଧରିଲେ ନିର୍ବାଚନ କମିଶନ

ବାଙ୍ଗାଲୋର: କର୍ଣ୍ଣାଟକରେ ବିଧାନସଭା ଉପ ନିର୍ବାଚନ ପୂର୍ବରୁ ରାଜନୀତି ପାଣିପାଗ ବେଶ ଗରମ ରହିଛି | ନିର୍ବାଚନ ଆୟୋଗ ସୋମବାର ଦିନ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ନିର୍ବାଚନ କମିଶନ ହୋସକୋଟ ବିଧାନସଭା କ୍ଷେତ୍ର ଅଂଚଳରେ ଥିବା ଏକ ଘରୁ ୫୩ଟି ପ୍ରେସର କୁକର ଜବତ କରିଛନ୍ତି | ହୋସକୋଟ…
ଅଧିକ ଖବର ଦେଖନ୍ତୁ...