Daily Archives

May 16, 2018

ବୋର୍ଡ ପରୀକ୍ଷା ଚାଲିଥିବା ସମୟରେ ବାପାଙ୍କର ହୋଇଥିଲା ମୃତ୍ୟୁ, ପୁଅ ଏପରି ଦେଲା ଶ୍ରଦ୍ଧାଞ୍ଜଳି

ଲକ୍ଷ୍ମୌ: ଲକ୍ଷ୍ମୌରେ ବସବାସ କରୁଥିବା ଅନମୋଲ ସିଂହ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୯୮.୨୫ ପ୍ରତିଶତ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଅନମୋଲଙ୍କ ବୋର୍ଡ ପରୀକ୍ଷା ଚାଲିଥିବା ସମୟରେ ହଠାତ୍‌ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଦ୍ୱାଦଶ ଶ୍ରେଣୀ ଗଣିତ ପରୀକ୍ଷାରେ ଅନମୋଲ…
ଅଧିକ ଖବର ଦେଖନ୍ତୁ...

ସେନାର ବିରୋଧ ସତ୍ତ୍ୱେ ରମଜାନ ମାସରେ ଅସ୍ତ୍ରବିରତି ପାଇଁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ସେନାର ବିରୋଧ ସତ୍ତ୍ୱେ ଚଳିତ ରମଜାନ ମାସରେ ଆତଙ୍କବାଦ ବିରୋଧୀ ଅପରେସନ ସ୍ଥଗିତ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଏହି ନିଷେଧାଜ୍ଞା ଜୁନ ୨୬ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ପର୍ଯ୍ୟନ୍ତ ଚାଲିବ । ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନ୍ଧାରରେ ରଖି, ଦୁର୍ନୀତିଗ୍ରସ୍ତ ବାବୁଙ୍କୁ କୋଳରେ ବସାଇ ଥିଲେ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ!…

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ବରାଣାସୀରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡ଼ି ୧୯ ଜଣ ମୁତ୍ୟୁମୁଖରେ ପଡ଼ିବା ଘଟଣା ଏବେ ଦେଶବ୍ୟାପି ଆଲୋଡ଼ନ ଓ ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ,…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ବନାଇଲେ ଦୁଷ୍କର୍ମକାରୀ, ସୁନାଚେନ ଓ ନଗଦ ଟଙ୍କା ଲୁଟି ନେଲେ

ଚେନ୍ନାଇ: ଚେନ୍ନାଇରେ ବସବାସ କରୁଥିବା ଜଣେ ୨୩ବର୍ଷୀୟ ଟଲିଉଡ୍‌ ଅଭିନେତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ବୁଧବାର ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ଜଣେ ସିନେ-ନିର୍ଦ୍ଦେଶକ ତାଙ୍କୁ ରୋଲ୍‌ ଦେବାକୁ କହିଥିଲେ। ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ଲାଟଫର୍ମରୁ ଖସି ଚଳନ୍ତା ଟ୍ରେନ୍‌ର ଚକା ତଳକୁ ଚାଲି ଯାଉଥିବା ଶିଶୁକୁ ଏମିତି ବଞ୍ଚାଇଲେ ଯବାନ,ଭିଡିଓ ଦେଖନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ସିକ୍ୟୁରିଟି ଫୋର୍ସର ଜଣେ ଯବାନ ପ୍ଳାଟଫର୍ମରୁ ଖସି ଚଳନ୍ତା ଟ୍ରେନ୍‌ର ଚକା ତଳକୁ ଚାଲି ଯାଉଥିବା ଶିଶୁର ଜୀବନ ବଞ୍ଚାଇଛନ୍ତି। ମୁମ୍ବାଇର ମହାଲକ୍ଷ୍ମୀ ରେଲେଓ୍ଵ ଷ୍ଟେସନ୍‌ରେ ନିଜ ପରିବାର ସହିତ ଆସୁଥିବା ଶିଶୁଟି ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଭବନରେ ମଧ୍ୟ ଘଟିଛି ୨ଟି ଯୌନ ନିର୍ଯାତନା ଓ ଉତ୍ପୀଡ଼ନ ମାମଲା, ଏଥି ମଧ୍ୟରୁ ଗୋଟିଏ ମିଛ ମାମଲା ଥିବା ବେଳେ…

