Daily Archives

January 10, 2018

ପାକିସ୍ତାନ ଆଣୁଛି ଚୀନର ଅତ୍ୟାଧୁନିକ ଭିଟି-୪ ଟ୍ୟାଙ୍କ୍‌, ତାକୁ ଧ୍ୱଂସ କରିବାକୁ ଭାରତ କିଣୁଛି ସ୍ପାଇକ୍‌ ମିସାଇଲ୍‌

ନୂଆଦିଲ୍ଲୀ: ଭାରତକୁ ଦବାଇବା ପାଇଁ ଚୀନ ପାକିସ୍ତାନକୁ ସବୁ ପ୍ରକାରର ସାମରିକ ସହାୟତା ପ୍ରଦାନ ଅବ୍ୟାହତ ରଖିଛି । ଗତ ସପ୍ତାହରେ ଚୀନ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ଭିଟି-୪ ଯୁଦ୍ଧ ଟ୍ୟାଙ୍କ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ୟାଙ୍କର…
ଅଧିକ ଖବର ଦେଖନ୍ତୁ...

ବକେୟା ଘରଭଡ଼ା ଦେଇ ନପାରିବାରୁ ପ୍ୟାରିସ୍‌ ଘରୁ ବିଦା ହେଲେ ମଲ୍ଲିକା !

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାଓ୍ଵତ ଘର ଭଡା ଦେଇ ନପାରିବାରୁ ତାଙ୍କୁ ଘରୁ ବାହାର କରି ଦିଆଯାଇଛି ବୋଲି ଖବର ପ୍ରକାଶ ପାଇଛି। ତେବେ ଏହି ଖବରକୁ ଖଣ୍ଡନ କରି ମଲ୍ଲିକା କହିଛନ୍ତି। ସେ କହିଛନ୍ତି, ପ୍ୟାରିସ୍‌ରେ ନା ତାଙ୍କର କୌଣସି ଘର ଥିଲା, ନା କୌଣସି ଭଡ଼ା ଘର। ତେବେ ଏ…
ଅଧିକ ଖବର ଦେଖନ୍ତୁ...

ମୃତ ଘୋଷିତ କଏଦୀ ଶରୀର ବ୍ୟବଚ୍ଛେଦର ଟିକିଏ ପୂର୍ବରୁ ଜିଇ ଉଠିଲେ

ସ୍ପେନରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ କଏଦୀଙ୍କୁ ୩ ଜଣ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟବଚ୍ଛେଦ ଟେବୁଲ୍‌ ଉପରେ ବ୍ୟକ୍ତି ଜଣକ ନିଶ୍ୱାସ ନେବା ସହ ଶରୀର ଏପଟ ସେପଟ କରିଥିଲେ। ବ୍ୟକ୍ତି ଜଣକଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହୋଇପାରେ ଉଡ଼ନ୍ତା ରିକ୍ସା

ଜାମସେଦପୁର : ଦିନକୁ ଦିନ ଜନ ସଂଖ୍ୟା ବଢ଼ିବା ଅନୁଯାୟୀ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ୧୫ ମିନିଟ୍‌ ବାଟକୁ ଲାଗୁଛି ୩୦ ମିନିଟ୍‌ । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଏହାର ସମାଧାନର ବାଟ ଖୋଜିଛନ୍ତି ରାଜ୍ୟ ନାଗରିକ ଉନ୍ନୟନ ମନ୍ତ୍ରୀ ଜୟନ୍ତ…
ଅଧିକ ଖବର ଦେଖନ୍ତୁ...

ପିଲା ଜନ୍ମଦେବାର ୪୫ ମିନିଟ୍‌ ପୂର୍ବରୁ ସେ ଅନ୍ତଃସତ୍ତ୍ୱା ବୋଲି ଜାଣିଲେ ମହିଳା !

ଶିଶୁକୁ ଜନ୍ମଦେବାର ୪୫ ମିନିଟ୍‌ ପୂର୍ବରୁ ମହିଳା ଜାଣିବାକୁ ପାଇଲେ କି ସେ ଅନ୍ତଃସତ୍ତ୍ୱା! ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଗର୍ଭବତୀ ହେବାର କୌଣସି ଲକ୍ଷଣ ନଥାଇ ମଧ୍ୟ ଏକ ଶିଶୁପୁତ୍ରକୁ ଜନ୍ମ କରିଥିଲେ ପ୍ଲାଇମ୍‌ଟନ୍‌ର ଜଣେ ମହିଳା । ହଠାତ୍‌ ପେଟରେ ଗଭୀର ଯନ୍ତ୍ରଣା…
ଅଧିକ ଖବର ଦେଖନ୍ତୁ...

