Daily Archives

March 13, 2020

ଏମିତି ଚାଲିଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ: ହୀନସ୍ତା ହୋଇ ଅଟୋରେ ଫେରିଗଲେ ରୋଗୀ

ଜୟପୁର: ଅସ୍ତ୍ରୋପଚାର କରି ଛାଡିଦେଲେ। ଚଷମା ଖଣ୍ଡେ ବି ଦେଲେନି। ଔଷଧର କଥା ଦୂରରେ ଥାଉ। ନିଜ ଖର୍ଚ୍ଚରେ ଘରକୁ ଗଲେ ବରିଷ୍ଠ ନାଗରିକ। ଆଖି ଭଲ କରିବାକୁ ଡାକିଦେଲେ, ହେଲେ ସେମତି ଅଧପନ୍ତରିଆ କରି ଛାଡିଦେଲେ। ଅସ୍ତ୍ରୋପଚାର କଲେ ହେଲେ ଚିକିତ୍ସା ପାଇଁ କୌଣସି ଆବଶ୍ୟକ ଔଷଧପତ୍ର ଦେଲେନି। ଘଟଣା…
ଅଧିକ ଖବର ଦେଖନ୍ତୁ...

ପ୍ରମୋଦ ଭଗତ ଓ ପଞ୍ଚାନନ ଗନ୍ତାୟତ ପାଇବେ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ବିଶ୍ୱ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ ପଦକ ବିଜେତା ପାରା ବ୍ୟାଡମିିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦେଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ପାଇବେ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର। ଓସ୍‌ଜା ପକ୍ଷରୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଚଇତେ ନିମଚକୁଳି ଖାଇ…ନିମ କଢ଼ି ପକା ଚକୁଳି ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପକ୍ଷେ ହିତକର

ଓଡ଼ିଆରେ ଗୋଟିଏ କଥା ଅଛି– “ପୁଷେ ଖଇ, ମାଘେ ଦହି, ଚଇତେ ନିମଚକୁଳି ଖାଇ।” ଏହା ଆମକୁ ସୂଚାଏ ଯେ ପୌଷ ମାସରେ ଖଇ ଓ ମାଘ ମାସରେ ଦହି ପରି, ଚୈତ୍ର ମାସରେ ନିମଚକୁଳି ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଚୈତ୍ର ମାସ ଫାଲ୍‌ଗୁନ ପରବର୍ତ୍ତୀ ଓ ବୈଶାଖର ପୂର୍ବବର୍ତ୍ତୀ ମାସ। ଏହିଠାରୁ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ରହିବା ପାଇଁ ଆପଣଙ୍କ ମନରେ ଥିବା ଏହି ୪ଟି ଭୁଲ ଧାରଣାକୁ ଆଜି ହିଁ ଦୂର କରନ୍ତୁ

ଆଜିକାଲି ଲୋକ ଫିଟ୍‌ ରହିବା ପାଇଁ ନିଜ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । କିଛି ଲୋକ ନିଜ ପସନ୍ଦର ଖାଇବା ଛାଡ଼ିବା ସହ ଅନିଚ୍ଛା ସତ୍ତ୍ୱେ ସାଲାଡ଼ ଖାଇ ବଞ୍ଚୁଛନ୍ତି । ଡାଏଟିଙ୍ଗକୁ ନେଇ ଅନେକ ଲୋକମାନଙ୍କର କିଛି ଭୁଲ ଧାରଣା ରହିଛି, ଯାହାକୁ ଦୂର କରିବା ନିହାତି ଦରକାର । ତେବେ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ବିଧାନସଭା ମୁଲତବୀ କରିବା ନିନ୍ଦନୀୟ : ବିରୋଧୀ ଦଳ ନେତା