ନୂଆଦିଲ୍ଲୀ: ଖୋଦ୍‌ ରାଷ୍ଟ୍ରପତି ଭବନ ମଧ୍ୟ ଯୌନ ନିର୍ଯାତନା ଓ ଯୌନ ଉତ୍ପୀଡ଼ନ ଅଭିଯୋଗରୁ ମୁକ୍ତ ନୁହେଁ। ଦେଶରେ ଗତ ୨୦୧୩ ମସିହା ଠାରୁ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଓ ଯୌନ ନିର୍ଯାତନା ବିରୋଧୀ ଆଇନ୍‌ ପ୍ରଚଳନ ହେବା ପରଠାରୁ ଦେଶର ରାଷ୍ଟ୍ରପତି ଭବନରେ ଦୁଇଟି ଯୌନ ଉତ୍ପୀଡ଼ନ ଓ ଯୌନ…
ଅଧିକ ଖବର ଦେଖନ୍ତୁ...

କଟକ,ଢ଼େଙ୍କାନାଳ ଓ ଜଗତସିଂହପୁର ସମେତ ଏହି ସ୍ଥାନମାନଙ୍କରେ ବର୍ଷା ସହିତ କୁଆପଥର ମାଡ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଘରୁ ବାହାରିବା…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁକୁ ଅତି ନିକଟରୁ ଦେଖି ବର୍ତ୍ତି ଯାଇଥିବା ବ୍ୟକ୍ତି ବଖାଣିଲେ, କିପରି ଫ୍ଲାଏଓଭର ତାଙ୍କ ଉପରେ ଭୁଷୁଡି ପଡ଼ିଥିଲା

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନର୍ବାଚନ ମଣ୍ଡଳୀ ବାରଣାସୀରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭାଙ୍ଗିପଡିବାରୁ ୧୯ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁର୍ଘଟଣା ପାଖାପାଖି ସନ୍ଧ୍ୟା ୫.୩୦ରେ ବାରାଣାସୀ କାଣ୍ଟ ରେଳ ଷ୍ଟେସନ ନିକଟରେ ଘଟିଥିଲା। ଏହି ଦୃଶ୍ୟଟି ଏତେ…
ଅଧିକ ଖବର ଦେଖନ୍ତୁ...

‘କୁଛ୍‌ କୁଛ୍‌ ହୋତା ହୈ’ ରିମେକରେ ନଜର ଆସିବେ ରାଣୀ

ନିର୍ମାତା-ନିର୍ଦେଶକ କରଣ ଜୋହର ‘କୁଛ କୁଛ ହୋତା ହୈ’ର ରିମେକ୍‌ ତିଆରି କରିବା ପାଇଁ ଯାଉଛନ୍ତି। ଆଉ ଏଥିରେ ଅଭିନୟ କରିବା ପାଇଁ ରାନୀ ମୁଖାର୍ଜୀଙ୍କୁ ପ୍ରସ୍ତାବ ଦିଆଯାଇଛି। ମୂଳ ଫିଲ୍ମରେ ସେ ସଂପର୍କୀୟା ଭଉଣୀ କାଜୋଲଙ୍କ ସହ ପାର୍ଶ୍ୱ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ରିମେକ୍‌ରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ୧୮ରେ ଜେରା କରିବ ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟଶାସନ ଅଂଶୁ ପ୍ରକାଶଙ୍କୁ ମାଡ଼ ଘଟଣାରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବା ପାଇଁ ନୋଟିସ୍‌ ଜାରି କରିଛି। ଏହି ମାମଲାର ତଦନ୍ତ କ୍ରମରେ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...