Daily Archives

February 24, 2018

ଭାରତରେ କେବଳ ନେତାଙ୍କୁ ଦୋଷ ଦିଆଯାଏ : ଜେଟଲୀ

ନୂଆଦିଲ୍ଲୀ:  ପିଏନବିରେ ହୋଇଥିବା ୧୧,୪୦୦ କୋଟି ଟଙ୍କାର ମହାଦୁର୍ନୀତି ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପରୋକ୍ଷରେ ବ୍ୟାଙ୍କିଙ୍ଗ ଉଦ୍ୟୋଗର ନିୟାମକ ବା ରେଗୁରେଲଟର ରିଜର୍ଭ ବ୍ୟାଙ୍କକୁ ଦୋଷ ଦେଇଛନ୍ତି । ଏହା ସହିତ ଅଡିଟ ସଂସ୍ଥାମାନଙ୍କ ଅପାରଗତାକୁ ମଧ୍ୟ ସେ ଦୋଷ ଦେଇଛନ୍ତି । ଭାରତୀୟ…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

କେପ୍‌ଟାଉନ୍‌: ଟିମ୍‌ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଟି-୨୦ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ହେଉଛି। କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ ଷ୍ଟାଡିୟମରେ ଏଥି ପାଇଁ ଟସ୍‌ ପଡ଼ି ସାରିଛି। ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ର ଟିଜର୍‌ ଦେଖିବା ପରେ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଲେ ବିଗ୍‌ ବି, ଚକିତ ହେଲେ ସମସ୍ତେ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ରେ ଅଭିନୟ କରିବା ରଣବୀର କପୁର୍‌ଙ୍କ ପାଇଁ କୌଣସି ଗୋଲାପର ଶେଯରେ ଶୋଇବା ପରି ଅନୁଭୂତି ନ ଥିଲା। ୩୫ ବର୍ଷୀୟ ଅଭିନେତା ରଣବୀର ଭାରତର ଜଣେ ସୁପର୍‌ଷ୍ଟାର୍‌ଙ୍କ ଜୋତାରେ ପାଦ ରଖି ଚାଲିବାଟା ନିଶ୍ଚୟ କାଠିକର୍‌ପାଠ। ସଞ୍ଜୟ ଦତ୍ତଙ୍କ ବିବାଦୀୟ…
ଅଧିକ ଖବର ଦେଖନ୍ତୁ...

ଅସୀମିତ ଡାଟା ଓ ମେସେଜିଂର ସୁବିଧା ଥିବା ସିମ୍‌ ୧୬୫ଟି ଦେଶରେ ଲଞ୍ଚ ହେବ

ନୂଆଦିଲ୍ଲୀ: ସିମ୍‌କାର୍ଡ କମ୍ପାନି ଚାଟ୍‌ ସିମ୍‌ ଇଟାଲିର ମିଲାନରେ ସବୁଠାରୁ ବଡ଼ ଚାଟ୍‌ ସିମ୍‌ ୨ ସିମ୍‌କାର୍ଡ ଲଞ୍ଚ କରିଛି। କମ୍ପାନିର ଏହି ସିମ୍‌ କାର୍ଡକୁ ନେଇ କୁହାଯାଇଛି କି ବ୍ୟବହାରକାରୀ ଏଥିରେ ଅସୀମିତ ଇଣ୍ଟରନେଟ ସେବା ଓ ମେସେଜିଂ କରି ପାରିବେ। ବିଶେଷ କଥା ଟି ହେଉଛି, ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌, ଅନ୍ତିମ ଟି-୨୦ ସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୃଙ୍ଖଳା ବିଜୟ

କେପ୍‌ଟାଉନ୍‌: ଭାରତୀୟ ମହିଳା କ୍ରିକେଟ ଟିମ୍‌ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍‌ରେ ୫୪ ରନ୍‌ରେ ଜିତି ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୩-୧ରେ ନିଜର କରି ନେଇଛି। ହରମନପ୍ରୀତଙ୍କ ସେନା ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏ ଗସ୍ତରେ ୨ଟି ଶୃଙ୍ଖଳା ଜିତି ଇତିହାସ…
ଅଧିକ ଖବର ଦେଖନ୍ତୁ...