Daily Archives

June 7, 2018

ଯେବେ ରାମଙ୍କ ଘୋଡ଼ାକୁ ଜଙ୍ଗଲ ମଧ୍ୟରେ ବାନ୍ଧି ରଖିଦେଲେ ପୁତ୍ର ଲଭ-କୁଶ, ରାମଚନ୍ଦ୍ର ମୁକୁଳେଇବାକୁ ଆସିବା ପରେ କ’ଣ…

ଲଙ୍କେଶ ରାବଣ ସହ ଯୁଦ୍ଧ କରି ବିଜୟ ଲାଭ ପରେ ଅଯୋଧ୍ୟାକୁ ମାଆ ସୀତାଙ୍କୁ ସାଙ୍ଗରେ ଧରି ଫେରି ସାରିଥାନ୍ତି ପ୍ରଭୁ ରାମଚନ୍ଦ୍ର। ଦିନେ ରାଜ୍ୟବାସୀଙ୍କ ଭଲ ମନ୍ଦ ବୁଝିବା ପାଇଁ ରାତି ସମୟରେ ଗୁପ୍ତ ଭାବେ ବୁଲିବା ସମୟରେ ଅଚାନକ ଧୋବା-ଧୋବଣୀଙ୍କ କଳି ରାମଙ୍କ କାନରେ ବାଜିଲା। ପ୍ରଜାଙ୍କ କଥାକୁ…
ଅଧିକ ଖବର ଦେଖନ୍ତୁ...

ବିଜୁଳି ମାରିବାର ଦୃଶ୍ୟକୁ ମୋବାଇଲରେ କୈଦ୍‌ କରିବା ମହଙ୍ଗା ପଡ଼ିଲା, ଉଡ଼ିିଗଲା ଯୁବକଙ୍କ ପ୍ରାଣବାୟୁ

ଚେନ୍ନାଇ: ଚେନ୍ନାଇରେ ମୋବାଇଲରେ ଫଟୋ ଉଠାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟକ୍ତିଙ୍କ ନାମ ଏଚ୍‌.ଏମ୍‌ .ରମେଶ ଓ ବୟସ ୪୩ବର୍ଷ ପାଖାପାଖି ହୋଇଥିବା ଅନୁମାନ କରାଯାଇଛି। ସୂଚନାଯୋଗ୍ୟ, ମୃତ ବ୍ୟକ୍ତିଜଣକ ବୁଧବାର ତାଙ୍କ ମୋବାଇଲରେ ଫଟୋ…
ଅଧିକ ଖବର ଦେଖନ୍ତୁ...

ହାତରେ କୁକୁଡା ଧରି ଜଙ୍ଗଲୀ ସିଂହଙ୍କୁ ଦେଖାଉଥିଲେ ଲୋଭ, ଘଟିଲା ଏପରି ଘଟଣା

ନୂଆଦିଲ୍ଲୀ: ଗେଲ ଖେଳୁଖେଳୁ ତେଲ ବାହାରି ଯାଇଥାଏ ବୋଲି କଥାରେ ଅଛି। ଗୁଜୁରାଟରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁଇଜଣ ବ୍ୟକ୍ତି ଜଙ୍ଗଲରେ ବସି ସିଂହ ସହିତ ଏଭଳି ସ୍ୱଭାବ ଦେଖାଉଛନ୍ତି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି…
ଅଧିକ ଖବର ଦେଖନ୍ତୁ...

୬ବର୍ଷୀୟା ନାବାଳିକାକୁ ଘୋଡ଼ା ଇଞ୍ଜେକ୍ସନ୍‌ ଦେଇ ଦୁଷ୍କର୍ମ କରିବା ପରେ ଗଳା କାଟି ହତ୍ୟା କଲା ଯୁବକ

ଚଣ୍ଡିଗଡ଼: ହରିୟାଣାର ଯମୁନା ନଗରରେ ଘଟିଛି ଏକ ଜଘନ୍ୟ ଅପରାଧ ଘଟଣା । ପୁଣି ଜଣେ ୬ବର୍ଷୀୟା ନାବାଳିକା ହୋଇଛି ଦୁଷ୍କର୍ମର ଶିକାର । ଦେବୀ(୪୦) ନାମକ ଜଣେ ଯୁବକ ନାବଳିକାକୁ ଅପହରଣ କରି ନେଇ ପୂର୍ବତନ ମନ୍ତ୍ରୀ ନିର୍ମଲ ସିଂଙ୍କ ଘୋଡ଼ା ଫାର୍ମରେ ରଖିଥିଲେ । ଘୋଡ଼ା ଫାର୍ମରେ ପଶୁ ଚିକିତ୍ସକଙ୍କ…
ଅଧିକ ଖବର ଦେଖନ୍ତୁ...

ଶସ୍ତା ହେବ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ! କିପରି ଜାଣନ୍ତୁ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ କାଲି ରେପୋହାର ବୃଦ୍ଧି କରାଯିବା ଦ୍ୱାରା ଗୃହ ଓ ଅନ୍ୟାନ୍ୟ ଋଣ ସୁଧହାର ମହଙ୍ଗା ହେବାର ଆଶଙ୍କା ରହିଛି । କିନ୍ତୁ ନିଜର ଏହି ଋଣନୀତି ସମୀକ୍ଷାରେ ରିଜର୍ଭ ବ୍ୟାଙ୍କ ଏପରି ଏକ ଘୋଷଣା କରିଛି ଯାହାକି ମହନଗରୀଗୁଡ଼ିକରେ ଗୃହଋଣ ହାରକୁ ଟିକିଏ ଶସ୍ତା କରିବ…
ଅଧିକ ଖବର ଦେଖନ୍ତୁ...

