Daily Archives

April 10, 2020

ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ଓ ଅସ୍ତ୍ରଭଣ୍ଡାର ଧ୍ବଂସ କଲା ଭାରତୀୟ ସେନା, ଅପରେସନର ଭିଡିଓ ଜାରି

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ଅର୍ନ୍ତଗତ ନିୟନ୍ତ୍ରଣ ‌ରେଖା ନିକଟରେ ଗଢ଼ିଉଠିଥିବା ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍  ଓ ଅସ୍ତ୍ରଭଣ୍ଡାର ଉପରେ ପ୍ରବଳ ଗୋଳା ବର୍ଷଣ କରି ତାହାକୁ ଉଡାଇ ଦେଇଛି ଭାରତୀୟ ସେନା। ଆଜି ସେନା ପକ୍ଷରୁ ଏହି ଅପରେସନର ଭିଡିଓ ଜାରି କରାଯାଇଛି।  ଗତ ରବିବ‌ାର କୁପୱାରାର …
ଅଧିକ ଖବର ଦେଖନ୍ତୁ...

୨୫ କୋଟି ପରେ ଆଉ ୩ କୋଟି ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ଭୂତାଣୁ ମୁକାବିଲା କରିବାକୁ ଆଉ ଏକ ପଦକ୍ଷେପ ନେଇଛନ୍ତି। ନିକଟରେ ଅକ୍ଷୟ କୁମାର ପିଏମ କେୟାରସ ପାଣ୍ଠିକୁ ୨୫ କୋଟି ଦାନ କରିଥିବାବେଳେ ଏବଂ ପୁଣି ସେ ସାହାଯ୍ୟର ହାତ ବଢ଼ାଇଛନ୍ତି । ୨୫ କୋଟି ପରେ ଅକ୍ଷୟ କୁମାର ପିପିଏ, ମାସ୍କ ଏବଂ ରାପିଡ୍…
ଅଧିକ ଖବର ଦେଖନ୍ତୁ...

କୌଣସି ପ୍ରକାର ସାମାଜିକ, ଧାର୍ମିକ ସମାବେଶ ଓ ଶୋଭାଯାତ୍ରାକୁ ଅନୁମତି ନ ଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏପ୍ରିଲ ୨୦୨୦ ମାସରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପଡ଼ୁଥିବାକୁ ଆଖି ଆଗରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ-୧୯ ମୁକାବିଲା ନିମନ୍ତେ ଲକଡାଉନକୁ କଡ଼ାକଡ଼ି ପାଳନ କରିବା ସହିତ…
ଅଧିକ ଖବର ଦେଖନ୍ତୁ...

ଗାମୁଛା ମାସ୍କଠାରୁ କିଛି କମ ନୁହେଁ : ମୋଦୀ

ବାରଣାସୀ: କେମିତି ଅଛି ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀର ନେତାମାନଙ୍କ ସହ ଆଲୋଚନା କରିଛନ୍ତି | ରାଜ୍ୟ ମନ୍ତ୍ରୀ ରବିନ୍ଦ୍ର ଜୟସୱାଲ, ବିଜେପି ଜିଲ୍ଲା ସଭାପତି ହନସରାଜ ବିଶ୍ୱକର୍ମା, ମହାନଗର ସଭାପତି ବିଦ୍ୟାସାଗର ରାୟ, ବିଧାୟକ ସୌରଭ…
ଅଧିକ ଖବର ଦେଖନ୍ତୁ...

ଟଙ୍କା କାରବାରକୁ ନେଇ ଯୁବକଙ୍କୁ ଅପହରଣ ମାମଲା: କନେଷ୍ଟବଳ ସସପେଣ୍ଡ, ଡ୍ରାଇଭର ବହିଷ୍କୃତ

ରାୟଗଡ଼ା: ଟଙ୍କା କାରବାରକୁ ନେଇ କାଶୀପୁର ବ୍ଲକ୍ ଅଣ୍ଡିରାକଞ୍ଚ ଥାନା ଝିରିଗାଁର ପର୍ଶୁରାମ ଝୋଡ଼ିଆ ଅପହରଣ ମାମଲାରେ ସଂପୃକ୍ତ କନେଷ୍ଟବଳ ରାମ ପ୍ରସାଦ ନାୟକଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ।  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ କନେଷ୍ଟବଳ ନାୟକଙ୍କୁ ସସପେଣ୍ଡ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦେଲା ଅନ୍ନପୂର୍ଣ୍ଣ ଏଗ୍ରୋ ଇଣ୍ଟରନ୍ୟାସନାଲ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅନ୍ନପୁର୍ଣ୍ଣା ଏଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଛି । ରାଜ୍ୟରେ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂସ୍ଥା ରାଜ୍ୟବାସୀଙ୍କୁ ଏଭଳି ସହାୟତା ଦେବାପାଇଁ ଆଗେଇ…
ଅଧିକ ଖବର ଦେଖନ୍ତୁ...

ଭୁଲ ମାନିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରକୋପ ବଢିଚାଲିଥିବାବେଳେ ଏହାର ପରିଚାଳନା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ର ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଏ ପରିପ୍ରେକ୍ଷୀରେ ଡବ୍ଲୁଏଚଓର ଏକ ତ୍ରୁଟି ସାମନାକୁ ଆସିଛି । ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନିଜର କରୋନା…
ଅଧିକ ଖବର ଦେଖନ୍ତୁ...

ଗରିବ ପାଇଁ ସାରଥୀ ଶିକ୍ଷକ ଦମ୍ପତି: ୧୦୦୦ ଜଣଙ୍କୁ ମା‌ଗଣାରେ ଦେବା ପାଇଁ ତିଆରି କରୁଛନ୍ତି ମାସ୍କ 

ଫୁଲବାଣୀ: କରୋନା ସଂକ୍ରମିତରୁ ମୁକ୍ତି ପାଇଁ ସାମଜିକ ଦୂରତା ରକ୍ଷା କରିବା ଏବଂ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ଏବେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି। ଏମିତି କି ମାସ୍କ ନ ପିନ୍ଧିଲେ ଔଷଧଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମାଜସେବୀଙ୍କୁ ପ୍ରଶାସନର ପ୍ରଶଂସା ମିଳିପାରେ। ଇ˚ଜିନିୟରଙ୍କୁ କୌଣସି କାମରେ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ବନ୍ଧୁମାନଙ୍କ ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ। ମିଥୁନ: ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତା ପାଳନ ନିୟମ କଡ଼ାକଡ଼ି: କଚେରୀ ମାର୍କେଟ୍‌କୁ ବନ୍ଦ କଲେ ମୟୂରଭଂଜ ଏସ୍‌ପି

ବାରିପଦା: ବାରିପଦାରେ ସାମାଜିକ ଦୂରତା ନିୟମ ପାଳନକୁ କଡ଼ାକଡ଼ି କରାଯାଇଛି। ଆଜି ସ୍ଥାନୀୟ କଚେରୀ ମାର୍କେଟ୍‌ରେ ପରିବା କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ସେଠାରେ ସାମାଜିକ ଦୂରତା ନିୟମ ଉଂଲଘନ ହେଉଥିବା ଦେଖି ଖୋଦ୍‌ ଏସ୍‌ପି ସ୍ମିତ୍‌ ପି ପରମାର୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...