Daily Archives

July 23, 2018

ବିବାହ ପରେ ମଧ୍ୟ ୩ଟି ପିଲାର ମା’ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବାରୁ ଆତ୍ମହତ୍ୟା କଲା ପ୍ରେମିକ

ଭଟିଣ୍ଡା : ପଞ୍ଜାବର ଭଟିଣ୍ଡାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବିବାହିତା ମହିଳା ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବାରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ଘଟଣା ନେଇ ପୁଲିସକୁ ଖବର ଦିଆଯିବା ପରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଶ୍ନର ଭୁଲ ଉତ୍ତର ଦେଇ ମଧ୍ୟ ଟାଇଟଲ୍‌ ଜିତିଥିଲେ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ : ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା । ଆମେରିକୀୟ ବଏଫ୍ରେଣ୍ଡ ନିକ୍‌ଙ୍କ ସହ ତାଙ୍କର ସଂପର୍କକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଥିବା ବେଳେ ଖୁବ୍‌ ଶୀଘ୍ର ଦୁଇ ଜଣ ବିବାହ କରି ପାରନ୍ତି ବୋଲି ଖବର ମିଳୁଛି । ତେବେ ଏତେ ସବୁ ମଧ୍ୟରେ ପ୍ରିୟଙ୍କାଙ୍କ…
ଅଧିକ ଖବର ଦେଖନ୍ତୁ...

ଜମି ବିବାଦକୁ ନେଇ ୯ ବର୍ଷିୟ ନାବାଳିକାକୁ ଗଣଦୁଷ୍କର୍ମ, ସାନଭାଇ ଅଟକାଇବାରୁ ଦୁଇ ଜଣଙ୍କୁ ମାରି ନଦୀରେ ଫିଙ୍ଗିଦେଲେ

ମୁଜାଫରପୁର : ବିହାରର ମୁଜାଫରପୁରରେ ଜଣେ ୯ବର୍ଷିୟ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ନଦୀରେ ଫିଙ୍ଗି ଦେବା ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭଉଣୀ ସହ ଯୌନ ପିପାସୁମାନେ ଗଣଦୁଷ୍କର୍ମ କରୁଥିବା ଦେଖି ୭ବର୍ଷର ଭାଇ ଅଟକାଇବାରୁ ତାକୁ ମଧ୍ୟ ହତ୍ୟା କରାଯାଇ ନଦୀରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନକୁ ନେଇ ଆତଙ୍କରେ ପାକିସ୍ତାନୀ ସଂଖ୍ୟାଲଘୁ

ଇସ୍ଲାମାବାଦ : ପାକିସ୍ତାନରେ ଆସନ୍ତା ୨୫ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ସେଠାରେ ରହୁଥିବା ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ଅହମଦି ଆଦି ସଂଖ୍ୟାଲଘୁମାନେ ଆତଙ୍କିତ ହୋଇପଡିଛନ୍ତି । ଏହାର କାରଣ ହେଉଛି ଏଥରର ନିର୍ବାଚନରେ ଅଧିକ ସଂଖ୍ୟକ କଠୋରପନ୍ଥୀ, ଆତଙ୍କବାଦୀମାନେ ଛିଡା…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ରେ ପିଲା ଚୋର ଭାବେ ଘୂରୁଥିଲା ମାନସିକ ଦିବ୍ୟାଙ୍ଗ ମହିଳାଙ୍କ ଫଟୋ; ପିଟି ପିଟି ହତ୍ୟା କଲେ ସ୍ଥାନୀୟ…

ଭୋପାଲ: ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ବି ଦେଶରେ ଭିଡ଼ ହିଂସା କମିବାର ନାଁ ଧରୁନି। କେହି ନା କେହି କିଛି ଦିନ ଅନ୍ତରରେ କାହାକୁ ଗୋଷ୍ଟୀବଦ୍ଧ ଭାବେ ମାରପିଟା କରିବା ପରି ଘଟଣା ସାମ୍ନାକୁ ଆସି ଯାଉଛି। ଏବେ ମଧ୍ୟପ୍ରଦେଶରେ ସେପରି ଏକ ଘଟଣା ଦେଖିବାକୁ ମିଳିଛି। ଏମ୍‌ପିର ସିଙ୍ଗରୋଲ ଜିଲ୍ଳାର…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ପାଣିରେ ଓଡ଼ିଶା ଭାସୁଛି କି ? କଲମା ବାରେଜର ୬୬ ଗେଟ୍ ମୁକୁଳା, ମାଡ଼ି ଆସୁଛି ପାଣି

ଭୁବନେଶ୍ୱର: ରାଜ୍ୟରେ ବାଦଲଫଟା ବର୍ଷା ପରେ ମହାନଦୀ ସମେତ ଅନ୍ୟ ନଦୀଗୁଡିକରୁ ଜଳପତନ ବଢିବାରେ ଲାଗିଛି । ଠିକ୍ ଏହି ସମୟରେ କଲମା ବ୍ୟାରେଜର ସବୁ ଗେଟ୍ ଖୋଲି ଦେଇଛି ଛତିଶଗଡ଼। ଯେଉଁ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି, ସେଥିପାଇଁ ଛତିଶଗଡ଼ ଦାୟୀ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ମାଧ୍ୟମରେ ଟ୍ରକ ପରିବହନ ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ଦେଶରେ ପରିବହନ ବ୍ୟବସ୍ଥା ମହଙ୍ଗା ହେଉଛି । ପରିବହନ ଭଡ଼ା ବଢାଇବାକୁ ଟ୍ରକମାଲିକ ସଂଘ ପକ୍ଷରୁ ବାରମ୍ବାର ଧର୍ମଘଟ ଡକରା ଦିଆଯାଉଛି । ଏଣେ ପରିବହନ ଦର ବଢାଇଲେ ଦରଦାମ ବଢିଯାଉଛି । ଏହାର ସମାଧାନ କରିବାକୁ ସରକାର ଏକ ଉପାୟ ଉପରେ ବିଚାର…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀପୁର: ଅଜଣା ରୋଗରେ ୪ ଦିନରେ ୩ ମୃତ, ୪ ଆକ୍ରାନ୍ତକୁ ହସ୍ପିଟାଲରେ ଭର୍ତ୍ତି 

ଲକ୍ଷ୍ମୀପୁର(କୋରାପୁଟ): ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମପଞ୍ଚାୟତ ସଦରମହକୁମା ଗାଁରେ ଅଜଣା ରୋଗରେ ଗତ ଚାରି ଦିନ ମଧ୍ୟରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଆକ୍ରାନ୍ତକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଛି। ଗୁରୁବାର କାଡିଆ ମାଣ୍ଡିଙ୍ଗା (୬୬), ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...