Daily Archives

June 9, 2018

ଚାନ୍ଦବାଲି: ଗାଧୋଉଥିବା ବେଳେ ମାଆ ଆଗରେ ନଦୀରେ ଭାସିଗଲା ପୁଅ

ଚାନ୍ଦବାଲି:ଆଜି ସକାଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ମଞ୍ଜୁରରୋଡ୍‌ସ୍ଥିତ ବୈତରଣୀ ନଦୀରେ ଏକ ଅଘଟଣ ଘଟିଛି। ନଦୀର ୪୦ ପ୍ରତିଶତରୁ ଅଧିକ ଅଞ୍ଚଳ ଶୁଖିଲା ପଡ଼ିଥିବା ବେଳେ ଯେଉଁ ପଟେ ଜଳଧାର ରହିଛି, ସେଠାକୁ ଗାଧୋଇବାକୁ ଆସିଥିବା ମାପୁଅଙ୍କ ଗୋଡ଼ ଖସିଯିବାରୁ ଉଭୟ ଅଥଳ ଜଳକୁ ଖସିଯାଇଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତି କି , ଐଶ୍ୱର୍ଯ୍ୟାଙ୍କଠାରୁ ତାଙ୍କର ଭାଉଜ ଅଧିକ ସୁନ୍ଦରୀ !

ମୁମ୍ବାଇ: ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କର ସଂପର୍କୀୟ ମାନେ ଗ୍ଲାମର ଦୁନିଆଁରୁ ଦୂରେଇ ରହିଛନ୍ତି। କିନ୍ତୁ ସେମାନଙ୍କର ସୌନ୍ଦର୍ଯ୍ୟ ଓ ଫିଟନେସକୁ ନେଇ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏମିତି ଜଣେ ମହିଳା କଳାକାର ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ବିଶ୍ୱ ସୁନ୍ଦରୀ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଜିଆର୍‌ଏସ:୧ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର: ବକେୟା ବିଲ୍‌ କରାଇଦେବା ପାଇଁ ୧ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ପଞ୍ଚାୟତର ଜିଆର୍‌ଏସ ଜ୍ୟୋତ୍ସ୍ନା ମୁନୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣ୍ଡରାପଶିର ବିପିନ ବିହାରୀ ମହାକୁଡ଼ଙ୍କ ପତ୍ନୀ ସଂଯୁକ୍ତା ମହାକୁଡ଼ଙ୍କୁ ଏକ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସୁଦୂର ଗାଁ’ଗୁଡ଼ିକୁ ଓ୍ଵାଇ-ଫାଇ ଦ୍ୱାରା ସଂଯୋଗ କରିବାକୁ ଉତ୍ତରାଖଣ୍ଡ ଆରମ୍ଭ କଲା ବେଲୁନ୍‌ଭିତ୍ତିକ ଇଣ୍ଟର୍‌ନେଟ୍‌…

ଡେରାଡୁନ୍‌: ଉତ୍ତରାଖଣ୍ଡର ଦୂରାନ୍ତ ଗାଁମାନଙ୍କରେ ଖୁବ୍‌ ଶୀଘ୍ର ମାଗଣା ଓ୍ଵାଇ-ଫାଇ ଯୋଗାଇବ ଇଣ୍ଟର୍‌ନେଟ୍‌ ପ୍ରସାରଣକାରୀ ବେଲୁନ୍‌। ଏହି ପାର୍ବତ୍ୟ ରାଜ୍ୟରେ ଥିବା ମଫସଲ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ଆକ୍‌ସେସ୍‌ ଯୋଗାଇ ଦେବା ପାଇଁ ଖଟା ଯାଇଥିବା ଉଦ୍‌ଜାନ ବେଲୁନ୍‌ ବ୍ୟବହାର କରାଯିବ।…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲା କିନ୍ନର ସଂଘ

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଟାଟାଷ୍ଟିଲ୍‌ ସୁକିନ୍ଦା କ୍ରୋମାଇଟ୍‌ ମାଇନ୍‌ସ କଲୋନିର ଜଣେ କର୍ମଚାରୀଙ୍କ ଘରେ ବେଠି ଖଟୁଥିବା ଜନୈକ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ବାପ,ମା’ ଛେଉଣ୍ଡ ଏହି ପୀଡ଼ିତା ଜଣକ ୧୫ ବର୍ଷ ଧରି ଶୋଷଣର ଶିକାର ହେବା ପରେ ଏବେ ସମ୍ପୂର୍ଣ୍ଣ ନିରାଶ୍ରୟା।…
ଅଧିକ ଖବର ଦେଖନ୍ତୁ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ପ୍ରାୟ ସାଢେ ୫ଟାରେ ଜରାମଙ୍ଗିଆ ନିକଟରେ ଡିଆରଜି ପୁଲିସ ଓ ଭୈରମଗଡ ପୁଲିସର ମିଳିତ କମ୍ବିଂ ସମୟରେ ନକ୍ସଲଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଅସରାଏ ବର୍ଷାରେ ବେହାଲ କଲ୍ୟାଣସିଂହପୁର :ମୁଖ୍ୟ ବଜାରରେ ପାଣି ପଶିଯିବାରୁ ଲୋକେ ହନ୍ତସନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାର ଡ୍ରେନ ଗୁଡିକ ଆବର୍ଜନାରେ ପୋତି ହୋଇଯାଇଥିବାରୁ ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି କୁତ୍ରିମ ବନ୍ୟା ସୃଷ୍ଟି ହେବା ସହ ଘର ମାନଙ୍କରେ ପାଣି ପଶୁଥିବାରୁ ଲୋକେ ହନ୍ତସନ୍ତ ହେବାକୁ ପଡୁଛି। କଲ୍ୟାଣସିଂହପୁରରେ ଆଜି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ମିସ୍ତ୍ରୀଙ୍କ ମୃତ୍ୟୁ

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ପୁରୁଣା ଫାୟାର ଷ୍ଟେସନ ନିକଟରେ ବିଦ୍ୟୁତ ଆଘାତରେ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ସହର ଉପକଣ୍ଠ ବ୍ରାହ୍ମଣୀଗାଁ ଅଞ୍ଚଳର କମଳ ଲୋଚନ। ସେ ଏଠାରେ ନୂତନ ଭାବେ ନିର୍ମାଣ ହେଉଥିବା ଗୋଟିଏ କୋଠା କାମରେ ନିୟୋଜିତ ହୋଇଥିଲେ।  ପୁଣି ଶବ ଜବତ କରି…
ଅଧିକ ଖବର ଦେଖନ୍ତୁ...

ଘର କାନ୍ଥ ପଡି ଶିଶୁକନ୍ୟା ଗୁରୁତର

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମକିଆ ପଞ୍ଚାୟତ ଅନ୍ତର୍ଗତ ବାସନୀ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ବର୍ଷା ଯୋଗୁଁ ଏକ ପୁରୁଣା ଘରର କାନ୍ଥ ପଡିଯିବାରୁ ଜଣେ ୫ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ନାବାଳିକାକୁ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ନଳକୂଅ ଦାବିରେ ଜାତୀୟ ରାଜପଥ ଅବରୋଧ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଜହ୍ନାପଙ୍କ ଗ୍ରାମରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ବଢ଼ିବାରେ ଲାଗିଛି। ପାନୀୟ ଜଳ ପାଇଁ ଗାଁରେ ସ୍ୱଜଳ ଧାରା ପ୍ରକଳ୍ପ ଅଛି। ହେଲେ ଏହି ପ୍ରକଳ୍ପ ଗତ ୧୧ ମାସ ହେବ ବନ୍ଦ ହୋଇ ପଡ଼ିଛି। ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ ହେଉଛି। ଫଳ…
ଅଧିକ ଖବର ଦେଖନ୍ତୁ...