Daily Archives

January 10, 2018

ଚଳନା ଟ୍ରେନ୍‌ର ଟଏଲେଟରେ ଫସିଲା ମହିଳାଙ୍କ ଗୋଡ, ଦେଢ଼ଘଣ୍ଟା ଯାଏଁ ବାହାରି ପାରିଲା ନାହିଁ, ଅଟକିଲା ଏକ୍ସପ୍ରେସ୍‌

ସାହଜହାପୁର: ଅହମ୍ମଦାବାଦରୁ ମୁଲତାନପୁର ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନ୍‌ରେ ଜଣେ ମହିଳାଙ୍କ ଗୋଡ ଟଏଲେଟରେ ଫସି ଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ଏକ୍ସପ୍ରେସ ଟ୍ରେନ୍‌କୁ ସାହଜହାପୁର ଷ୍ଟେସନ୍‌ରେ ରୋକିବାକୁ ପଡ଼ିଥିଲା। ଏକ ଘଣ୍ଟା ଉଦ୍ଧାର କାର୍ଯ୍ୟ ଚାଲିବା ପରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଭାରତୀୟ ଟିଭିି ଚ୍ୟାନେଲର ବ୍ୟୁରୋ ମୁଖ୍ୟ ଥିବା ପାକିସ୍ତାନୀ ସାମ୍ବାଦିକଙ୍କୁ ଅପହରଣ ଉଦ୍ୟମ

ଇସ୍‌ଲାମାବାଦ୍‌: ପାକିସ୍ତାନ୍‌ରେ ଏକ ଭାରତୀୟ ଟିଭି ଚ୍ୟାନେଲ୍‌ ପାଇଁ କାର୍ଯ୍ୟ କରୁଥିବା ଜନୈକ ପାକିସ୍ତାନୀ ସାମ୍ବାଦିକଙ୍କୁ କେତେକ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତି ଆଜି ସକାଳେ ଅପହରଣ କରିନେବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ସେମାନଙ୍କ କବଳରୁ ଅଳ୍ପକରେ ଖସି ଆସିବାରେ ସମର୍ଥ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏହି ପିଲାର ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରୁ ହଟାଇ ଦିଆଯାଇଛି, ଜାଣନ୍ତୁ କାହିଁକି ହଟାଇ ଦିଆଗଲା

ସୋସିଆଲ୍‌ ମିଡିଆରୁ ନିଜ ପୁଅର ଫଟୋକୁ ହଟାଇ ଦିଆଯିବାକୁ ଜାର୍ଡନ ଲି ନାମକ ଜଣେ ମହିଳା ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଲି ନିଜର ୨ ବର୍ଷିଅ ପୁଅର କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ ମହିଳାଙ୍କୁ ସୂଚୀତ କରିବା ବିନା ସେହି ଫଟୋକୁ ହଟାଇ…
ଅଧିକ ଖବର ଦେଖନ୍ତୁ...

ତଥ୍ୟ ଲିକ୍ ପରେ ଚେତା ପଶିଲା: ଏବେ ଆଧାର କାର୍ଡ ବଦଳରେ ଭର୍ଚୁଆଲ୍‌ ଆଇଡି ବ୍ୟବହାର ହେବ, ଏହା କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ: ଆଧାର ତଥ୍ୟ ଲିକ୍‌ ହେବା ନେଇ ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ୟୁଆଇଡିଏଆଇ ପକ୍ଷରୁ କେତେକ ନୂଆ ପଦକ୍ଷେପ ନିଆଯାଇଛି । ଏହା ଅନୁଯାୟୀ ଏଣିକି ଆଧାରକାର୍ଡଧାରୀମାନେ ନିଜର ପ୍ରକୃତ ଆଧାର ନମ୍ବର ବଦଳରେ ୧୬ ଅଂକ ବିଶିଷ୍ଟ ଏକ ଭର୍ଚୁଆଲ ଆଧାର ଆଇଡି ବ୍ୟବହାର କରିପାରିବେ ।…
ଅଧିକ ଖବର ଦେଖନ୍ତୁ...

ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଛାଡ଼ିଛି ଏହି ଚମତ୍କାର ପ୍ଲାନ !

ମୁମ୍ବାଇ: ରିଲାଏନ୍ସ ଜିଓ ସହ କଡା ଟକ୍କର ଦେବାକୁ ଯୋଜନାବନଦ୍ଧ ଉଦ୍ୟମ ଆରମ୍ଭ କରିଛି ଏୟାରଟେଲ୍‌ । ଗତ କାଲି ଜିଓ ପକ୍ଷରୁ ବିଭିନ୍ନ ଆକର୍ଷୀୟ ତାରିଫ ପ୍ଲାନ ଘୋଷଣା କରାଯିବା ପରେ ଆଜି ଏୟାରଟେଲ ତାହାର ଜବାବ ଦେଇଛି । ତେବେ ଏୟାରଟେଲ ପକ୍ଷରୁ କୌଣସି ନୂଆ ତାରିଫ ଅଫର ଘୋଷଣା କରାନଯାଇ ଏକ ଡାଟା…
ଅଧିକ ଖବର ଦେଖନ୍ତୁ...

