Daily Archives

January 8, 2020

ସହରସାରା ମାଳ ମାଳ ନିଶାଡ଼ିଙ୍କ ଆଡ୍ଡା: ବିପଦରେ କିଶୋରବର୍ଗ, ସଙ୍କଟରେ ଜୟପୁର ସହର

ଜୟପୁର(ଶ୍ରୀକାନ୍ତ ସାହୁ): ସହରସାରା ମାଳ ମାଳ ନିଶାଡ଼ିଙ୍କ ଆଡ୍ଡା। ସନ୍ଧ୍ୟାଠାରୁ ସକାଳ ୧୦ଟା ଯାଏ ଜମୁଛି ଆସର। ଖାଲି ପଡ଼ିଥିବା ଖୋଲା ଓ ପରିତ୍ୟକ୍ତ ସ୍ଥାନ ନୁହେଁ। କୋରାପୁଟ ଜିଲ୍ଲା ଜୟପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଜମୁଛି ନିଶାଡ଼ିଙ୍କର ଆଡ୍ଡା। ଦିନ ଦୁଇପ୍ରହରରେ ଖୋଲମଖୁଲା ୨୦ରୁ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନର ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ ବକ୍ସ ଦେବାକୁ ଇରାନ୍‌ ମନା କରିବା ପରେ ସନ୍ଦେହ ଆହୁରି ବଢ଼ିଲା

ଦୁବାଇ : ଇରାନ୍‌ର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ଆମେରିକା ଆକ୍ରମଣରେ ମୃତ୍ୟୁ ହେବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ତେହେରାନଠାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ପରିସ୍ଥିତି ଆହୁରି ସରଗରମ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଜିନିଷ ସହ ମହୁ ସେବନ କଲେ ଲାଭ ବଦଳରେ ହୋଇଥାଏ କ୍ଷତି

ମହୁର ଔଷଧୀୟ ଗୁଣ କେତେ ତାହା ସମସ୍ତଙ୍କୁ ଜଣା । ଖାସ୍‌ କରି ଶୀତ ଦିନେ ମହୁର ସେବନ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଭୁଲ ଜିନିଷ ସହ ଏହାକୁ ଖାଇଲେ ଶରୀରକୁ ଲାଭ ମିଳିବା ପରିବର୍ତ୍ତେ କ୍ଷତି ହୋଇଥାଏ । ଏହାକୁ ସେବନ କରିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ନିଶ୍ଚୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଖାଇବା ତିଆରି କର, ପରେ ଭୋଟ ଦେବାକୁ ଯିବ : ସ୍ୱାମୀର ଏଭଳି କଥା ଶୁଣି ରାଗରେ ୪ ବର୍ଷର ଝିଅକୁ ହତ୍ୟା କଲା ମା’

ୱାସିମ୍(ମହାରାଷ୍ଟ୍ର): ମହାରାଷ୍ଟ୍ରରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି। ଛୋଟ କଥାକୁ ନେଇ ଜଣେ ମା’ ନିଜ ୪ବର୍ଷୀୟା ଶିଶୁକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ମହାରାଷ୍ଟ୍ରର ୱାସିମ୍ ଜିଲ୍ଲାରେ ଘଟିଥିବା ବେଳେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ସଂପର୍କରେ ଫାଟ: ପରସ୍ପରଠାରୁ ଅଲଗା ରହୁଛନ୍ତି ଅନେକଙ୍କ ପାଇଁ ଆଦର୍ଶ ଦମ୍ପତ୍ତି ପାଲଟିଥିବା ସଂଜିଦା-ଆମୀର, ହୋଇପାରେ…

ମୁମ୍ବାଇ: ଅଭିନେତା ଆମୀର ଅଲ୍ଲୀ ଓ ଅଭିନେତ୍ରୀ ସଂଜିଦା ଶେଖଙ୍କ ଯୋଡ଼ିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଦୁହିଁଙ୍କର ପରସ୍ପର ପ୍ରତି ଥିବା ଭଲପାଇବା ଓ ସମ୍ମାନ ଅନେକଙ୍କୁ ପ୍ରେରଣା ଦେଇଥାଏ। ଦୁହେଁ ଅନେକଙ୍କ ପାଇଁ ଆଦର୍ଶ ଦମ୍ପତି ପାଲଟିଥିବା ବେଳେ ଏବେ ସେମାନଙ୍କ ସଂପର୍କରେ ଫାଟ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ବାପାକୁ ସୁସ୍ଥ କରିବା ପାଇଁ ଭାଉଜକୁ ବଳି ଦେବାକୁ ଉଦ୍ୟମ କ‌ଲେ ଝିଅ-ଜ୍ବ‌ାଇଁ, ଶରୀରରେ ପଡ଼ିଛି ୪୫୦ଟି ଷ୍ଟିଚ୍ !