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ବିପର୍ଯ୍ୟୟକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯିବା ସ୍ୱଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ରାଜ୍ୟରେ କରୋନା ଜନିତ ସଚେତନତା ବୃଦ୍ଧି ଦିଗରେ ସହାୟକ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଦ୍ୱିତୀୟ କରୋନା ମୃତ୍ୟୁ, ଦିଲ୍ଲୀରେ ଜୀବନ ହାରିଲେ ୬୯ ବର୍ଷୀୟ ମହିଳା

ନୂଆଦିଲ୍ଲୀ: ଭାରତରେ ଆଜି ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ମହିଳା କରୋନା ଯୋଗୁଁ ଜୀବନ ହରାଇଛନ୍ତି। ମହିଳାଙ୍କ ଘର ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ମୃତ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିଶକ୍ତି ନ ଥିବା ଯୁବକଙ୍କୁ ୫ଟି ବାଇକ୍ ଚୋରି ଘଟଣାରେ ଜେଲ ପଠାଇଥିଲା ପୁଲିସ, ତା’ ପରେ….

ଅହମଦାବାଦ୍: ରାଖିଆଲରେ ଏକ ଆଶ୍ଚର୍ଯ୍ୟଜନକ  ଘଟଣା ଘଟିଛି। ଆଦୌ ଦେଖି ପ‌ାରୁନଥିବା ୩୨ବର୍ଷୀୟ ଯୁବକଙ୍କ ଉପରେ ଦୁଇ ମାସ ମଧ୍ୟରେ ୫ଟି ଦୁଇ ଚକିଆ ଯାନ ଚୋରି କରିବାର ଅଭିଯୋଗ ଲାଗିବା ଏବଂ ଏ ନେଇ ତାଙ୍କୁ ଜେଲରେ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ବ୍ୟକ୍ତିଙ୍କ ଡାକ୍ତରୀ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ସଂପର୍କିତ ମିଛ ଖବର ଫେସ୍‌ବୁକ୍‌ରେ ପ୍ରଚାର କରି ଯୁବକ ଗିରଫ

ରାୟଗଡ଼ା: କରୋନା ଭାଇରସ ନେଇ ଫେସ୍‌ବୁକ୍‌ରେ ମିଛ ଖବର ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଫେସ୍‌ବୁକ୍‌ରେ ମିଛ ଖବର ପୋଷ୍ଟ କରିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନାମ ସତ୍ୟନାରାୟଣ ସାମଲ ଓରଫ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ : ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ ଓ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ-୯’ର ରିଲିଜ୍

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ମଧ୍ୟ ସିନେମା ଜଗତରେ ପଡ଼ିଥିବାର ଦେଖିବାକୁ ମିଳିଛି। ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରର ସୁଟିଂ ସହ ରିଲିଜକୁ ମଧ୍ୟ ସ୍ଥଗିତ ରଖାଯାଉଛି। ପୂର୍ବରୁ ବଲିଉଡର ଅନେକ ଫିଲ୍ମର ସୁଟିଂ କରୋନା ସଂକ୍ରମଣ ଭୟରେ ସ୍ଥଗିତ ରଖାଯାଇଥିବା ବେଳେ ଏବେ  ୨୦୨୦ର…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଖାତାକୁ କରୋନା ଭୂତାଣୁ ମୁକ୍ତ କରିବା ପାଇଁ ମାଇକ୍ରୋୱେଭରେ ରଖିଦେଲେ ପ୍ରଫେସର, ତା’ପରେ..

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନାଭାଇରସକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭୂତାଣୁ ସଂକ୍ରମଣରୁ ବଞ୍ଚିବ‌ା ପାଇଁ ଲୋକେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ କାମ କରୁଛନ୍ତି। ହାତକୁ ଭଲ ଭାବରେ ଧୋଇବା ସହ ଜନଗହଳିପୂର୍ଣ୍ଣସ୍ଥାନକୁ ଯିବା ମଧ୍ୟ ବନ୍ଦ କରୁଛନ୍ତି ଲୋକେ। ‌ତେବେ ନିଜକୁ…
ଅଧିକ ଖବର ଦେଖନ୍ତୁ...