ହୁଣ୍ଡାଇର ୧୦ ମିଟର ଉଚ୍ଚତାର ‘ନମସ୍ତେ’

ନୂଆଦିଲ୍ଲୀ: ହୁଣ୍ଡାଇ ପକ୍ଷରୁ ଦିଲ୍ଲୀର ଇନ୍ଦୀରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ଆଡ଼କୁ ଯିବା ରାସ୍ତା ପାର୍ଶ୍ବରେ ୧୦ ମିଟର ଉଚ୍ଚତାର ଏକ ନମସ୍ତେ ଆକୃତିର ଢାଞ୍ଚା ସ୍ଥାପନ କରାଯାଇଛି। ଏକ ବୃତ୍ତ ମଧ୍ୟରେ ‌ଗୋଟିଏ ପାର୍ଶ୍ବରେ ମାନବ ହାତ ଓ ଅନ୍ୟ ପାର୍ଶ୍ବରେ ରୋବଟ୍‌ ହାତକୁ ବ୍ୟବହାର କରି ନମସ୍ତେ ସୃଷ୍ଟି କରାଯାଇଛି। ପ୍ରଯୁକ୍ତି ଓ ମାନବିକତା ମଧ୍ୟରେ ରହିଥିବା ଅନ୍ତର ଦୂର କରିବା ଲକ୍ଷ୍ୟ ନେଇ ଏହି ଢାଞ୍ଚା ସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର