Latest Posts
ରାଜ୍ୟ
ଆସୁଛନ୍ତି ମୋଦୀ: ଏହି ରାସ୍ତା ଦେଇ ଯିବାଆସିବା ରହିବ ବନ୍ଦ
କମିସନରେଟ ପୁଲିସ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି | ନଜର ପକାନ୍ତୁ କେଉଁ ରାସ୍ତା କେତେ ସମୟ ପାଇଁ ବନ୍ଦ ରହିବ | ଆସନ୍ତାକାଲି ସକାଳ ୭ ଘଟିକା ୩୦ ମିନିଟ ସମୟଠାରୁ ଅପରାହ୍ନ ୩ ଘଟିକା ସମୟ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି |
ଜିଲ୍ଲା
ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ
କୋଣାର୍କ ବନଖଣ୍ଡ ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...
ଖେଳ
ସୁନା ଜିତିଲେ ସୁନା ଝିଅ
ସୁନା ଜିତିଲେ ସୁନା ଝିଅ । ୭୭ ତମ ସିନିୟର ନ୍ୟାସନାଲ ସନ୍ତରଣ ପ୍ରତିଯୋଗିତାରେ ମହିଳାଙ୍କ ବାଜିମାତ । ଦୀର୍ଘ ୭୬ ବର୍ଷ ପରେ ପଦକ ହାସଲ କଲା ଓଡିଶା । ୫ ଜଣ ମହିଳା ସ୍ୱିମର ଏହି ପ୍ରତିଯୋଗିତାରେ ଓଡିଶା ପାଇଁ ଗର୍ଵ ଆଣିଛନ୍ତି ।
ରାଜନୀତି
ମଙ୍ଗଳବାର ଅପରାହ୍ଣରେ ଇସ୍ତଫା ଦେଇପାରନ୍ତି କେଜ୍ରିଓ୍ବାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଙ୍ଗଳବାର ୪.୩୦ରେ ସାକ୍ଷାତ ପାଇଁ ସମୟ ଦେଇଛନ୍ତି ଉପରାଜ୍ୟପାଳ ଭି.କେ. ସାକ୍ସେନା । ଏହା ପରେ କେଜ୍ରିଓ୍ବାଲ ଆସନ୍ତାକାଲି ଇସ୍ତଫା ଦେବାର ସମ୍ଭାବନା ବଢିଯାଇଛି ।
ଅପରାଧ
ଜୀବନ ଯୁଦ୍ଧରେ ହାରିଗଲେ ଗଣଦୁଷ୍କର୍ମ ପୀଡ଼ିତା
ଉତ୍ତରପ୍ରଦେଶର କାନପୁରରେ ଗଣଦୁଷ୍କର୍ମର ଶିକାର ହୋଇ ହସ୍ପିଟାଲରେ ୧୬ଦିନ ଧରି ଚିକିତ୍ସିତ ହେଉଥିବା ନାବାଳିକା ଜୀବନ ଯୁଦ୍ଧରେ ହାରିଗଲେ। ପୀଡ଼ିତା ବାପା କରିଥିଲେ ଏଭଳି ଅଭିଯୋଗ।
ମନୋରଞ୍ଜନ
କପିଲ ଦେଉଥିବା ଆୟକରଠୁ ବି କମ ସୁନୀଲଙ୍କ ସମ୍ପତ୍ତି
କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଥିବା ବନ୍ଧୁତା ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେବେଳେ ଦୁହେଁ ଏକାଠି ହୁଅନ୍ତି, ସେମାନଙ୍କ କମେଡି ଦୁଇଗୁଣ ହୋଇଯାଏ ।