Daily Archives

November 6, 2017

ପାରାଡାଇଜ୍‌ ପେପର୍‌ସ୍‌ ଲିକ୍‌: ସନ୍ଧାନ ଦେଇ ପାରେ ୭୧୪ ଜଣ ଭାରତୀୟଙ୍କ ଗୁପ୍ତଧନ

ନୂଆଦିଲ୍ଲୀ: ପାନାମା ପେପର୍‌ର ବର୍ଷକ ପରେ, ‘ଆପ୍ଲବି’ ନାମକ ଏକ ଦରିଆପାରି ଲ’ ଫାର୍ମ୍‌ରୁ ନିଆଯାଇଥିବା ନୂଆ ଡାଟା ସେଟ୍‌ ଭାରତୀୟଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କର ଗୁପ୍ତଧନର ସନ୍ଧାନ ଦେବା ସହ କର୍ପୋରେସନ୍‌, ହେଜ୍‌ ଫଣ୍ଡ୍‌ ଏବଂ ଅନ୍ୟମାନେ କେମିତି ଟିକସ ଫାଙ୍କିଛନ୍ତି ତାହା ଧରା…
ଅଧିକ ଖବର ଦେଖନ୍ତୁ...

ବୋଲଗଡ଼: ବନ୍ଦ ଡାକରା ଯୋଗୁଁ  ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ବୋଲଗଡ଼: ବୋଲଗଡ଼ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ବୋଲଗଡ଼ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଯୋଗୁଁ ୫୭ ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଉଭୟ ପଟୁ ଆସୁଥିବା ଶହଶହ…
ଅଧିକ ଖବର ଦେଖନ୍ତୁ...

ଲିଭ୍‌-ଇନ୍‌ ରିଲେସନ୍‌ରେ ରହୁଥିବା ପୁରୁଷ ବନ୍ଧୁଙ୍କ ହତ୍ୟା କଲେ ଯୁବତୀ

ବେଙ୍ଗାଲୁର:ବେଙ୍ଗାଲୁରରେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିବା ଜଣେ ୩୦ ବର୍ଷୀୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କୁ ତଣ୍ଟି ଚିପିହତ୍ୟା କରିବା ପରେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି। ଅତ୍ୟାଧିକ ମଦ୍ୟପନ କରି ତାଙ୍କ ପୁରୁଷ ବନ୍ଧୁ ପଡ଼ିଯାଇ ମୃତ୍ୟୁବରଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଭଗବାନ ଶିବଙ୍କ ଆରାଧନା କରିପାରନ୍ତି ଏପରି….

ଆଜି ହେଉଛି ସୋମବାର। ଅଧିକାଂଶ ଧର୍ମ ପରାୟଣ ବ୍ୟକ୍ତି ଏହି ଦିନ ପ୍ରାୟତଃ ଶିବ ମନ୍ଦିରକୁ ଯାଇଥାନ୍ତି। ଭଗବାନ ଶିବଙ୍କ ଆରାଧନା ଲାଗି ସେମାନେ ତତ୍ପର ହୋଇଥାନ୍ତି। କାରଣ ମହାଦେବଙ୍କ ଭକ୍ତିରେ ଜୀବ ଜଗତ ତାହାର ସମସ୍ତ ପ୍ରକାରର ସୁଖ,ଧନ,ମାନ ସମ୍ମାନ ଆଦିକୁ ପ୍ରାପ୍ତ କରିପାରିଥାଏ। ତେଣୁ ଭଗବାନ…
ଅଧିକ ଖବର ଦେଖନ୍ତୁ...

ଟେକ୍ସାସ୍‌ ଗୀର୍ଜା ଆକ୍ରମଣରେ ୨୬ ମୃତ

ସୁଦର୍‌ଲାଣ୍ଡ୍‌ ସ୍ପ୍ରିଙ୍ଗ୍ସ: ରବିବାର ଦିନ ଏକ କ୍ଷୁଦ୍ର ଦକ୍ଷିଣ ଟେକ୍ସାସ୍‌ ସମ୍ପ୍ରଦାୟର ଗୋଟିଏ ଗୀର୍ଜା ମଧ୍ୟରେ ଜଣେ ଲୋକ ଗୁଳି ଚଳାଇବାରୁ ୨୬ ଜଣ ବ୍ୟକ୍ତି ନିହତ ହେବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ରାଜ୍ୟର ଇତିହାସରେ ଏହା ସବୁଠୁ ମାରାତ୍ମକ ଗୁଳିକାଣ୍ଡ ଜନିତ ନରସଂହାର ବୋଲି…
ଅଧିକ ଖବର ଦେଖନ୍ତୁ...