ସାବଧାନ ! ସୋସିଆଲ ମିଡିଆ ଓ ବ୍ୟକ୍ତିଗତ ଆକାଉଣ୍ଟରେ ଏହି ସବୁ ପାସ୍‌ଓ୍ଵାର୍ଡ ରଖି ନାହାନ୍ତି ତ ଅସୁବିଧାରେ ପଡ଼ି…

ଜାଣନ୍ତି କି? ଆପଣ ବ୍ୟବହାର କରୁଥିବା ମୋବାଇଲଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଗତ ଆକାଉଣ୍ଟକୁ ସୁରକ୍ଷିତ ରଖୁଥିବା ପାସୱାର୍ଡ କେତେ ସୁରକ୍ଷିତ? ତେବେ ନିକଟରେ କିଛି ଗବେଷଣଙ୍କ ଦ୍ୱାରା କରାଯାଇ ଥିବା ଅଧ୍ୟୟନରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ନିଜ ସଫଳତା ପଛରେ ଥିବା ୫ଟି ସିକ୍ରେଟର ଖୁଲାସା କଲେ ‘ନିଟ୍‌’ ୨୦୧୮ର ଟପ୍ପର କଳ୍ପନା କୁମାରୀ

ନୂଆଦିଲ୍ଲୀ: ଗତ ସୋମବାର ପ୍ରକାଶ ପାଇଥିଲା ନିଟ୍‌ ୨୦୧୮ର ପରୀକ୍ଷା ଫଳ । ଯେଉଁଥିରେ ସବୁଠାରୁ ଅଧିକ ନମ୍ବର ଆଣି ଟପ୍ପର ହୋଇଥିଲେ ବିହାରର କଳ୍ପନା କୁମାରୀ । ନିଟ୍‌ ପାରୀକ୍ଷାରେ ୯୯.୯୯ପ୍ରତିଶକ ମାର୍କ ଆଣିଥିବା ବେଳେ ଦ୍ୱାଦଶ ପରୀକ୍ଷାରେ ମଧ୍ୟ ସେ ଟପ୍ପର ହୋଇଥିବା ଜଣା ପଡ଼ିଛି । ଦ୍ୱାଦଶ…
ଅଧିକ ଖବର ଦେଖନ୍ତୁ...

ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଜବାନ ଆହତ

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀର ସ୍ଥିତି ନିୟନ୍ତ୍ରଣରେଖା ନିକଟରେ ଆତଙ୍କବାଦୀମାନେ ସେନାର ଏକ ପାଟ୍ରୋଲିଂ ଗାଡ଼ି ଉପରକୁ ଗୁଳିମାଡ କରିବା ଦ୍ୱାରା ଦୁଇଜଣ ଜବାନ ଆହତ ହୋଇଛନ୍ତି । ସେନା ପକ୍ଷରୁ ତୁରନ୍ତ ଏହାର ଦୃଢ ଜବାବ ଦିଆଯାଇଥିଲା ଓ ମିଳିଥିବା ସର୍ବଶେଷ ଖବର ପର୍ଯ୍ୟନ୍ତ ଏ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀକୁ ନେଇ ସିନେମା, ମୋଦିଙ୍କ ଭୂମିକା ନିଭାଇବେ ପରେଶ ରାଓ୍ଵଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ତିଆରି ହେଉଛି ସିନେମା । ଖୁବ ଶୀଘ୍ର ମୋଦିଙ୍କ ଜୀବନୀକୁ ସିନେ ପରଦାରେ ଦେଖିପାରିବେ ଦର୍ଶକ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମା ତିଆରି ହେବାକୁ ଯାଉଛି। ଆଉ ଉକ୍ତ ସିନେମାରେ ମୋଦିଙ୍କ ଭୂମିକାରେ ଅଭିନୟ…
ଅଧିକ ଖବର ଦେଖନ୍ତୁ...

ସବୁଠାରୁ ଅଧିକ ପାରିଶ୍ରମିକ ନେଇଥାନ୍ତି ବଲିଉଡ୍‌ର ଏହି ୫ ନାୟିକା, ଜାଣନ୍ତୁ କାହା ପାରିଶ୍ରମିକ କେତେ?

ବଲିଉଡରେ ଅଭିନେତ୍ରୀମାନଙ୍କ କ୍ୟାରିୟର୍‌ ଅଭିନେତାମାନଙ୍କ କ୍ୟାରିୟର୍‌ ତୁଳନାରେ ଦୁର୍ବଳ ହୋଇଥାଏ। ମାତ୍ର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ନିଜର ପ୍ରାଧାନ୍ୟ ବିସ୍ତାର କରି ସାରିଛନ୍ତି। ଆସନ୍ତୁ ଜାଣିବା ଏପରି କିଛି ବଲିଉଡ୍‌ ଅଭିନେତ୍ରିଙ୍କ ସଂପର୍କରେ। ଯାହାଙ୍କୁ…
ଅଧିକ ଖବର ଦେଖନ୍ତୁ...