Daily Archives

January 3, 2020

ଶତାଧିକ ଶିଶୁ ମୃତ୍ୟୁ ନେଇ ରାଜସ୍ଥାନ ସରକାରଙ୍କୁ ନୋଟିସ୍‌ ପଠାଇଲା ଏନ୍‌ଏଚ୍‌ଆର୍‌ସି

ଜୟପୁର: ଡିସେମ୍ବର ଆରମ୍ଭରୁ  ନେଇ ଏଯାବତ୍‌ ରାଜସ୍ଥାନର ଜେକେ ଲୋନ୍‌ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ ଟପିବା ପରେ ରାଜସ୍ଥାନ ସରକାରଙ୍କୁ ଶୁକ୍ରବାର ନେସ୍‌ନାଲ୍‌ ହ୍ୟୁମାନ ରାଇଟ୍ସ କମିସନ(ଏନ୍‌ଏଚ୍‌ଆର୍‌ସି)ଙ୍କ  ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।  ଶିଶୁ ମୃତ୍ୟୁ ବଢ଼ିବା…
ଅଧିକ ଖବର ଦେଖନ୍ତୁ...

ବାଣ କାରଖାନାରେ ବିସ୍ଫୋରଣ, ୫ ଜଣଙ୍କର ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି | ଏହି ବିସ୍ଫୋରଣରେ ବହୁ ଲୋକ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ଦମକଳ ଗାଡି ପହଁଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର…
ଅଧିକ ଖବର ଦେଖନ୍ତୁ...

ଆମେରିକାକୁ ଜବାବ ଦେବାକୁ ଇରାନର ପ୍ରସ୍ତୁତି, ସଂଯମ ରକ୍ଷା ପାଇଁ ଭାରତର ନିବେଦନ

ତେହେରାନ : ଆମେରିକା ଦ୍ୱାରା ଇରାନ ସେନାର କୁଡସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର କଠୋର ଜବାବ ଦିଆଯିବ ବୋଲି ଇରାନର ଧମକ ପରେ ଆମେରିକା ଇରାକରେ ଥିବା ନିଜ ନାଗରିକମାନଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀର ମେରୁଦଣ୍ଡ; ଛଡ଼େଇ ନେବା ପାଇଁ ବସିଛି ଚାଷୀର ବର୍ଷକର ଆହାର

ସୁବର୍ଣ୍ଣପୁର/କଳାହାଣ୍ଡି: ଦୁଇ ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷାରେ ଚାଷୀଙ୍କ ସ୍ୱପ୍ନ ଭିଜିଯାଇଛି । କେଉଁଠି ଫସଲ ବିଲ ଭିତରେ ଉଜୁଡି ଯାଉଛି ତ ଆଉ କେଉଁଠି ମଣ୍ଡିରେ ଧାନ ଗଜା ହେଉଛି। ଗୋଟିଏ ପଟେ ଶୀତ ଆଉ ଅନ୍ୟପଟେ ବର୍ଷା ମାଡ ମଣ୍ଡିରେ ଜଗୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି…
ଅଧିକ ଖବର ଦେଖନ୍ତୁ...

ଆମେରିକାକୁ ଇରାନ ଚେତାବନୀ ଦେବା ପରେ ବଢୁଛି ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା

ନୂଆଦିଲ୍ଳୀ: ଆମେରିକାର ଏୟାରଷ୍ଟ୍ରାଇକରେ ଇରାନର କୁଦସ୍ ସେନାର ପ୍ରମୁଖ ମେଜର ଜେନେରାଲ କାଶିମ ସୁଲେମାନିଙ୍କ ମୃତ୍ୟୁ ପରେ ଚିହିଁକି ଉଠିଛି ଇରାନ୍ । ସୁଲେମାନିଙ୍କ ମୃତ୍ୟୁ ପରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଆଶଙ୍କାର କଳାବାଦଲ ଘୂରି ବୁଲୁଛି । କାରଣ ଇରାନର ଦ୍ୱିତୀୟ ସର୍ବୋଚ୍ଚ ଶକ୍ତିଶାଳୀ ନେତା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଉନ୍ନତି ପଥରେ ଲାଗିରହିଥିବା ବାଧା ଦୂର ହେବ। ବେପାରରେ ଲାଭ ହେବ। ବୃଷ: ଅଫିସରେ ସହଯୋଗୀଙ୍କ ସହଯୋଗ ପାଇବେ। କାରବାରରେ ପୁଞ୍ଜି ନିବେଶ କରିବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ମିଥୁନ: ପରିବାରରେ ବଡ଼ଙ୍କ…
ଅଧିକ ଖବର ଦେଖନ୍ତୁ...

୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ରାଜଭବନ’ ଉଦ୍ୟାନ

ଭୁବନେଶ୍ୱର: ରାଜଭବନ ପରିସରରେ ଥିବା ଉଦ୍ୟାନ ଆଗାମୀ ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରଖାଯିବ। ଏ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ପ୍ରଦାନ କରିଛନ୍ତି। ସାଧାରଣ ଦର୍ଶକମାନେ ଶନିବାର ଓ ରବିବାର ମଧ୍ୟ ଅପରାହ୍ନ ୨ଟା ୩୦ଠାରୁ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଜଳବିବାଦ ମାମଲା : ଆସନ୍ତାକାଲି ଛତିଶଗଡ଼ର ବୈଷୟିକ ଟିମ୍ ଓଡ଼ିଶା ଗସ୍ତରେ ଆସିବେ

ନୂଆଦିଲ୍ଲୀ (ନଇମ୍ ଅଖତାର) : ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମହାନଦୀ ଜଳବିବାଦ ମାମଲା ଗତ ୧୩ ମାସରୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ବର୍ତ୍ତମାନ ଏହି ମାମଲାକୁ ନେଇ କୌଣସି ପ୍ରକାର ଆଦେଶ ଟ୍ରିବ୍ୟୁନାଲ ଶୁଣାଇ ନାହାନ୍ତି। ଆସନ୍ତାକାଲି ଛତିଶଗଡ଼ର ଏକ…
ଅଧିକ ଖବର ଦେଖନ୍ତୁ...

ଜେକେ ଲୋନ୍‌ ପରେ ପିଜିଆଇ ହସ୍ପିଟାଲ: ୨୪ ସପ୍ତାହର ଜୀବନ୍ତ ଶିଶୁକୁ ବ୍ୟବଚ୍ଛେଦ ପାଇଁ ପଠାଇଲେ ଡାକ୍ତର

ଚଣ୍ଡିଗଡ଼: ରାଜସ୍ଥାନର କୋଟାର ଜେକେ ଲୋନ୍‌ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁ ଘଟଣା ସମଗ୍ର ଦେଶରେ ଚହଳ ପକାଇଥିବା ବେଳେ ଏବେ  ପଞ୍ଜାବ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲ୍‌ ଭିନ୍ନ ଏକ କାରଣକୁ ନେଇ ବିବାଦର ପରିସରଭୁକ୍ତ ହୋଇଛି। ୨୪ ସପ୍ତାହର ଏକ ଜୀବନ୍ତ ଶିଶୁକୁ ହସ୍ପିଟାଲ୍‌ ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...