ବରେଲି: ଉତ୍ତରପ୍ରଦେଶରୁ ଅନ୍ଧବିଶ୍ବାସର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ନିଜ ବାପାକୁ ସୁସ୍ଥ କରିବାକୁ ଯାଇ ଝିଅ-ଜ୍ବାଇଁ ଆପଣାଇଥିବା ବାଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାପାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଅନ୍ଧବିଶ୍ବାସର ବାଟ ଆପଣାଇ ନିଜ ଭାଉଜକୁ ବଳି ଦେବାକୁ ଚେଷ୍ଟା କରିବା…
ଅଧିକ ଖବର ଦେଖନ୍ତୁ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରଗାଁ ପ୍ରଧାନ ଶିକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

ନବରଙ୍ଗପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ବୋରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ରଞ୍ଜିତଙ୍କ ୨ କୋଟି ୬୦ ଲକ୍ଷ ୬୮ ହଜାର ଟଙ୍କାର ସମ୍ପତ୍ତି ଠାବ…
ଅଧିକ ଖବର ଦେଖନ୍ତୁ...

ଇରାନ ଆକ୍ରମଣରେ କୌଣସି ଆମେରିକୀୟ ନାଗରିକଙ୍କ ମୃତ୍ୟୁ ଘଟି ନାହିଁ: ଡୋନାଲ୍ଡ ଟ୍ରମ୍ପ

ଓ୍ଵାସିଂଟନ: ଇରାନ୍‌ ଜେନେରାଲ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବୁଧବାର ସକାଳୁ ଇରାକରେ ଆମେରିକା ସେନା ଶିବିର ଉପରକୁ ମିସାଇଲ୍‌ ଆକ୍ରମଣ ହୋଇଛି। କିନ୍ତୁ ଏଥିରେ କୌଣସି ଆମେରିକୀୟ ନାଗରିକଙ୍କର ମୃତ୍ୟୁ ଘଟି ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ପୁଣି ବିବାଦରେ ‘ଛପାକ୍’: ଫିଲ୍ମରେ ମୁସଲିମ୍ ଆକ୍ରମଣକାରୀକୁ ହିନ୍ଦୁ ଦର୍ଶାଯାଇଥିବାରୁ ବର୍ଜନ କରିବାକୁ…

ମୁମ୍ବାଇ: ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇ ବିବାଦରେ ରହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଧାରଣାରେ ସାମିଲ ହେବା ପରେ ଟୁଇଟରରେ ତାଙ୍କ ଫିଲ୍ମ 'ଛପାକ'କୁ ବଏକଟ୍  ବା ବର୍ଜନ କରିବାର ଦାବି ଆରମ୍ଭ ହୋଇ ଯାଇଛି।  କିଛି ଲୋକ ଏହାକୁ…
ଅଧିକ ଖବର ଦେଖନ୍ତୁ...

କାରକୁ ଗୋବରରେ ଲିପି ଝିଅକୁ ବିଦା କଲେ ବାପା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

କୋହ୍ଲାପୁର: ନିଜ ପିଲାମାନଙ୍କ ବିବାହକୁ ସ୍ମରଣୀୟ କରିବା ସବୁ ମାତା-ପିତାଙ୍କର ସ୍ବପ୍ନ ହୋଇଥାଏ। ପୂର୍ବରୁ ଏଭଳି ଅନେକ ବିବାହ ସାମ୍ନାକୁ ଆସିଛି, ଯେଉଁଠି ବର ବା କନ୍ୟା ହେଲିକପ୍ଟରରେ ଆସି ବିବାହ ମଣ୍ଡପରେ ପହଞ୍ଚିଛନ୍ତି। ତେବେ ମହାରାଷ୍ଟ୍ରର କୋହ୍ଲାପୁରରେ ଜଣେ କନ୍ୟାକୁ ତାଙ୍କ ବାପା…
ଅଧିକ ଖବର ଦେଖନ୍ତୁ...