ଟପ୍‌ଲେସ୍‌ ହୋଇ ଉବେର ଚାଳକଙ୍କୁ ଲୁଟିଲେ ମହିଳା

ଲୁଇଜିୟାନା: ଆମେରିକାର ଲୁଇଜିୟାନାରେ ଏକ କପୁଲଙ୍କୁ ଉବେର ଜଣେ  ଡ୍ରାଇଭରକୁ ଲୁଟିନେବା ଅଭିଯୋଗରେ ପୁଲିସ ଗିରଫ କରିଛି। ମହିଳା ଟପ୍‌ଲେସ୍‌ ହୋଇ ଉବେର ଡ୍ରାଇଭରଙ୍କ ଧ୍ୟାନ ଆକର୍ଷିତ କରିବା ପରେ ଲୁଟିଥିବା  ଅଭିଯୋଗ ହୋଇଛି। ହାରାହନ ପୁଲିସଙ୍କ କହିବାନୁସାରେ, ଗିରଫ ହୋଇଥିବା ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇଯିବାରୁ ମୁମ୍ବାଇରେ କଲା ଜରୁରିକାଳୀନ ଅବତରଣ

ମୁମ୍ବାଇ: ମୁମ୍ବାଇରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇଯିବା କାରଣରୁ ବିମାନଟିକୁ ମଝି ବାଟରୁ ଆଉଥରେ ମୁମ୍ବାଇ ଫେରାଇ ଅଣାଯିବା ସହ ବିମାନଟିର ଜରୁରିକାଳୀନ ଅବତରଣ କରାଯାଇଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ…
ଅଧିକ ଖବର ଦେଖନ୍ତୁ...

ଏହି ଗ୍ରାମରେ ପିତା ହେବା ପାଇଁ କରିବାକୁ ପଡ଼ିଥାଏ ଦୁଇଥର ବିବାହ !

ରାଜସ୍ଥାନ : ଆମ ଦେଶରେ ଅନେକ ଅଭୁତ ପରମ୍ପରା ରହଛି । ତେବେ ରାଜସ୍ଥାନର ଦେରାସର ଗ୍ରାମରେ ଦେଖିବାକୁ ମିଳିଥାଏ ଏଭଳି ଏକ ପରମ୍ପରା। ଏହି ଗ୍ରାମରେ ଜଣେ ପୁରୁଷଙ୍କୁ ପିତା ହେବା ପାଇଁ ଦୁଇ ଥର ବିବାହ କରିବାକୁ ପଡ଼ିଥାଏ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହି ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରୀ ୩ୟ ସପ୍ତାହରେ ରାଜ୍ୟ ବଜେଟ୍‌, ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ ସରକାର

ଭୁବନେଶ୍ୱର : ଓଡ଼ିଶା ସରକାର ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ରାଜ୍ୟ ବଜେଟ୍‌ ଆଗତ କରିବେ । ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ରାଜ୍ୟ ସରକାର ଏକ ଲୋକାଭିମୁଖୀ ବଜେଟ ଘୋଷଣା କରିବାର ସମ୍ଭାବନା ରହିଛି । ଏହା ଏକ ବିକାଶମୂଳକ ବଜେଟ ହେବ ବୋଲି ଆଶା କରାଯାଉଛି ।…
ଅଧିକ ଖବର ଦେଖନ୍ତୁ...

ହ୍ରିତିକ୍‌ଙ୍କୁ ହୃଦୟଭରା ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପୂର୍ବ-ପତ୍ନୀ ସୁଜେନ୍‌

ମୁମ୍ବାଇ: ସମସ୍ତେ ଜାଣନ୍ତି ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ରୋଶନ ଏବଂ ପତ୍ନୀ ସୁଜେନ୍‌ ଅଲଗା ହୋଇସାରିଛନ୍ତି। ହେଲେ ସେ ଦୁହେଁ ଏବେ ବି ସେମାନଙ୍କ ପିଲାଙ୍କ ପାଇଁ ପୃଥକ ହୋଇନାହାନ୍ତି। ଛାଡ଼ପତ୍ର ହୋଇସାରିବା ପରେ ବି ପିଲାମାନଙ୍କୁ ଖୁସି କରାଇବା ପାଇଁ ସାଙ୍ଗ ହୋଇ ଛୁଟି କାଟିବା ସହ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...