Daily Archives

February 24, 2018

ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଅନ୍ତଃରାଜ୍ୟ ଇ-ୱେ ବିଲ୍‌ ବ୍ୟବସ୍ଥା, ମନ୍ତ୍ରୀକମିଟିର ସୁପାରିଶ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧ ତାରିଖରୁ ରାଜ୍ୟ ରାଜ୍ୟ ମଧ୍ୟରେ ଇଲେକ୍ଟ୍ରୋନିକ ୱେ ବା ଇ-ୱେ ବିଲ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟି ଜିଏସଟି କାଉନସିଲକୁ ସୁପାରିଶ କରିଛି । ଏହି ମନ୍ତ୍ରୀକମିଟିର ସଭାପତି ତଥା ବିହାରର ଉପମୁଖ୍ୟମନ୍ତ୍ରୀ ଶୁଶୀଲ…
ଅଧିକ ଖବର ଦେଖନ୍ତୁ...

ଜିମ୍ନାଷ୍ଟିକ୍‌ ବିଶ୍ୱ କପ୍‌ରେ ପଦକ ଜିତି ଇତିହାସ ରଚିଲେ ଭାରତର ଅରୁଣା

ମେଲବୋର୍ଣ୍ଣ: ଜିମ୍ନାଷ୍ଟିକ୍‌ ବିଶ୍ୱ କପ୍‌ରେ ପଦକ ଜିତି ହାଇଦ୍ରାବାଦ୍‌ର ଅରୁଣା ବି ରେଡ୍ଡି ଇତିହାସ ରଚିଛନ୍ତି। ସେ ମହିଳା ବୋଲ୍ଟ ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ୨୨ ବର୍ଷୀୟ ଅରୁଣା ମେଲବୋର୍ଣ୍ଣର ହିସେନ୍ସେରେ ୧୩.୬୪୯ ନମ୍ବର ପାଇଁ କାଂସ୍ୟ ପଦକ ଜିତିଛନ୍ତି। ସ୍ଲୋଭାନିଆର ଟିଜେସା…
ଅଧିକ ଖବର ଦେଖନ୍ତୁ...

ଘରେ ଏହି ପଶୁପକ୍ଷୀଙ୍କର ଫଟୋ ଲଗାନ୍ତୁ, ମିଳିବ ସୁଫଳ

ହିନ୍ଦୁଶାସ୍ତ୍ର ଅନୁସାରେ ପଶୁପକ୍ଷୀମାନଙ୍କର ଅନେକ ଗୁରୁତ୍ୱ ରହିଛି । ପଶୁ ବା ପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇ ଥାଆନ୍ତି । ଆଜିକାଲି ସମସ୍ତଙ୍କ ଘରେ ଆପଣମାନେ ପୋଷା ପଶୁ ବା ପକ୍ଷୀ ଥିବା ଦେଖୁଥିବେ ନିଶ୍ଚୟ । କୁହାଯାଏ କି ଘରେ ପଶୁ ବା ପକ୍ଷୀ ରହିଲେ ଘରକୁ ବିପତ୍ତି ଆସି ନ ଥାଏ ।…
ଅଧିକ ଖବର ଦେଖନ୍ତୁ...

ପିଏନବି ଠକେଇ : ମାମୁଁ-ଭଣଜାଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ମୁମ୍ବାଇ: ୧୧,୪୦୦ କୋଟି ଟଙ୍କାର ପିଏନବି ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମାମୁଁ ଭଣଜା ମେହୁଲ ଚୋକସି ଓ ନିରବ ମୋଦିଙ୍କ ପାସପୋର୍ଟକୁ ବାତିଲ କରିଦିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ ୧୬ ତାରିଖରେ ଇଡିର ସୁପାରିଶ କ୍ରମେ ବିଦେଶ ମନ୍ତ୍ରାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ତଲାକ୍‌ ଦେବା ପାଇଁ ତିନିବର୍ଷ ହେବ ପତ୍ନୀଙ୍କୁ ଖୋଜୁଥିଲେ ସ୍ୱାମୀ, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଚାଲି ଆସି ଭାରତରେ ବସବାସ କରୁଥିବା ପତ୍ନୀଙ୍କୁ ଖୋଜିବା ପାଇଁ ଆଫଗାନିସ୍ତାନର ମସୁଦ ମୋହମ୍ମଦ ୟାକୁବ ହାଇଦ୍ରାବାଦରେ ୪ ମାସ ରହିବା ପରେ ଏଥିରେ ସଫଳ ହୋଇଛନ୍ତି । ୨୦୧୫ରେ ପତ୍ନୀ ମସୁଦଙ୍କୁ ଛାଡ଼ି ଚାଲି ଆସିବା ପରେ ତାଙ୍କୁ ଆଇନ ଅନୁଯାୟୀ ତଲାକ୍‌ ଦେବାକୁ…
ଅଧିକ ଖବର ଦେଖନ୍ତୁ...

