Daily Archives

June 9, 2018

ଦିଲ୍ଲୀରେ ରାହୁଲଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ

ଭୁବନେଶ୍ୱର: ଶନିବାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ ଆଲୋଚନା କରୁଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ ପିସିସିର ଅନ୍ୟ ସମସ୍ତ ସବ୍‌ କମିଟି ନେଇ ନିଷ୍ପତି ନିଆଯିବ ବୋଲି ଜଣାପଡିଛି । ଏହା ସହ ଆଗାମୀ ୨-୩ ଦିନ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ଗଠନ…
ଅଧିକ ଖବର ଦେଖନ୍ତୁ...

ରାମଦେବ ବାବାଙ୍କୁ ଟକ୍କର ଦେବାକୁ ବଜାରକୁ ଆସୁଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର

ଆଜି ପର୍ଯ୍ୟନ୍ତ ଆୟୁର୍ବେଦିକ ବଜାରରେ ଚହଳ ସୃଷ୍ଟି କରିଛି ବାବା ରାମଦେବଙ୍କ ପତଂଜଳି ସାମଗ୍ରୀ। କିନ୍ତୁ ଖୁବ ଶୀଘ୍ର ବାବା ରାମଦେବଙ୍କ ଏହି ସାମଗ୍ରୀକୁ ଟକ୍କର ଦେବାପାଇଁ ବଜାରକୁ ଆସୁଛି ଆଉ ଜଣେ ବାବାଙ୍କ ଆୟୁର୍ବେଦିକ ସାମଗ୍ରୀ। ଆଜ୍ଞା ହଁ ! ପତଂଜଳୀକୁ ଟକ୍କର ଦେବାକୁ ଆସୁଛି ଆର୍ଟ ଅଫ…
ଅଧିକ ଖବର ଦେଖନ୍ତୁ...

ଏହି ବଜାରରେ ଭଡ଼ାରେ ମିଳନ୍ତି ପତ୍ନୀ, ବାପାମାଆ ଓ ବନ୍ଧୁ!

ବଜାରକୁ ଗଲେ ଆପଣ କେଉଁ କେଉଁ ଜିନିଷ କିଣିବାକୁ ପସନ୍ଦ କରନ୍ତି ପ୍ରଶ୍ନ କଲେ ଆପଣ ଘରୋଇ ସାମଗ୍ରୀଠାରୁ ଆରମ୍ଭ କରି ପ୍ରସାଧନ ସାମଗ୍ରୀର ତାଲିକା ଆମକୁ ଦେଖାଇବେ। କିନ୍ତୁ ବଜାରରୁ ପତ୍ନୀ,ବାପାମାଆ ଭଳି ଅମୂଲ୍ୟ ସମ୍ପଦ ଭଡ଼ାରେ ମିଳୁଥିବା କଥା ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।…
ଅଧିକ ଖବର ଦେଖନ୍ତୁ...

କେବଳ ୨ ଟଙ୍କାର ଫିଟିକିରି ବ୍ୟବହାର କରି କିଛି ଦିନ ମଧ୍ୟରେ ଧଳା ହୋଇଥିବା କେଶକୁ କଳା କରିପାରିବେ, ଜାଣନ୍ତୁ କେମିତି

ଫିଟିକିରି କେବଳ ପାଣି ସଫା କରି ନ ଥାଏ, ଏହା ଆମର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ। ଏହାକୁ ବ୍ୟବହାର କରି ଆମେ ଧଳା କେଶକୁ ପୁଣି କଳା କରି ପାରିବା। ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁସାରେ, ଫିଟିକିରିରେ ମାଗ୍ନେସିୟମ୍‌ ସଲ୍‌ଫେଟ୍‌ ଥାଏ। ମାଗ୍ନେସିୟମ୍‌ ହର୍ମୋନ୍‌ ସେଲ୍‌ର…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଚୋପ୍ରାଙ୍କ କଥାକୁ ବିଶ୍ୱାସ କରି ନଥିଲେ ନିର୍ମାତା , ନାୟକ ବି ମାନି ନ ଥିଲେ ଜାଣନ୍ତୁ ଏମିତି କେବେ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଏମିତି ଯୁବତୀ , ଯିଏ କି ନିଜର ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ହଲିଉଡ ଓ ବଲିଉଡରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। କିନ୍ତୁ ଏଭଳି ଏକ ସମୟ ଆସିଥିଲା, ଯେତେବେଳେ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିଅର୍‌ ଶେଷ ହେବା ଭଳି ଲାଗୁଥିଲା।…
ଅଧିକ ଖବର ଦେଖନ୍ତୁ...

