Daily Archives

November 24, 2017

ଥରିଲା ଇଜିପ୍ଟ: ଉତ୍ତର ସିନାଇ ମସଜିଦରେ ଆକ୍ରମଣ, ୨୦୦ ମୃତ

କାଇରୋ: ଇଜିପ୍‌୍‌ଟର ଉତ୍ତର ସିନାଇରେ ଆଜି ଇସ୍‌୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀମାନେ ଏକ ମସଜିଦ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ଭୟଙ୍କର ବିସ୍ଫୋରଣ ଏବଂ ଗୁଳିମାଡ଼ରେ ୨୦୦ ଜଣ ନିହତ ହୋଇଥିବା ବେଳେ ୧୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲର ନୂଆ ପ୍ରିପେଡ ଅଫର : ୧୯୮ଟଙ୍କାର ରିଚାର୍ଜ କଲେ୨୮ ଦିନ ପର୍ଯ୍ୟନ୍ତ ଦୈନିକ ମିଳିବ ୧ ଜିବି ଡାଟା

ହାଇଦ୍ରାବାଦ:  ଗ୍ରାହକଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ମୋବାଇଲ ନେଟଓ୍ଵାର୍କମାନଙ୍କ ମଧ୍ୟରେ ଅଫରକୁ ନେଇ ଚାଲିଛି ପ୍ରତିଯୋଗିତା । ଏହି ମଧ୍ୟରେ ଟେଲିକମ କମ୍ପାନି ଏୟାରଟେଲ ଏକ ନୂତନ ପ୍ରିପେଡ଼ ଅଫର ଆରମ୍ଭ କରିଛି। ବିଭିନ୍ନ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି, ୧୯୮ ଟଙ୍କାରେ ଏୟାରଟେଲ ଦୈନିକ ୩ଜି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ ନିକଟରେ ପଶୁ ଭଳି ଚେନରେ ବନ୍ଧା ହୋଇଥିଲା ୮ ବର୍ଷର ନାବାଳିକା

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନଠାରେ ଶିକୁଳିରେ ବନ୍ଧା ଥିବା ଅବସ୍ଥାରେ ୮ ବର୍ଷର ନାବାଳିକାକୁ ଉଦ୍ଧାର କରିଛନ୍ତି ଦିଲ୍ଲୀ ମହିଳା କମିସନର ଅଧ୍ୟକ୍ଷା ଶାଶ୍ୱତୀ ମଲିଓ୍ଵାଲ । ନାବାଳିକାକୁ ତାର ପରିବାର ଲୋକ ଏକ ଗଛରେ ବାନ୍ଧିଛନ୍ତି ବୋଲି ଷ୍ଟେସନ ପାଖରେ ଭିକ…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ରରେ ଅଭିନେତା ସାଜିବାକୁ ପତ୍ନୀଙ୍କୁ ନିର୍ଦ୍ଦେଶକଙ୍କ ସହ ଅବୈଧ ସଂପର୍କ ପାଇଁ ବାଧ୍ୟ କରୁଥିଲେ ସ୍ୱାମୀ

ଭୁବନେଶ୍ୱର: ସ୍ୱାମୀଙ୍କର, ଫିଲ୍ମରେ ଅଭିନୟ ନିଶା ଆଉ ଏହି ସୁଯୋଗ ପାଇବାକୁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହ ସ୍ତ୍ରୀକୁ ରାତି କାଟିବାକୁ ବାଧ୍ୟ କରୁଥିଲା ସ୍ୱାମୀ। ରାଜି ନହେବାରୁ ଦେଉଥିଲା ନିସ୍ତୁକ ମାଡ଼। ଏଭଳି ସଂଗୀନ ଅଭିଯୋଗ ପରେ ପୁଣି ସାମନାକୁ ଆସିଛି ଲଭ, ମ୍ୟାରେଜ୍‌ ଓ ଧୋକାର କରୁଣ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜକୁ ପାକିସ୍ତାନ ଗିରଫ କରୁ: ଆମେରିକା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ୍‌ ସୟଦକୁ ଜେଲରୁ ମୁକ୍ତି ମିିଳିବା ପରେ ଆମେରିକା ଅସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି। ଆମେରିକା କହିଛି, ପାକିସ୍ତାନ ହାଫିଜକୁ ଆଉ ଥରେ ଗିରଫ କରୁ। ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଷ୍ଟେଟ୍‌ସର ଜଣେ ମୁଖପାତ୍ର ପାକିସ୍ତାନକୁ କହିଛନ୍ତି, ହାଫିଜକୁ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ରାଜ୍ୟରେ ‘ପଦ୍ମାବତୀ’କୁ ନେଇ ନିଷେଦ୍ଧାଦେଶ ଜାରି, ସ୍ୱାଗତ ଜଣାଇଲା ପଶ୍ଚିମବଙ୍ଗ

କେଲକାତା: ଆରମ୍ଭରୁ ବିବାଦରେ ବୁଡ଼ି ରହିଥିବା ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ଦେଶର ବିଭିନ୍ନ ରାଜ୍ୟ ରିଲିଜ୍‌ କରାଇ ଦେବେ ନାହିଁ କହିବା ବେଳେ ଭିନ୍ନ ମତ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି, ‘ ପଦ୍ମାବତୀ ଚଳଚ୍ଚିତ୍ର ଏବଂ…
ଅଧିକ ଖବର ଦେଖନ୍ତୁ...

ନହରଗଡ଼ ଦୁର୍ଗରେ ଝୁଲନ୍ତା ଶବ ମାମଲା: ମୁହଁ ଖୋଲିଲେ ମୃତକଙ୍କ ଭାଇ

ଜୟପୁର: ‘ମୋ ଭାଇ କେବେ ଆତ୍ମହତ୍ୟା କରିପାରେନା। ଏହା ଏକ ହତ୍ୟା। ଏଥିପାଇଁ ମୁଁ ମୋ ମୃତ୍ୟୁ ପର୍ଯ୍ୟନ୍ତ ତଦନ୍ତ ଦାବି କରିବି। ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ପଥର ଉପରେ ଲେଖାଯାଇଥିବା ଧମକ ସହିତ ମୋ ଭାଇର କୌଣସି ସଂପର୍କ ନାହିଁ।’ ଏପରି କହିଛନ୍ତି ଜୟପୁରର ନହରଗଡ଼ ଦୁର୍ଗରେ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...