କରୋନା ସୁସ୍ଥ ସଂଖ୍ୟା ୩୨୬୭୭୮ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରୁ ଆଜି ୨୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୬୭୭୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରେକର୍ଡ ରହିଛି।

ଆଜି ସୁନ୍ଦରଗଡ଼ରୁ ୩୩ଜଣ, କେନ୍ଦ୍ରାପଡ଼ାରୁ ୩୧ଜଣ, ମୟୁରଭଞ୍ଜରୁ ୨୪ଜଣ, ବଲାଙ୍ଗୀରରୁ ୨୧ଜଣ, ଅନୁଗୁଳରୁ ୨୦ଜଣ, ସମ୍ବଲପୁରରୁ ୧୯ଜଣ, ଝାରସୁଗୁଡ଼ାରୁ ୧୮ଜଣ, ବାଲେଶ୍ବର ଜିଲ୍ଲାରୁ ୧୬ଜଣ, କଟକରୁ ୧୬ଜଣ, ଯାଜପୁରରୁ ୧୬ଜଣ, ଖୋର୍ଧାରୁ ୧୫ଜଣ, ବରଗଡ଼ରୁ ୯ଜଣ, କେନ୍ଦୁଝରରୁ ୯ଜଣ, ନୂଆପଡ଼ାରୁ ୪ଜଣ, ଢ଼େଙ୍କାନାଳରୁ ୨ଜଣ, ଗଞ୍ଜାମରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୨ଜଣ, ରାୟଗଡ଼ାରୁ ୨ଜଣ, ଭଦ୍ରକରୁ ଜଣେ, ଜଗତସିଂହପୁରରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୭ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର