Daily Archives

June 7, 2018

ଆସିଲାନି ଆମ୍ବୁଲାନ୍ସ, ହସ୍ପିଟାଲ୍‌କୁ କାନ୍ଧରେ ବୁହା ହୋଇ ଗଲେ ଗର୍ଭବତୀ

କେରଳ: ବାରମ୍ବାର ଦେଖିବାକୁ ମିଳୁଛି ଦେଶର ଦାରିଦ୍ୟ ଚିତ୍ର। କେଉଁଠି ଟଙ୍କା ଅଭାବରୁ ମୃତଦେହକୁ କାନ୍ଧଟିଏ ମିଳୁନି ତ କେଉଁଠି ଗର୍ଭବତୀ ମହିଳାଙ୍କୁ ରାସ୍ତା ଅସୁବିଧା ହେତୁ ଉଚିତ ସମୟରେ ହସ୍ପିଟାଲରେ ପହଞ୍ଚାଯାଇ ପାରୁନି। ଗୋଟାଏ କିମ୍ବା ଦୁଇଟି ରାଜ୍ୟର କଥା ନୁହେଁ, ସାରା ଦେଶକୁ ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୭ଟି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଗୁରୁବାର ପୂର୍ବାନୁମାନ କରିଛି। ତେଣୁ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଗଞ୍ଜାମ ଆଦି…
ଅଧିକ ଖବର ଦେଖନ୍ତୁ...

କେବଳ ଥଣ୍ଡା ଜଳବାୟୁପାଇଁ ନୁହେଁ , ବରଂ କେରଳର ପର୍ଯ୍ୟଟନସ୍ଥଳରେ ଶସ୍ତାରେ ମନପସନ୍ଦ ସାମଗ୍ରୀ ମିଳୁଥିବା କାରଣରୁ…

କେରଳକୁ ଖରାଦିନେ ଅଧିକସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ଜାଣନ୍ତୁ କେଉଁସ୍ଥାନକୁ ସବୁଠାରୁ ବେଶୀ ଲୋକ ଆସନ୍ତି କୋଚି: କେରଳର ଏର୍ଣ୍ଣାକୁଲମ୍‌ ଜିଲ୍ଲାରେ ଅବସ୍ଥିତ ‘କୋଚି’ର ପୂର୍ବ ନାମ ଥିଲା କୋଚିନ୍‌ । ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବଳର । ଏହା ଏକ ବାଣିଜ୍ୟିକ ସହର ଏହା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ପ୍ରବଳ ବର୍ଷା; ଅନେକ ସ୍ଥାନରେ ଜମି ରହିଛି ବର୍ଷାପାଣି

ମୁମ୍ବାଇ: ଗୁରୁବାର ସକାଳୁ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ମୁଲୁନ୍ଦ, ଘଟକୋପାର, କୁର୍ଲା, ଦାଦର ଏବଂ ପାରେଲ୍‌ ଅନେକ ଜାଗାରେ ଉଲ୍ଲେଖନୀୟ ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳରେ ପାଣି ଜମିଛି। ବିଶେଷକରି, ତଳି ଅଞ୍ଚଳ ସବୁରେ। ଖର୍‌ର କିଛି ଅଂଶ, ସିଓନ୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଟ୍ରଲର- କମାଣ୍ଡର ମୁହାଁମୁହିଁ ଧକ୍କା, ୨ ମୃତ, ୩ ଗୁରୁତର

ସୁନ୍ଦରଗଡ଼: ଆଜି ଦିନ ପ୍ରାୟ ୧ଟା ବେଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କନିକା- ହେମଗିରି ମୁଖ୍ୟ ରାସ୍ତାର ବ୍ରାହ୍ମଣୀ ପୋଲ ନିକଟରେଏକ କୋଇଲା ବୋଝେଇ ଟ୍ରଲର ଓ ଏକ ଯାତ୍ରୀବାହୀ କମାଣ୍ଡର ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିିଛି।…
ଅଧିକ ଖବର ଦେଖନ୍ତୁ...

୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ତେବେ ୮ ତାରିକ କିମ୍ବା ୯ ତାରିଖରେ ଯୁକ୍ତ ଦୁଇ କଳା ଓ ବାଣିଜ୍ର ପରୀକ୍ଷା ଫଳ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଶାହିଦ୍‌-କରୀନାଙ୍କ ବ୍ରେକ୍‌ ଅପ୍‌ ପଛରେ କାରଣ ଥିଲେ ଏହି ବଲିଉଡ ନାୟିକା ଜାଣନ୍ତୁ ସେ କିଏ ? କାହିଁକି ଏମିତି ହୋଇଥିଲା…

ମୁମ୍ବାଇ: ଆଜି ହେଉଛି ବଲିଉଡ ନାୟିକା ଅମ୍ରିତାରାଓଙ୍କର ଜନ୍ମ ଦିନ। ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ ଏକ ଗୋପନୀୟ କଥା । ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍‌ କପୁର ଓ ନାୟିକା ବେବୋ ଓରଫ କରୀନା କପୁରଙ୍କ ଆଫେଆରକୁ ନେଇ ଏକ ସମୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ସମସ୍ତେ ଭାବୁଥିଲେ ଯେ ବୋଧହୁଏ ଏ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମଧ୍ୟ ସ୍ତ୍ରୀର ଡେବିଟ୍‌ କାର୍ଡ ବ୍ୟବହାର କରି ପାରିବେ ନାହିଁ

ବେଙ୍ଗାଲୁରୁ: ନିଜ ପତି କି, ପତ୍ନୀଙ୍କୁ କିଂବା ଘନିଷ୍ଠ ବନ୍ଧୁବାନ୍ଧବଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ନିଜର ଡେବିଟ୍‌ କାର୍ଡ ଦେବା ମହଙ୍ଗା ପଡ଼ିପାରେ। ନିକଟ ଅତୀତରେ ମାଟର୍ଣ୍ଣିଟି ଲିଭ୍‌ରେ ଥିବା ଜଣେ ବେଙ୍ଗାଲୁରୁ ମହିଳା ଏ ଭଳି ଶିକ୍ଷା ଲାଭ କରିଛନ୍ତି। ବ୍ୟାଙ୍କିଙ୍ଗ୍‌ ନିୟମ…
ଅଧିକ ଖବର ଦେଖନ୍ତୁ...

ଭାଜପାକୁ ଝଟକା: ଶିବସେନା ଏକୁଟିଆ ନିର୍ବାଚନ ଳଢ଼ିବ ବୋଲି ଘୋଷଣା କଲା

ମୁମ୍ବାଇ: ଗତକାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦୀଘ ଏକ ଘଣ୍ଟାରୁ ଊର୍ଧର୍୍ୱ ସମୟ ଧରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ତାଙ୍କ ‘ମାତୋଶ୍ରୀ’ ବଙ୍ଗଳାରେ ୨୦୧୯ ନିର୍ବାଚନରେ ଭାଜପା ସହିତ ମେଣ୍ଟ କରିବା ପାଇଁ ବୁଝାଇବା ପରେ ଆଜି ଶିବସେନା ପକ୍ଷରୁ ଯେଉଁ ବୟାନ…
ଅଧିକ ଖବର ଦେଖନ୍ତୁ...

ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସହ କାମ କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି ଆଲିଆ , ଜାଣନ୍ତୁ ଏହାର କାରଣ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟ ଏବେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ସହ କାମ କରିବାକୁ ବିଶେଷ ଆଗ୍ରହ ଦେଖାଉଥିବା ଜଣାଯାଇଛି। ହେଲେ ଆପଣ ଏହାକୁ ନେଇ ଆଦୌ ବିସ୍ମିତ ହୁଅନ୍ତୁ ନାହିଁ। ଅସଲ କଥାଟା ହେଲା ଯେ ଆଲିଆ ଭଟ୍ଟ ପୁରୁଷ ନିର୍ଦ୍ଦେଶକମାନଙ୍କ ଅପେକ୍ଷା ମହିଳା…
ଅଧିକ ଖବର ଦେଖନ୍ତୁ...