Daily Archives

April 26, 2018

ଓଡ଼ିଶା ବଜାରରେ ଫୋର୍ଡର ନୂଆ ୟୁଟିଲିଟି ଯାନ ଫ୍ରିଷ୍ଟାଇଲ

ଭୁବନେଶ୍ୱର: ଫୋର୍ଡ ପକ୍ଷରୁ ଏହାର ପ୍ରଥମ ୟୁଟିଲିଟି ଯାନ ଫର୍ଡ ଫ୍ରିଷ୍ଟାଇଲ୍‌କୁ ଓଡ଼ିଶା ବଜାର ସମେତ ସାରାଦେଶରେ ଲଞ୍ଚ୍‌ କରାଯାଇଛି । ଦୁଇଟି ଇନ୍ଧନ ବିକଳ୍ପ ଏବଂ ୬ଟି ନୂଆ ରଙ୍ଗରେ ଏହି ସିୟୁଭି ୪ଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି। ଫୋର୍ଡ଼ ଫ୍ରିଷ୍ଟାଇଲ ପେଟ୍ରୋଲ ଭାରିଆଣ୍ଟର ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ଗସ୍ତ କାଳରେ ମୋଦି ଅବସ୍ଥାନ କରିବେ ପର୍ଯ୍ୟଟନ ସହର ଉହାନ୍‌ରେ, ଶିଖର ବୈଠକ ପରେ ଇଷ୍ଟଲେକ୍‌ରେ ଜିନ୍‌ପିଙ୍ଗ୍‌ଙ୍କ…

ବେଜିଂ (ଚୀନ୍‌): ଡୋକ୍‌ଲାମ୍‌କୁ କେନ୍ଦ୍ର କରି ଭାରତ ଓ ଚୀନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ତିକ୍ତତା ସଂପୂର୍ଣ୍ଣ ରୂପେ ପ୍ରଶମିତ ହୋଇ ନଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଠାରୁ ତାଙ୍କର ଦୁଇ ଦିନିଆ ଚୀନ୍‌ ଗସ୍ତ ଆରମ୍ଭ କରୁଛନ୍ତି। ତେବେ,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ଅଙ୍କିତ ରାଜପୁତଙ୍କୁ ୫ ଓ୍ଵିକେଟ୍‌, ପଞ୍ଜାବକୁ ୧୩୩ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ୍‌: ପଞ୍ଜାବର ଅଙ୍କିତ ରାଜପୁତ ୫ଟି ଓ୍ଵିକେଟ୍‌ ନେଇଛନ୍ତି। ସେ ୪ ଓଭର ବୋଲିଂ କରି ୧୪ ରନ ବ୍ୟୟ କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ ତମ ସଂସ୍କରଣ ୨୫ତମ ମ୍ୟାଚ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ଓଭରରେ ୬ ଟି ଓ୍ଵିକେଟ୍‌ ହରାଇ ୧୩୨ ରନ୍‌…
ଅଧିକ ଖବର ଦେଖନ୍ତୁ...

କ୍ଷତି ସତ୍ତ୍ୱେ କିନ୍ତୁ ନିଯୁକ୍ତି ଦେବା ବନ୍ଦ କରିନି ଏୟାରଇଣ୍ଡିଆ, ୨୭୦ ପାଇଲଟଙ୍କୁ ନିଯୁକ୍ତି ଦେବ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାରଇଣ୍ଡିଆର କ୍ଷତି ବଢିଚାଲିଛି । ଏହି କ୍ଷତି ଯୋଗୁଁ ସରକାର ଏହାକୁ ଘରୋଇକରଣ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ କେହି କିଣିବାକୁ ରାଜି ହେଉନାହାନ୍ତି । ଏୟାରଇଣ୍ଡିଆର କ୍ଷତିର ଏକ ବଡ଼ କାରଣ ହେଲା ଏହାର ଆବଶ୍ୟକତାଠାରୁ ଅଧିକ କର୍ମଚାରୀ । ଏସବୁ…
ଅଧିକ ଖବର ଦେଖନ୍ତୁ...

ଯେଉଁ ଯୁବତୀ ମୁହଁରେ ଆଶାରାମଙ୍କ ଟର୍ଚ୍ଚ ଆଲୋକ ପଡ଼ୁଥିଲା, ସେଦିନ ସେଇ ଯୁବତୀଟି ହିଁ ଦରକାର ହେଉଥିଲା ତାଙ୍କୁ ପ୍ରସାଦ…