ବିବାହ କରିବାକୁ ମନା କରୁଥିବା ନୂଆ ପ୍ରେମିକକୁ ପୂର୍ବ ପ୍ରେମିକଙ୍କ ସହ ମିଶି ହତ୍ୟା କଲେ ବିବାହିତା ମହିଳା

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଜଣେ ଯୁବକଙ୍କୁ ଅପହରଣ କରି ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶୁକ୍ରବାର ଦିନ ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତ ୨୫ ବର୍ଷିୟ ଅଜୟ କର ଗତ କେତେ ମାସ ହେବ ଜଣେ…
ଅଧିକ ଖବର ଦେଖନ୍ତୁ...

‘ଆଶିକ୍‌-୩’ରେ କ’ଣ ନଜର ଆସିବେ ଏହି ପୂର୍ବ ପ୍ରେମୀଯୁଗଳ !

ମୁମ୍ବାଇ: ଏବେ ବଲିଉଡରେ ଭଲ ସ୍ଥିତିରେ ନାହାନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ତାଙ୍କ ଅଭିନୀତ ସିନେମାଗୁଡିକ ଲଗାତାର ଫ୍ଲପ୍‌ ହେଉଛି। ଏଣୁ ସେ ଏବେ କାମ ମାଗିବାକୁ ଜଣେ ପ୍ରଖ୍ୟାତ ନିର୍ମାତାଙ୍କ ପାଖକୁ ଯାଇଥିଲେ ।ଏହି ନିର୍ମାତା ହେଲେ ମୁକେଶ ଭଟ୍ଟ । । ମୁକେଶ ଭଟ୍ଟ ଏବଂ ଭୂଷଣ କୁମାର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଜମି ପାଇଁ ବଡ଼ଭାଇଙ୍କୁ ପିଟିପିଟି ମାରି ଦେଲା ସମ୍ପର୍କୀୟ ସାନଭାଇ

ଅନୁଗୁଳ: ଗତକାଲି ରାତିରେ ଜମିବାଡ଼ି ବିବାଦକୁ ନେଇ ଅନୁଗୁଳ ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ରଜନୀପାଳ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସମ୍ପର୍କୀୟ ସାନଭାଇର ଠେଙ୍ଗାମାଡ଼ରେ ସବୁଦିନ ପାଇଁ ଆଖିବୁଜିଛି ବଡ଼ଭାଇ। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ମିଠାପାନ ଖୋଇ ଇଞ୍ଜିନିୟର୍‌ ଯୁବତୀଙ୍କ ସହ ଦୁଷ୍କର୍ମ କଲେ ପାନ ଦୋକାନୀ

ହାଇଦ୍ରାବାଦ: ନିଶା ଦ୍ରବ୍ୟ ମିଶ୍ରିତ ମିଠାପାନ ଦେଇ ଜଣେ ଇଞ୍ଜିନିୟର୍‌ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ହାଇଦ୍ରାବାଦର ପାନ ଦୋକାନ ଚେନ୍‌ର ଜଣେ ମାଲିକଙ୍କୁ ଗିରଫ କରାଯାଇଛି। ଯୁବତୀ ଜଣକ କାଚିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପାନ ଦୋକାନ ମାଲିକ ୩୩ ବର୍ଷିୟ…
ଅଧିକ ଖବର ଦେଖନ୍ତୁ...

ସାପମାନଙ୍କର ଜିଭ ଦି’ ଫାଳ ହୋଇଗଲା କିପରି ?

ସାପକୁ ନେଇ ଆମ ମନରେ ଆଶଙ୍କା ଥାଏ। ତେବେ ସାପର ଜିଭ ଦୁଇ ଫାଳ କାହିଁକି ବୋଲି ଜାଣିବାକୁ ଚାହାଁନ୍ତି କି? ତେବେ ପଢନ୍ତୁ ଏହି କଥା। ପୁରାଣ କାଳରେ ଦକ୍ଷ ପ୍ରତାପତିଙ୍କ ଦୁଇ କନ୍ୟା କଦ୍ରୁ୍ରୁ ଓ ବିନୀତା ଥିଲେ। ସେ ଦୁହେଁ ମୁନି କଶ୍ୟପଙ୍କର ଦୁଇ ପତ୍ନୀ ଥିଲେ। କିନ୍ତୁ ଭଉଣୀ ବିନୀତାଙ୍କୁ କୌଶଳ…
ଅଧିକ ଖବର ଦେଖନ୍ତୁ...