ନେଲ୍‌ ପେଣ୍ଟ ବା ନେଲ୍‌ପଲିସ୍‌ କେତେ କ୍ଷତିକାରକ ? ଜାଣନ୍ତୁ

ଆଜିକାଲି ବଜାରରେ ମହିଳାମାନଙ୍କ ପାଇଁ ବହୁତ ପ୍ରକାରର ପ୍ରସାଧାନ ସାମଗ୍ରୀ ବା କସମେଟିକ୍‌ ପ୍ରଡକ୍ଟସ୍‌ ଉପଲବ୍ଧ ହେଲାଣି । କିନ୍ତୁ ଏହା ସବୁ କ’ଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ କି ? ଆସନ୍ତୁ ଜାଣିବା ଏ ସଂପର୍କରେ… ମହିଳାମାନେ ନିଜର ମନକୁ ବୁଝାଇବା ପାଇଁ ଦାମୀ କସ୍‌ମେଟିକ୍‌…
ଅଧିକ ଖବର ଦେଖନ୍ତୁ...

ଅନୁଭବଙ୍କ ସହ ଏହି ନାୟିକାଙ୍କୁ କ’ଣ ଦେଖିବାକୁ ଚାହାଁନ୍ତି ନାହିଁ ଦର୍ଶକ !

ଓଡ଼ିଆ ସିନେ ଜଗତରେ ବର୍ତ୍ତମାନ୍‌ ବେଶ୍‌ କେତେ ଜଣ ନାୟକ ଓ ନାୟିକା ବେଶ୍‌ ଚର୍ଚ୍ଚାରେ ଅଛନ୍ତି।ସେମାନଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍‌ ନୁହେଁ।ଏହି ନାୟକ,ନାୟିକାମାନଙ୍କ ମଧ୍ୟରୁ କେତେକ ଯୋଡ଼ି ହୋଇ ପରଦାକୁ ଆସିଛନ୍ତି।ଏମାନଙ୍କ ମଧ୍ୟରୁ କେଉଁ ଯୋଡ଼ି କେତେବେଳେ ହିଟ୍‌ ହୋଇଛି ତ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ହାତୀ ଆକ୍ରମଣରେ ଜଣେ ମୃତ

ନୂଆପଡ଼ା: ସୋମବାର ପ୍ରତ୍ୟୁଷରେ ଖରିଆର ରୋଡ୍‌ ରେଞ୍ଜ୍‌ ଭଇତୁମୁଣ୍ଡି ଗ୍ରାମ ଉପକଣ୍ଠରେ ହାତୀ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି। ଆଜି ପାହାନ୍ତା ପହରରେ ୬୫ ବର୍ଷିୟ ଲକି ପାଣ୍ଡେ ନାମକ ବ୍ୟକ୍ତି ଜଣକ ଶୌଚ ହେବା ପାଇଁ ଗ୍ରାମ ବାହାରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଏହି ମନ୍ଦିରରେ ପାଣିରେ ଜଳାଯାଏ ଦୀପ !

ଭୋପାଳ: ଭାରତରେ ଥିବା ମନ୍ଦିର ଗୁଡ଼ିକର କିଛି ନା କିଛି ସ୍ୱକୀୟତା ଓ ନିଜସ୍ୱ କାହାଣୀ ଅଛି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ଏଥିପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦେଶ ବିଦେଶରୁ ଆସି ଭାରତୀୟ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଏକ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ବନ୍ଦରରେ ନଙ୍ଗର ପକାଇଲା ‘ଊର୍ଜା’

ପାରାଦୀପ : ପାରାଦୀପ ବନ୍ଦରରେ ‘କେପ୍‌ ସାଇଜ୍‌’ ଜାହାଜ ‘ଊର୍ଜା’ ଆଜି ସକାଳେ ଆସି ପହଞ୍ଚିଛି। ପ୍ରଥମଥର ପାଇଁ ପାରାଦୀପ ବନ୍ଦରରେ କାରବାର ଆରମ୍ଭ କରିଥିବା ଏହି ସର୍ବବୃହତ୍‌ ଜାହାଜ ଆଦାନୀ ଗ୍ରୁପ୍‌ର ୧ ଲକ୍ଷ ମେଟ୍ରିକ ଟନ୍‌ ପଣ୍ୟ ନେଇ ଗଙ୍ଗାଭରମ ବନ୍ଦରରୁ ଆସିଛି। ଏହି ଜାହାଜ ବନ୍ଦରର…
ଅଧିକ ଖବର ଦେଖନ୍ତୁ...