Latest Posts
ରାଜ୍ୟ
ଡିପଥେରିଆକୁ ନେଇ ମାଲକାନଗିରିରେ ଆତଙ୍କ
ମାଲକାନଗିରିରେ ଚିହ୍ନଟ ହେଲା ଡିପଥେରିଆ। ଡିପଥେରିଆ ରୋଗକୁ ନେଇ ମାଲକାନଗିରିରେ ଆତଙ୍କ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ପଞ୍ଚାୟତର ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ବ୍ୟାପିଛି ଡିପଥେରିଆ ରୋଗ। ଗତ ୧୩ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ଶିବ ମାଡକାମୀଙ୍କ ଠାରୁ ଚିହ୍ନଟ ହେଲା
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ଟ୍ରାକ୍କୁ ଫେରିଲା ଓଡ଼ିଶା ଏଫ୍ସି: କଳିଙ୍ଗରେ ଜାମ୍ସେଦ୍ପୁରକୁ ୨-୧ରେ ହରାଇଲା
ପ୍ରଥମ ଦୁଇ ମ୍ୟାଚ୍ରେ ପରାଜୟ ବରଣ କରିବା ପରେ ଚାପରେ ଥିବା ଏହି ଭୁବନେଶ୍ବର ଭିତ୍ତିକ ଦଳ ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଅନ୍ୟତମ ଶକ୍ତିଶାଳୀ ଜାମ୍ସେଦ୍ପୁର ଏଫ୍ସିକୁ ୨-୧ ଗୋଲ୍ରେ ପରାସ୍ତ କରି ପଏଣ୍ଟ୍ ଖାତା ଖୋଲିଛି।
ରାଜନୀତି
ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ସିଇସି
ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି।
ଅପରାଧ
ଆଇଏଏସ୍ ଅଫିସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ମାମଲା: ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଜଣେ ଆଇଏଏସ୍ ଅଫିସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗ ତଦନ୍ତର କୁପରିଚାଳନା କରିବା ମାମଲାରେ ୩ ଜଣ ଶୀର୍ଷ ପୁଲିସ ଅଫିସରଙ୍କ ବିରୋଧରେ ବିଭାଗୀୟ ବିଚାରଣ ଆରମ୍ଭ କରିବାପାଇଁ ଆଜି କଲିକତା ହାଇକୋର୍ଟ କୋଲକାତା ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମନୋରଞ୍ଜନ
ସେଲିବ୍ରିଟିଙ୍କ ରୋଷେଇଶାଳା: ହରିଙ୍କ ବାଡ଼ିଆ ଡାଲମା
ରୋଷେଇ ମଧ୍ୟ ଠିକ୍ ସେହିପରି ଏକ କାମ। ଯେ ପର୍ଯ୍ୟନ୍ତ ଆମେ ନିଜେ କଡ଼େଇ-ଖଡ଼ିକା ଧରିନାହଁୁ ସେ ପର୍ଯ୍ୟନ୍ତ ରାନ୍ଧଣାର ମଜା ପାଇପାରିବା ନାହିଁ ବୋଲି କହିଛନ୍ତି ଓଲିଉଡ୍ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ହରିହର ମହାପାତ୍ର।