Daily Archives

February 8, 2020

ପୋକରା ଚାଉଳ ଯୋଗାଣ ଅଭିଯୋଗ ଆଣି ବିଇଓଙ୍କୁ ମାଡ଼ ମାରିଲେ ଗ୍ରାମବାସୀ, ବିଦ୍ୟାଳୟରେ ପକାଇଲେ ତାଲା

ଉମରକୋଟ: ମଧ୍ୟାହ୍ନ ଭୋଜନ ପାଇଁ ପୋକରା ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ଆଣି ଆଜି ଜଣେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଗ୍ରାମବାସୀ ମାଡ଼ ମାରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ବିକାଶ ସରକାରଙ୍କୁ ପୁଜାରୀଗୁଡ଼ା (ୟୁଭି-୯) ଗାଁର କିଛି ଲୋକ ମାଡ଼ ମାରି ଅଭଦ୍ର…
ଅଧିକ ଖବର ଦେଖନ୍ତୁ...

କରୋନା ପୀଡ଼ିତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତରଖାନାରେ ଖାଇବାକୁ ଦିଆଯାଉଛି କଇଁଛ ମାଂସ !

ନୂଆଦିଲ୍ଲୀ: ଚୀନର ଉହାନ ସହରରେ କରୋନାଭାଇରସ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ କଇଁଛ ମାଂସ ଖାଇବାକୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ରଖାଯାଇଥିବା ରୋଗୀଙ୍କୁ ଖାସ୍ କରି ଏହି ମାଂସ ଦିଆଯାଉଛି। ଏହାର ଏକ ଭିଡିଓ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ଭୟଙ୍କର ବାଣ ବିସ୍ଫୋରଣ ୧୫ ମୃତ, ୩ରୁ ଅଧିକ ଆହତ

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ ! ପ୍ରଭୁଙ୍କୁ ନାମ ସଂକୀର୍ତ୍ତନ କରୁଥିବାବେଳ ସବୁ ଦିନ ପାଇଁ ଶୋଇପଡ଼ିଲେ ୧୫ ଜଣ ଶ୍ରଦ୍ଧାଳୁ । ଏଭଳି କିଛି ଛାତିଥରା ଘଟଣା ଆସିଛି ପଞ୍ଜାବର ତରନତାରନରୁ । ନଗର ସଂକୀର୍ତ୍ତନ ସମୟରେ ଏକ ଟ୍ରାକ୍ଟର ଟ୍ରଲିରେ ବଡ଼ ବିସ୍ଫୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫…
ଅଧିକ ଖବର ଦେଖନ୍ତୁ...

ଗୁଳି ଚଳାଇ ୧୦ ଜଣଙ୍କୁ ହତ୍ୟା କରିବା ପରେ ଥାଇ ସୈନିକ ଫେସବୁକରେ ଲେଖିଲେ-‘ମୃତ୍ୟୁ ସଭିଁଙ୍କ ପାଇଁ ଅପରିହାର୍ଯ୍ୟ’

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌ର ନାଖୁନ୍‌ ରଚସୀମା ସହରରେ ଜଣେ ଯବାନଙ୍କ ଅତର୍କିତ ଗୁଳି ଚାଳନାରେ ଶନିବାର ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ପୁଲିସ୍‌ ଚିହ୍ନଟ କରିବାରେ ସମର୍ଥ ହୋଇଛି। ଆକ୍ରମଣକାରୀ ଜଣକ ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ରାଜନୀତିରେ ଉଚ୍ଚପଦ ମିଳିପାରେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ। ରବିବାର: ନୂଆ କାମ ଶିଖିବାକୁ ମିଳିବ। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ବୁଧ ଓ ଗୁରୁବାର:…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଚାଲିଥିବା ବେଳେ ମତଦାନ କେନ୍ଦ୍ରରେ ଭୋଟର ଓ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୭୦ଟି ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ମଦଦାନ ଶେଷ ହୋଇଯାଇଛି। ସନ୍ଧ୍ୟା ୭ଟା ସୁଦ୍ଧା ୫୭.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଏଥିସହ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି । ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ‘କନ୍ଧମାଳ ଫ୍ରେସ୍‌’ରେ ବିକ୍ରି ହେବ ବନଜାତ ଦ୍ରବ୍ୟ, ପନିପରିବା ବିକ୍ରି ଆରମ୍ଭ, ଉପକୃତ ହେବେ ସ୍ଥାନୀୟ…

