Daily Archives

July 23, 2018

ଲିଞ୍ଚିଙ୍ଗ୍‌ ରୋକିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଗଠିତ ହେଲା ମନ୍ତ୍ରୀଗୋଷ୍ଠୀ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ପିଲାଚୋର ସନ୍ଦେହରେ ଓ ଗୋରକ୍ଷା ନାମରେ ଏକାଧିକ ଉତ୍ୟକ୍ତ ଲୋକ ଏକାଠି ହୋଇ ଆଇନ୍‌କୁ ହାତକୁ ନେବା ସହ ଲୋକଙ୍କୁ ଯେପରି ହତ୍ୟା କରୁଛନ୍ତି (ଲିଞ୍ଚିଙ୍ଗ୍‌) ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ନାଳରେ ଭାସିଲେ ୨୦ରୁ ଅଧିକ କୃଷ୍ଣସାର ମୃଗ, ଭିଡିଓ ଭାଇରାଲ

ବ୍ରହ୍ମପୁର: ଋଷିକୁଲ୍ୟା ନଦୀର ଏକ ଶାଖା ନାଳରେ ଦୁର୍ଲଭ ପ୍ରଜାତିର ହରିଣ ‘କୃଷ୍ଣସାର ମୃଗ’ ଭାସିଛନ୍ତି। ବନ୍ୟାଜଳରେ ମୃଗଗୁଡ଼ିକ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ବେଳେ କେହି ଜଣେ ବ୍ୟକ୍ତି ଏହାକୁ ଭିଡିଓ ସୁଟିଂଗ କରି ସୋସିଆଲ ମିଡିଆରେ ଅପଲୋଡ କରିଛି, ଯାହାକି ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...

ଏକାଥରକେ କିଣାଗଲା ୫,୦୦୦ ଦୁଷ୍କର୍ମ ଯାଞ୍ଚ୍‌କାରୀ କିଟ୍‌; ପୀଡ଼ିତା ଦେହରୁ ଦୁଷ୍କର୍ମକାରୀର ରକ୍ତ, ବୀର୍ଯ୍ୟ, ଝାଳ…

ନୂଆଦିଲ୍ଳୀ: ଯୌନ ଉତ୍ପୀଡ଼ନ ମାମଲାର ଯାଞ୍ଚ ତୁରନ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଏକାଥରରେ ୫,୦୦୦ ଦୁଷ୍କର୍ମ ଯାଞ୍ଚ୍‌କାରୀ କିଟ୍‌ କ୍ରୟ କରିଛନ୍ତି। ଏହି କିଟ୍‌ଗୁଡ଼ିକୁ ଦେଶର ବିଭିନ୍ନ ପୁଲିସ୍‌ ଷ୍ଟେସନ୍‌ରେ ଦିଆଯିବ। ଫଳରେ ଏହାକୁ ବ୍ୟବହାର କରି ଦୁଷ୍କର୍ମକାରୀ ପାଖରେ ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ଆମାଜନ୍‌ର ‘ଆଲେକ୍ସା’ ଉଦ୍ଭାବନ କରିଛନ୍ତି ଏହି ଭାରତୀୟ ଇଂଜିନିୟର

ରାଞ୍ଚି: ବର୍ତ୍ତମାନ୍‌ ଆଲେକ୍ସା ଭାରତରେ ଏବଂ ବିଶ୍ୱର ବିଭିନ୍ନ ଦେଶରେ ବେଶ୍‌ ଲୋକପ୍ରିୟ ହୋଇଉଠିଛି। କଣ୍ଠସ୍ୱରରୁ ପରିଚୟ ଯାଞ୍ଚ କରୁଥିବା ବା ଭଏସ୍‌ ରେକଗ୍‌ନିସନ୍‌ ମଡୁଲ ଆଲେକ୍ସା ଏବେ ସାରା ବିଶ୍ୱରେ ଗ୍ରହଣୀୟ ହୋଇପଡ଼ିଛି। ଆମଜନ୍‌ର ଆଲେକ୍ସା ନିର୍ମାଣ କରିବା ପଛରେ କାହାର ଚିନ୍ତାଧାରା…
ଅଧିକ ଖବର ଦେଖନ୍ତୁ...

ଫୁଲୁଛି ବୈତରଣୀ: ଆଖୁଆ ପଦାରେ ଜଳସ୍ତର ବିପଦ ସଂକେତ ଉପରେ

ଭଦ୍ରକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୈତରଣୀ ନଦୀ ଫୁଲି ଉଠିଛି। ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ସୋମବାର ବିପଦ ସଂକେତ ଉପରେ ରହିଛି। ଏଠାରେ ଜଳସ୍ତର ୧୭.୯୦ ମିଟରକୁ ଛୁଇଁଛି। ଆଉ ମାତ୍ର ୦.୩୦ ମିଟର ଜଳସ୍ତର ବଢ଼ିଲେ ସ୍ଥିତି ଅଡୁଆ ହେବ। ଶହ ଶହ ଗାଁ ଜଳମଗ୍ନ ହୋଇଯିବ। ଲକ୍ଷାଧିକ ଲୋକ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଚୀନ୍‌ ସାଗରରେ ରୋବର୍ଟ ପରିଚାଳିତ ଆତ୍ମଘାତୀ ବୁଡ଼ାଜାହାଜ ମୁତୟନ କରିବ ଚୀନ୍‌

ବେଜିଂ: ଚୀନ୍‌ ଏବେ ସାମୁଦ୍ରିକ କ୍ଷେତ୍ରରେ ନିଜର ସାମରିକ ