Daily Archives

November 6, 2017

ବ୍ୟଙ୍ଗଚିତ୍ରକାର ବାଲାଙ୍କୁ ଜାମିନ ଦେଲେ ତିରୁନେଲ୍‌ଭେଲି କୋର୍ଟ

ତିରୁନେଲ୍‌ଭେଲି: ସୋମବାର ଦିନ ତିରୁନେଲ୍‌ଭେଲିସ୍ଥିତ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟ-୧ ଚେନ୍ନାଇର ବ୍ୟଙ୍ଗଚିତ୍ରକାର ବାଲାଙ୍କୁ ଜାମିନ ଦେଇଛନ୍ତି। ରବିବାର ଦିନ ତାଙ୍କୁ ତିରୁନେଲ୍‌ଭେଲି ପୁଲିସର ଡିଷ୍ଟ୍ରିକ୍ଟ୍‌ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଥିଲା। ପୁଲିସ ତାଙ୍କୁ କୋର୍ଟରେ ହାଜର…
ଅଧିକ ଖବର ଦେଖନ୍ତୁ...

ପୋକ ଦାଉରୁ ଖରିଫ ଫସଲକୁ ରକ୍ଷା କରିବା ପାଇଁ ୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ସଚିବ

ଭୁବନେଶ୍ୱର: ଖରିଫ ଫସରରେ ରୋଗ ପୋକ ଲାଗି ଫସଲ ନଷ୍ଟ କରୁଥିବା ଓ ଏ ନେଇ ଚାଷୀ ଧାନ କ୍ଷେତରେ ନିଆଁ ଲଗାଇଦେବା ସହିତ ଆତ୍ମହତ୍ୟା କରିବା ପରି ଘଟଣା ଘଟିବା ପରେ କୃଷିବିଭାଗ ତତ୍ପର ହୋଇ ଉଠିଛି। ବର୍ତ୍ତମାନ ସୁଦ୍ଧା ଫସଲ ଅମଳ ହୋଇ ନ ଥିବା େଓ ରୋଗପୋକ ଦ୍ୱାରା ଫସଲ ହାନୀ ହେବାର ଆଶଙ୍କା ଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ କ୍ୟାରିଅର୍‌ କରିବା ପୂର୍ବରୁ ଜାଣନ୍ତୁ ଏସବୁ  

ସଂପ୍ରତି ନୂଆ କ୍ୟାରିଅର ବିକଳ୍ପ ସନ୍ଧାନରେ ଅଛନ୍ତି ଛାତ୍ରଛାତ୍ରୀ। ସେମାନେ ଭାବୁଛନ୍ତି ଯେ ଏଭଳି ଲାଇନରେ କ୍ୟାରିଅର୍‌ କରିବେ ଯେଉଁଥିରେ ଶୀଘ୍ର ଚାକିରି ମିଳିଯିବ। ତେଣିକି ସେଥିରେ କାମ କରିବା କଷ୍ଟସାଧ୍ୟ ହେଉ କି ସହଜସାଧ୍ୟ । ଏଭଳି ଏକ ନୂତନ କ୍ୟାରିଅର ବିକଳ୍ପ ହେଲାପ୍ରାକୃତିକ…
ଅଧିକ ଖବର ଦେଖନ୍ତୁ...

ୟେମେନ୍‌ ସୀମାନ୍ତ ନିକଟରେ ହେଲିକପ୍ଟର୍‌ ଦୁର୍ଘଟଣା: ସାଉଦି ରାଜପୁତ୍ର ମୃତ

ରିୟାଦ୍‌: ଯୁଦ୍ଧ-ବିକ୍ଷତ ରାଷ୍ଟ୍ର ୟେମେନ୍‌କୁ ଲାଗି ରିୟାଦ୍‌ର ଦକ୍ଷିଣ ସୀମାନ୍ତାଞ୍ଚଳରେ ରବିବାର ଦିନ ଏକ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ବସିଥିବା ଜଣେ ସାଉଦୀ ରାଜପୁତ୍ରଙ୍କ ସହ କେତେକ ଅଧିକାରୀ ମୃତ୍ୟୁ ବରଣ କରିଛନ୍ତି ବୋଲି ରାଷ୍ଟ୍ରାୟତ ଟେଲିଭିଜନ୍‌ ପ୍ରସାରଣ କରିଛି।…
ଅଧିକ ଖବର ଦେଖନ୍ତୁ...