ଜନ୍ମ ସମୟରେ ଦୁଇଟି ପରିବାରର ସନ୍ତାନ ଅଦଳବଦଳ ହୋଇଯାଇଥିଲେ, ତିନି ବର୍ଷ ପରେ ଜଣାପଡ଼ିଲା ସତ୍ୟ

ନୂଆଦିଲ୍ଲୀ: ଦରଙ୍ଗରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦରଙ୍ଗରେ ଏକ ମୁସଲମାନ ପରିବାର ଓ ବୋଡୋ ପରିବାର ମଧ୍ୟରେ ସନ୍ତାନ ଜନ୍ମ ସମୟରେ ଅଦଳବଦଳ ହୋଇଯାଇଥିବା ଘଟଣା ତିନିବର୍ଷ ପରେ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଦରଙ୍ଗ ଜିଲ୍ଲା ମଙ୍ଗଲଦାଇ…
ଅଧିକ ଖବର ଦେଖନ୍ତୁ...

ମାଥିଲି ଥାନାରେ ମାଓ ପୋଷ୍ଟର: ଗାଁରେ ପଶି ମହିଳାଙ୍କୁ ଅତ୍ୟାଚାର କରୁଛନ୍ତି ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତେମୁରୁପାଲି ଗ୍ରାମରେ ମାଓବାଦୀମାନେ ବୁଧବାର ଏକ ପୋଷ୍ଟର ମାରିଛନ୍ତି। ଏହି ପୋଷ୍ଟରେ ଉଲ୍ଲେଖ ଅଛି କି, ଏରିୟା ଡୋମିନେସନ୍‌ ନାମରେ ନିର୍ଦ୍ଦୋଶ ଗ୍ରାମୀଣ ଏବଂ ଆମର ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଲଢ଼େଇ ନାମରେ ହତ୍ୟା କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଝିଅକୁ ରାତି ଅଧରେ ପ୍ରେମିକ ସହ ଧରିଲେ ପିତା, ତୃତୀୟ ମହଲାରୁ ଠେଲି ଦୁହେଁ ଫେରାର

ନୋଏଡା: ନୋଏଡାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅକୁ ବେଡରୁମ୍‌ରୁ ପ୍ରେମିକା ସହିତ ଧରିବା ପରେ ବାପାକୁ ତୃତୀୟ ମହଲାରୁ ଠେଲି, ଉଭୟ ପ୍ରେମିକ-ପ୍ରେମିକା ଘଟଣାସ୍ଥଳରୁ ଫେରାର ହେବା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା  ଝିଅ ଓ ତା’ର ପ୍ରେମିକାକୁ…
ଅଧିକ ଖବର ଦେଖନ୍ତୁ...

ରାବଣ ସୀତାଙ୍କୁ ନେଉଥିବା ବେଳେ ସୀତା ଫିଙ୍ଗିଥିବା ଅଳଙ୍କାର ଭିତରୁ ମାତ୍ର ଗୋଟାଏ ଅଳଙ୍କାରକୁ ଚିହ୍ନି ପାରିଥିଲେ…

ରାମୟାଣର କଥା ଉଠିଲେ ପ୍ରଥମେ ଆଖିକୁ ଆସନ୍ତି ତିନି ମୂର୍ତ୍ତି ରାମ, ଲକ୍ଷ୍ମଣ ଓ ସୀତା। ରାମଚନ୍ଦ୍ର ବନବାସ ବାହାରିବା ବେଳେ ଘରୁ ଜିଦ୍‌ କରି ତାଙ୍କ ସହ ବାହାରିଥିଲେ ପତ୍ନୀ ସୀତା ଏବଂ ଅନୁଜ ଲକ୍ଷ୍ମଣ। ଏପରିକି ରାମଚନ୍ଦ୍ରଙ୍କୁ ଜଗିବା ପାଇଁ ଲକ୍ଷ୍ମଣ ବନରେ ୧୪ ବର୍ଷ ଅନିଦ୍ରା ରହିଥିଲେ ବୋଲି…
ଅଧିକ ଖବର ଦେଖନ୍ତୁ...

ଆସିଲା ହ୍ଵାଟ୍‌ସଆପ୍‌ର ନୂଆ ଫିଚର: କେବଳ ଗୋଟିଏ ବଟନ୍‌ ଟିପିଲେ ଭଏସ୍‌ କଲ୍‌ ହୋଇଯିବ ଭିଡିଓ କଲ୍‌

ଲଣ୍ଡନ: ଏବେ କଥା ହେବା ପ୍ରକ୍ରିୟାକୁ ଆହୁରି ସୁବିଧା କରିବାକୁ ଯାଉଛି ହ୍ଵାଟ୍‌ସଆପ୍‌ । ହ୍ଵାଟ୍‌ସଆପ୍‌ ତାର ବିଟା ସଂସ୍କରଣରେ ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି, ଯାହାଦ୍ୱାରା ବ୍ୟବହାରକାରୀମାନେ ଭଏସ କଲ କରିବା ସମୟରେ ଗୋଟିଏ ବଟନ ଦବାଇ ଏହାକୁ ଭିଡ଼ିଓ କଲକୁ ରୂପାନ୍ତରିତ କରିପାରିବେ । …
ଅଧିକ ଖବର ଦେଖନ୍ତୁ...