Daily Archives

March 29, 2020

ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ଥିବାରୁ ୫ ଦିନରେ ୫ ଜଣଙ୍କ ଆତ୍ମହତ୍ୟା !

କୋଚି: ଲକଡାଉନ ପାଇଁ ସମସ୍ତ ଦୋକାନ, ରେଷ୍ଟୁରାଣ୍ଟ, ପବ୍, ବାର୍, କାଫେ ଇତ୍ୟାଦି ବନ୍ଦ ରହିଛି | ଆଉ ମଦ ଦୋକାନ ବନ୍ଦ ଥିବାରୁ କେରଳରେ ୫ ଦିନରେ ଅତି କମରେ ପାଞ୍ଚ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହା ଛଡା ରିପୋର୍ଟ ଅନୁଯାୟୀ, ଶନିବାର ଦିନ ମାଲାପୁରମରେ ଦୁଇଜଣ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ଫସିଛନ୍ତି କଳାହାଣ୍ଡିର ୪୦ଜଣ ଦାଦନ ଶ୍ରମିକ,  ୩ଟି ରକ୍ତ ନମୁନା ନେଗେଟିଭ ବାହାରିଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ଲକଡାଉନ ଯୋଗୁଁ ହାଇଦ୍ରାବାଦରେ ଅଟକି ରହିଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର ଓ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି । ଜିଲ୍ଲାର ସୀମାନ୍ତବର୍ତ୍ତି ନବରଙ୍ଗପୁର,…
ଅଧିକ ଖବର ଦେଖନ୍ତୁ...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଲା, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ରବିବାର ଦିନ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୧୦୦୦  ଅତିକ୍ରମ କରିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୨୭କୁ ବୃଦ୍ଧି ପାଇଛି। ମନ୍ତ୍ରାଳୟ ଦେଶରେ ୬ଟି ନୂଆ ମୃତ୍ୟୁ ବିଷୟରେ ଜଣାଇଛି | ଦିଲ୍ଲୀ,…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍ ଲିକ୍ ହୋଇ ଜଣେ ଆହତ, ଅଳ୍ପକେ ବର୍ତିଲେ ପରିବାର ଲୋକେ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡ଼ାରେ ଆଜି ରାତ୍ର ପ୍ରାୟ ସାଢ଼େ ୮ରେ ଗ୍ୟାସ୍ ପାଇପ୍ ଲିକ୍ ହେବା ଯୋଗୁ ତହିଁରେ ନିଆଁ ବାହାରି ଯୁବକ ଆହତ ହୋଇଛନ୍ତି । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ପରିବାର ଲୋକେ ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ସଫଳ ହେବାରୁ ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରୁ ଫେରି କ୍ବାରେଣ୍ଟାଇାନ୍‌ରେ ଥିବା ବ୍ୟକ୍ତି ନଗ୍ନ ହୋଇ ବାହାରକୁ ଆସି ପଡ଼ିଶାଘର ମହିଳାଙ୍କୁ କାମୁଡ଼ି…

ଚେନ୍ନାଇ: ଶ୍ରୀଲଙ୍କାରୁ ଭାରତ ଫେରି  ନିଜ ଘରେ କ୍ବାରେଣ୍ଟାଇାନ୍‌ରେ ଥିବା ତାମିଲ୍‌ନାଡୁର ଜଣେ ବ୍ୟକ୍ତି ତାଙ୍କର ଜଣେ ୮୦ ବର୍ଷ ବୟସ୍କା ମହିଳା ପଡ଼ୋଶୀଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଥିବା ପୁଲିସ୍‌ ଅଭିଯୋଗ କରିଛି। ଏହି ଘଟଣା ଶୁକ୍ରବାର ଘଟିବା ପରେ ମହିଳାଙ୍କୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ। କାହାରିକୁ କିଛି ଦେବାର ଯୋଜନା କରିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବୃଷ: କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଜୀବନସାଥୀଙ୍କ ସହଯୋଗରେ ସବୁ କାମ ପୂରା ହେବ। ବ୍ୟବସାୟରେ ଲାଭ ମିଳିବ। ମିଥୁନ: ଧାର୍ମିକ…
ଅଧିକ ଖବର ଦେଖନ୍ତୁ...

ଲକଡ଼ାଉନ ପ୍ରଭାବ: ମଦ୍ୟପଙ୍କୁ ମଦ ଯୋଗାଇବେ କେରଳ ସରକାର

ତିରୁଅନନ୍ତପୁରମ: କେରଳରେ ରହୁଥିବା ମଦ୍ୟପମାନଙ୍କ ପାଇଁ ଖୁସି ଖବର | କରୋନାଭାଇରସ୍ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ତାଲା ବନ୍ଦ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ କେରଳ ସରକାର ମାତ୍ରାଧିକ ମଦ୍ୟପାନକାରୀଙ୍କୁ ସର୍ବନିମ୍ନ ପରିମାଣର ମଦ ଯୋଗାଇବାକୁ ଯୋଜନା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ-ତାମିଲନାଡ଼ୁରେ ଫସିଛନ୍ତି ରାୟଗଡ଼ା ଅଞ୍ଚଳର ୪୫ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ…

ରାୟଗଡ଼ା: ଖାଇବା, ପିଇବାକୁ ମିଳୁନି। ବାହାରକୁ ଗଲେ ପୁଲିସ୍ ପିଟୁଛି। ଭାରତ ଲକଡାଉନ୍ ଘୋଷଣା ପରଠୁ ଦୁର୍ଦିନରେ ଦିନ କାଟୁଛୁ। ଆମକୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ଉଦ୍ଧାର କରନ୍ତୁ। କର୍ଣ୍ଣାଟକ ଓ ତାମିଲନାଡ଼ୁର ଏକ ଘରୋଇ କଂପାନିରେ କାମ କରୁଥିବା ରାୟଗଡ଼ା ଅଞ୍ଚଳର ୪୫ ଓଡ଼ିଆ ଶ୍ରମିକମାନେ…
ଅଧିକ ଖବର ଦେଖନ୍ତୁ...