ଘୁ.ଉଦୟଗିରି: ‘କନ୍ଧମାଳ ଫ୍ରେସ୍‌’ରେ ବନଜାତ ଦ୍ରବ୍ୟ ବିକ୍ରି ହେବ। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ ଏହି ସୋ’ରୁମ୍‌ ଆଜି ଖୋଲାଯିବା ପରେ ଉଭୟ ଖାଉଟି ଓ ଚାଷୀମାନଙ୍କୁ ଲାଭ ପହଞ୍ଚାଇ ପାରିବ ବୋଲି ଆଶା କରାଯାଉଛି। ଖାଉଟିମାନେ ଏଠାରୁ ବନଜାତ ଦ୍ରବ୍ୟ ଓ ପନିପରିବା ସୁଲଭ ଦରରେ…
ଅଧିକ ଖବର ଦେଖନ୍ତୁ...

କାଠଗଡ଼ାରେ ମୋଦୀଙ୍କ ଲୋକପ୍ରିୟତା : ଦିଲ୍ଲୀରେ ନାଗରିକତା ଆଇନ, ରାମ ମନ୍ଦିର ଓ ଦେଶପ୍ରେମ ପ୍ରସଙ୍ଗ କାମ ଦେବ ତ ?

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାର ଏକ ବଡ ପରୀକ୍ଷା ହେବ  ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ  । ନାଗରିକତା ସଂଶୋଧନ ଆଇନ୍ ଆସିବା ପରେ ଦେଶରେ ଏହା ପ୍ରଥମ ନିର୍ବାଚନ । ତେଣୁ ଦିଲ୍ଲୀବାସୀ ମୋଦୀ ସରକାରଙ୍କ ଏହି ଆଇନକୁ କେତେ ଗ୍ରହଣ କରିଛନ୍ତି ତାହା…
ଅଧିକ ଖବର ଦେଖନ୍ତୁ...

କର୍ତାରପୁର ଯିବା ପାଇଁ ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ଦରକାର ନ ପଡ଼ିପାରେ ପାସ୍‌ପୋର୍ଟ

ଇସ୍‌ଲାମ୍‌ବାଦ: କର୍ତାରପୁରରେ ଥିବା ଗୁରୁଦ୍ବାର ଦରବାର ସାହିବକୁ ଯିବା ଲାଗି  ପାଇଁ ଆଉ ପାସ୍‌ପୋର୍ଟର ଆବଶ୍ୟକତା ପଡ଼ି ନପାରେ। କର୍ତାରପୁର ଯିବାକୁ ଇଚ୍ଛା ରଖିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାକିସ୍ତାନୀ ମନ୍ତ୍ରୀ ଏପରି ଏକ ଖୁସି ଖବର ଘୋଷଣା କରିଛନ୍ତି। ଏଣିକି ବିନା…
ଅଧିକ ଖବର ଦେଖନ୍ତୁ...

ଚୀନରୁ ଫେରି ସ୍ୱାସ୍ଥ୍ୟ ଯାଞ୍ଚ ନ କରି ହରିୟାଣାରେ ଲୁଚି ରହିଥିଲେ ୨୪ ଜଣ କରୋନାଭାରସ୍‌ ସନ୍ଦିଗ୍ଧ

ନୂଆଦିଲ୍ଲୀ: ହରିୟାଣାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ସମସ୍ୟା।  ଅତିକମ୍‌ରେ ୨୪ଜଣ ଚୀନ ଫେରନ୍ତା କରୋନାଭାଇରସ୍‌ ସନ୍ଦିଗ୍ଧ ସ୍ବାସ୍ଥ୍ୟ ପରୀକ୍ଷା ନ କରାଇ ଲୁଚି ଯାଇଥିଲେ। ସୂଚନା ଅନୁସାରେ ଏହି ୨୪ଜଣ ସନ୍ଦିଗ୍ଧ ଚୀନରୁ ଫେରିବା ପରେ କରୋନାଭାଇରସ୍‌ ଚିହ୍ନଟ ନେଇ ଯେଉଁ ସବୁ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...