ଯୋଧପୁର (ରାଜସ୍ଥାନ): ଏକ ନାବାଳିକା ଦୁଷ୍କର୍ମ ଅପରାଧରେ ବୁଧବାର ଦିନ ଯୋଧପୁରର ଏକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ‘ଆତ୍ମଘୋଷିତ ଭଗବାନ’ ଆଶାରାମ ବାପୁ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ତେବେ, ଆଶାରାମଙ୍କ ବିରୋଧରେ ବିଚାରପତି ଦେଇଥିବା ୪୫୩…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଭାରତରେ ପୁଞ୍ଜି ବିନିଯୋଗ ନେଇ ଚୀନ ଉତ୍ସାହିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଚୀନ ଭାରତରେ ନିଜର ପୁଞ୍ଜି ବିନିଯୋଗ ନେଇ ବେଶ ଉତ୍ସାହିତ ଅଛି। ଚୀନ ଦେଇଥିବା ସୂଚନା ଅନୁସାରେ ୨୦୧୭ ଶେଷ ସୁଦ୍ଧା ଭାରତରେ ୫୩୨ ମିଲିୟନ ଟଙ୍କା ବିନିଯୋଗ କରିଛି। ଚୀନର ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ଗାଓ ଫେଙ୍ଗ୍‌…
ଅଧିକ ଖବର ଦେଖନ୍ତୁ...

ବିଜୁଳି ବିଲ୍‌ ପୈଠ ଲାଗି ଟଙ୍କା ଅଭାବ ହେବାରୁ ୨ ଝିଅଙ୍କୁ ଦେହ ବ୍ୟବସାୟର ଅନ୍ଧଗଳିକୁ ଠେଲି ଦେଲା ମାଆ

ମୁମ୍ବାଇ: ଦେଶର ସବୁଠାରୁ ଚକମକ ସହର ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅସହାୟତାର ଚିତ୍ର। ଜଣେ ମାଆ ଘରର ବିଜୁଳି ବିଲ୍‌ ପୈଠ କରାଇବା ପାଇଁ ନିଜର ୨ ଝିଅଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିପକାଇଥିବା ଖବର ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଆପଣ ବ୍ୟବହାର କରୁଥିବା ପ୍ୟାକେଟ୍‌ ଖିର ଅସଲି ନା ନକଲି ପରଖନ୍ତୁ ଏପରି

ନୂଆଦିଲ୍ଳୀ: ଆଜିକାଲି ଲୋକେ ନକଲି ଖିରର ଖବର ପାଇ ବେଶ୍‌ ବିବ୍ରତ ହୋଇ ପଡୁଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଖିରର ଦର ଯଦି ଆକଶଛୁଆଁ ପାଲଟୁଛି ତ ଜାଣିବାର ସମସ୍ତଙ୍କର ଅଧିକାର ରହିଛି ଯେ ଏହା ଅସଲି କି ନକଲି। ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଭିନ୍ନ ଭିନ୍ନ ସ୍ଥାନରେ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ଭାରତ ସହ ଉତ୍ତେଜନାକୁ କମାଅ, ପାକିସ୍ତାନକୁ କହିଲା ଚୀନ

ବେଜିଂ : ଭାରତ ସହ ଉତ୍ତେଜନା କମାଇବାକୁ ପାକିସ୍ତାନକୁ କହିଛି ଚୀନ । ଚୀନ ଭଲଭାବରେ ଜାଣିଛି ଯେ ପାକିସ୍ତାନ କାଶ୍ମୀରରେ ଚାଲିଥିବା ଅସ୍ଥିରତା ପଛରେ ପାକିସ୍ତାନର ହାତ ରହିଛି । ଏଣୁ ପାକିସ୍ତାନ ଯଦି ଭାରତକୁ ଉସୁକେଇବା ବନ୍ଦ କରିଦିଏ ତେବେ ଉତ୍ତେଜନା କମିବ ଓ ପାକିସ୍ତାନରେ ଚୀନ ନିଜର…
ଅଧିକ ଖବର ଦେଖନ୍ତୁ...

ଅନ୍ତଃବସ୍ତ୍ର ତଳେ ୪୧ ଲକ୍ଷ ଟଙ୍କାର ସୁନା ଲୁଚେଇ ଚୋରା ଚାଲାଣ କରୁଥିଲେ ମହିଳା

ନୂଆଦିଲ୍ଳୀ: ଦିଲ୍ଳୀ ବିମାନ ବନ୍ଦରରେ ଚୋରା ସୁନା କାରବାର କରୁଥିବା ସମୟରେ ପୁଲିସ୍‌ ହାତରେ ଜଣେ ମହିଳା ଧରାପଡ଼ିଛନ୍ତି। ଗତ ଏପ୍ରିଲ୍‌ ୨୫ ତାରିଖରେ ମହିଳା ଜଣକ ପୁଳିସ୍‌ ହାତରେ ଧରାପଡ଼ିଛନ୍ତି। ଜାଣିବାକୁ ମିଳିଛି ଯେ ମହିଳା ଜଣକ ପ୍ରାୟ ୪୧ ଲକ୍ଷ ଟଙ୍କାର ସୁନା ନିଜ ପାଖରେ ରଖିଥିଲେ।…
ଅଧିକ ଖବର ଦେଖନ୍ତୁ...