ସ୍ପାରେ ସେକ୍ସ ର‍୍ୟାକେଟ୍‌ ଘଟଣା: ଘରମାଲିକ ଟିକାବାଲିରୁ ଗିରଫ

ବନେଶ୍ୱର: ଏକାମ୍ର ପାର୍କସ୍ଥିତ ଏକାମ୍ରଭିଲ୍ଲା ଅଞ୍ଚଳର ଏକ ଦୁଇମହଲା ଘରେ ଦୀର୍ଘଦିନ ଧରି ଆର୍ୟୁବେଦିକ ସ୍ପା ସେଣ୍ଟର୍‌ ନାଁରେ ଚାଲିଥିବା ସେକ୍ସର‍୍ୟାକେଟ୍‌କୁ ନୂଆପଲ୍ଲୀ ଥାନା ପୁଲିସ ଠାବ କରବା ପରେ ଆଜି ଏହି ସେକ୍ସ ର‍୍ୟାକେଟ୍‌ର ଅନ୍ୟତମ ଅଭିଯୁକ୍ତ ତଥା ଘର ମାଲିକ ରାମେଶ୍ୱର ଆଚାରୀ( ୩୦…
ଅଧିକ ଖବର ଦେଖନ୍ତୁ...

କାହିଁକି ଚର୍ଚ୍ଚାରେ ରହିଛି ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’!

ବଲିଉଡ଼୍‍ର ସବୁଠୁଁ ବିଗ୍‌ ବଜେଟ୍‌ ସିନେମା କୁହାଯାଉଥିବା‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’ର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।ବିଶେଷ କରି ଏଥିରେ ପ୍ରଥମ ଥର ପାଇଁ ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ମିଷ୍ଟର ପରଫେକ୍‌ସନିଷ୍ଟ୍‍ ଅମୀର ଖାନ୍‌ ଏକାଠି କାମ କରୁଥିବା ହେତୁ…
ଅଧିକ ଖବର ଦେଖନ୍ତୁ...

କି କଥା ଲେଖା ଅଛି ହନିପ୍ରୀତ୍‌ଙ୍କ ବ୍ୟକ୍ତିଗତ ଡାଏରିରେ

ଚଣ୍ଡିଗଡ଼: ଶେଷରେ ପୁଲିସ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କର ଦୁଇଟି ବ୍ୟକ୍ତିଗତ ଡାଏରି ଉଦ୍ଧାର କରିଛି ବୋଲି ରବିବାର ଦିନ ଜଣାପଡ଼ିଛି। ସାନିଟେସନ୍‌ ଡ୍ରାଇଭ୍‌ ସମୟରେ ପୁଲିସ ଡେରା ସଚ୍ଚା ସୌଦାରୁ ଜବତ କରିଥିବା ସମସ୍ତ ଦଲିଲ, ଗ୍ୟାଜେଟ୍ସ ଏବଂ କମ୍ପ୍ୟୁଟର୍‌ ଆଦି ଏବେ ଯାଞ୍ଚ କରାଯାଉଛି। ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ମହୁଲପାଲୀରେ ଚାଷୀଙ୍କ ରାସ୍ତାରୋକ

ବରଗଡ଼: ଆଜି ସକାଳେ ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ୍‌ ମହୁଲପାଲି ନିକଟରେ ଚାଷୀମାନେ ଆନ୍ଦୋଳନ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି। ଚକଡ଼ା ପୋକ ଦ୍ୱାରା ହୋଇଥିିବା ଫସଲହାନୀର ଠିକ୍‌ ଆକଳନ,୨୦୧୬ ଫସଲ ବୀମା ରାଶି ପ୍ରଦାନ, କ୍ରପ୍‌ କଟିଂରେ ୩୩ ପ୍ରତିଶତ ନୁହେଁ, ୨୦ ପ୍ରତିଶତ ଫସଲ ହାନୀ…
ଅଧିକ ଖବର ଦେଖନ୍ତୁ...

୪ ମାସର ବିରତି ପରେ ନିୟନ୍ତ୍ରଣ ରେଖାପାରି ବାଣିଜ୍ୟ ଓ ବସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ: ୪ ମାସର ବିରତି ପରେ ଏ ସପ୍ତାହରେ ପୁଞ୍ଚ୍‌-ରାଓ୍ଵାଲ୍‌କୋଟ୍‌ ପଥ ଦେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାପାରି ବାଣିଜ୍ୟ ଏବଂ ବସ୍‌ ସେବା ପୁଣି ଆରମ୍ଭ ହେବାର ସମ୍ଭବାନା ଅଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଭାରତ ଉଲ୍ଲେଖଯୋଗ୍ୟ କ୍ଷେତ୍ରରେ ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

ସଲମାନ୍‌ ଖାନ୍‌ଙ୍କ ସାଥ୍‌ ମିଳିବ ତ ଏହି ନାୟିକାଙ୍କୁ ?

ବଲିଉଡ଼୍‍ର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଆଜିକାଲି ନିଜର ଲାଟେଷ୍ଟ୍‍ ସିନେମା ‘ଇତେଫାକ୍‌’ର ସଫଳତାକୁ ନେଇ ଖୁସି ମନାଉଛନ୍ତି।ଏଥିରେ ସେ ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ନଜର ଆସିଛନ୍ତି। ୨୦୧୦ରେ ମୁକ୍ତିପ୍ରାପ୍ତ ସୁପରହିଟ୍‌ ଫିଲ୍ମ ‘ଦବଙ୍ଗ’ରେ ସଲମାନ୍‌ ଖାନ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...