Daily Archives

February 11, 2020

ଆରମ୍ଭ ହେଲା ଦିବ୍ୟାଙ୍ଗ ଚିତ୍ରଶିଳ୍ପୀଙ୍କ ଲାଇଭ୍‌ ପେଣ୍ଟିଂ କର୍ମଶାଳା ‘ସ୍ୱୟମ୍‌’

ଭୁବନେଶ୍ୱର: ଦିବ୍ୟାଙ୍ଗ ଚିତ୍ରଶିଳ୍ପୀଙ୍କ କଳା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ଲାଇଭ୍‌ ପେଣ୍ଟିଂ କର୍ମଶାଳା -ସ୍ୱୟମ୍‌ । ‘ସ୍ୱୟମ୍‌’ କର୍ମଶାଳାର ଦ୍ୱିତୀୟ ସଂସ୍କରଣ ଆଜି ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ଡିଏନ୍‌ ରେଗାଲିଆ ମଲ୍‌ରେ ଆରମ୍ଭ ହୋଇଛି। ଫେବ୍ରୁଆରି ୧୧ରୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ନିର୍ବାଚନ: ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ;…

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ଆମ୍‌ ଆଦମୀ ପାର୍ଟି (ଆପ୍‌) ପୁଣିଥରେ ନିଜର କରିସ୍ମା ଦେଖାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୦ ଆସନ ବିଶିଷ୍ଟ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

‘ଷ୍ଟାର୍‌ ପ୍ଲସ୍‌’ ରିୟଲିଟି ସୋ’ ‘ମାଷ୍ଟର୍‌ ସେଫ୍‌’ର ଫାଇନାଲ୍ ରାଉଣ୍ଡ୍‌ରେ ଓଡ଼ିଆ ପୁଅ ଅବିନାଶ; ରାନ୍ଧିଲେ ଓଡ଼ିଆ…

ଭୁବନେଶ୍ବର: ମ‌ନୋରଞ୍ଜନ ଚା‌ନେଲ୍ ‘ଷ୍ଟାର୍‌ ପ୍ଲସ୍‌’ରେ  ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ’ ‘ମାଷ୍ଟର୍‌ ସେଫ୍’ର ସିଜିନ୍‌-୬ର ଫାଇନାଲ୍‌ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ତାଙ୍କ ସହ କୋଲକାତାର ଝିଅ ଓଣ୍ଡ୍ରିଲା ମଧ୍ୟ ଫାଇନାଲ୍‌ ରାଉଣ୍ଡ୍‌କୁ ଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 ମେଷ: ମନ ଉତ୍ସାହିତ ରହିବ। ଅଫିସରେ କୌଣସି ସହଯୋଗୀଙ୍କ ସହିତ ଭଲ ପରିଚୟ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ବୃଷ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି। ପ୍ରେମ ପ୍ରସଙ୍ଗରେ ଖୁସି ରହିବେ। ମିଥୁନ: ଜରୁରୀ…
ଅଧିକ ଖବର ଦେଖନ୍ତୁ...

ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା, ଗିରଫ ହେଲା ବସ ଡ୍ରାଇଭର

ବ୍ରହ୍ମପୁର: ରବିବାର ଦିନ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ ମେଣ୍ଢାରାଜପୁର ଡଙ୍କଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ପ୍ରାଣହାନି ଘଟଣାରେ ବସ ଡ୍ରାଇଭରକୁ ଗିରଫ କରାଯାଇଛି | ବସ ଡ୍ରାଇଭରର ନାମ ଗୋଲକ ବିହାରୀ ନାୟକ ହୋଇଥିବାବେଳେ ସେ ହିଁ ସୀଲକ ସିଟି ବସ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରଫୁଲ୍ଳ ଚନ୍ଦ୍ର ରଥ

କଟକ: ଓଡ଼ିଶା ପୁଲିସ୍‌ର ପୂର୍ବତନ ମହାନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର୍ ପ୍ରଫୁଲ୍ଳ ଚନ୍ଦ୍ର ରଥଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ନିର୍ବାଚନ: ବିପୁଳ ବିଜୟ ପରେ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ; ଉତ୍ତର…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି (ଆପ୍‌) ୬୦ରୁ ଅଧିକ ଆସନରେ ବିଜୟଲାଭ କରିବା ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସକୁ ବିଶ୍ବ ପାଇଁ ‘ଗମ୍ଭୀର ବିପଦ’ ବୋଲି ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ବେଜିଂ: ସାରା ବିଶ୍ବରେ ଏବେ କରୋନା ଭାଇରସ୍‌ର ଆତଙ୍କ ଖେଳିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ଏହାକୁ ଏକ ‘ଗମ୍ଭୀର ବିପଦ’ ବୋଲି ଘୋଷଣା କରାଯାଇଛି। ଏହି ଭୂତାଣୁ ଚୀନରେ ୯୯ ପ୍ରତିଶତ ଦେଖା ଦେଇଥିବା ବେଳେ ଏହା ସାରା ବିଶ୍ବ ପାଇଁ ଏକ ବିପଜ୍ଜନକ ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ବରଗଡ଼: ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ବାରହତା ସାହିରେ ଆଜି ସନ୍ଧ୍ୟାସମୟରେ ଜଣେ ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି l ମିଳିଥିବା ସୂଚନା ଅନୁଯାୟୀ, କଲା ଗ୍ରାମ ବାରହତା ସାହିରେ ରହୁଥିବା ସମ୍ବାରୁ ଶବର (୪୫)ଙ୍କର ସ୍ତ୍ରୀ ମେଘି ଶବର (୪୦)ଙ୍କ ସହ ଟଙ୍କା ପଇସାକୁ…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବ‌ନେଶ୍ବର:   ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଖାଦ୍ୟ ଯୋଗାଣ କ୍ଷେତ୍ରରେ ବିଭାଗ ସକ୍ରିୟ ଥିବାରୁ ଆଉ ଲୋକଙ୍କ ସମସ୍ୟା ଖବର ପାଇ ସଙ୍ଗେ ସଙ୍ଗେ ସେମାନଙ୍କୁ ସେବା…
ଅଧିକ ଖବର ଦେଖନ୍ତୁ...