Latest Posts
ରାଜ୍ୟ
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ମୟୂରଭଂଜ ଜିଲ୍ଲାରେ ଲଜ୍ଜା। ଜଣେ ନାବାଳିକାଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଉପରବେଡା ଗ୍ରାମପଂଚାୟତର ଦୁବୁଲାବେଡା ଗ୍ରାମରେ କୁଡୁମୀ ସମ୍ପ୍ରଦାୟର କରମ ପରବ ହେଉଥିଲା।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଚେସ୍ ଅଲିମ୍ପିଆଡରେ ଭାରତକୁ ଡବଲ ସ୍ୱର୍ଣ୍ଣ ପଦକ
ବୁଦାପେଷ୍ଟରେ ଚାଲିଥିବା ୪୫ତମ ଚେସ୍ ଅଲିମ୍ପିଆଡରେ ଭାରତ ପ୍ରଥମ ଡବଲ ସ୍ୱର୍ଣ୍ଣ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛି। ଅର୍ଥାତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ଜିତିଛି ଭାରତ ।
ରାଜନୀତି
ବନ୍ଦ ପାଇଁ ବୈଠକ ଡାକିଥିଲା ବିଜେଡି; ନେତାକର୍ମୀ କଲେ ହଙ୍ଗାମା
ଦିନକ ପରେ ଅର୍ଥାତ ଆସନ୍ତା ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏଥି ପାଇଁ ଆଜି ଡକାଯାଇଥିବା ପ୍ରସ୍ତୁତି ବୈଠକରେ ଦଳୀୟ କର୍ମୀମାନେ ହଙ୍ଗାମା କରିଛନ୍ତି।
ଅପରାଧ
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ମୟୂରଭଂଜ ଜିଲ୍ଲାରେ ଲଜ୍ଜା। ଜଣେ ନାବାଳିକାଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଉପରବେଡା ଗ୍ରାମପଂଚାୟତର ଦୁବୁଲାବେଡା ଗ୍ରାମରେ କୁଡୁମୀ ସମ୍ପ୍ରଦାୟର କରମ ପରବ ହେଉଥିଲା।
ମନୋରଞ୍ଜନ
ପାକିସ୍ତାନୀ ଅଭିନେତାଙ୍କ ଫିଲ୍ମ ରିଲିଜ ନେଇ ଧମକ ଦେଲେ ରାଜ ଠାକରେ
ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଫିଲ୍ମ 'ଦି ଲିଜେଂଡ ଅଫ ମୌଲା ଜାଟ'କୁ ନେଇ ଆପତ୍ତି ଜଣାଇଛନ୍ତି।