ବିଜୁ ସଂଗ୍ରହାଳୟ  ଉଦ୍‌ଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ନବୀନ

ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  କଟକସ୍ଥିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପୈତୃକ ଘର  ଆନନ୍ଦ ଭବନରେ ନିର୍ମିତ ବିଜୁ ସଂଗ୍ରହାଳୟକୁ ଉଦ୍‌ଘାଟନ କରିବା ପାଇଁ ରାଷ୍ଟ୍ରପତିଙ୍କୁ…
ଅଧିକ ଖବର ଦେଖନ୍ତୁ...

୫ ଦିନର ଝିଅକୁ ନେଇ କମାଣ୍ଡର ସ୍ୱାମୀଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଲେ ମେଜର ପତ୍ନୀ

ନୂଆଦିଲ୍ଲୀ : ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏକ ଦୁଃଖଦ ଫଟୋ ସୋସିଆଲ ମିଡିଆରେ ଆସିଥିଲା, ଯାହାକୁ ଦେଖି ଅପଣ ମଧ୍ୟ ନିଜର ଲୁହକୁ ଅଟକାଇ ପାରିବେ ନାହିଁ । ଏଥିରେ ଭାରତୀୟ ସେନାର ମେଜର କୁମୁଦ ଡ଼ୋଗ୍ରା ନିଜର ପାଞ୍ଚ ଦିନର ଶିଶୁକୁ…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦: କେପ୍‌ଟାଉନ୍‌ରେ ଭାରତୀୟ ଟିମ୍‌ର ବିଜୟ ଆଶା, ଚାପରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: କେପ୍‌ଟାଉନ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ରାତି ୯ଟା ୩୦ରୁ ଖେଳ ଆରମ୍ଭ ହେବାକୁ ଥିବା ଫାଇନାଲ ମୁକାବିଲାରେ ଟିମ୍‌ ଇଣ୍ଡିଆ ଶୃଙ୍ଖଳା ବିଜୟୀ ହେବାକୁ ଆଶା କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ଚାପରେ ପଡ଼ିଛି। ୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଆର୍ଲାମ ବନ୍ଦ କରି ଶୋଇପଡ଼ିବାର ଅଭ୍ୟାସ ଅଛି କି? ଆପଣାନ୍ତୁ ଏହି ଉପାୟ, ଖୁବ୍‌ ସହଜରେ ଭାଙ୍ଗିବ ନିଦ

ଏମିତି ପ୍ରାୟତଃ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟେ। ସକାଳୁ ଉଠିବାକୁ ଚିନ୍ତା କରି ରାତିରେ ଆର୍ଲାମ ଲଗାଇବା, ମାତ୍ର ସକାଳୁ ଆର୍ଲାମ ବାଜିବା ପରେ ତାହାକୁ ବନ୍ଦ କରି ପୁଣି ଶୋଇପଡ଼ିବା। ନିଦ ଭାଙ୍ଗିବା ପରେ ପଶ୍ଚାତାପ କରିବା ଛଡ଼ା ଆଉ କିଛି ବାକି ନଥାଏ। ସକାଳୁ କରିବାକୁ ଥିବା କାମ ନା କେବେ…
ଅଧିକ ଖବର ଦେଖନ୍ତୁ...

ଏଠାରେ ପ୍ରତି ଆଠ ଜଣରେ ଜଣେ ହୁଅନ୍ତି ଦୁଷ୍କର୍ମର ଶିକାର, କାହାକୁ ବିନା ଅନୁମତିରେ ତ ଆଉ କାହାକୁ ପର୍ଣ୍ଣ ଦେଖାଇ

ନୂଆଦିଲ୍ଲୀ: କ୍ଷେତ୍ରଫଳ ହିସାବରେ ୟୁରୋପର ସବୁଠାରୁ ବଡ଼ ତଥା ଦୁନିଆର ୪୩ତମ ସ୍ଥାନରେ ରହିଛି ଫ୍ରାନ୍ସ । ଫ୍ରାନ୍ସର ଆଧୁନିକ ଜୀବନ ଶୈଳୀ ବେଶ୍‌ ଚର୍ଚ୍ଚାରେ ଥାଏ। କିନ୍ତୁ ଫ୍ରାନ୍ସକୁ ନେଇ ନିକଟରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଫ୍ରାନ୍ସରେ ପ୍ରତି ୮ଜଣ…
ଅଧିକ ଖବର ଦେଖନ୍ତୁ...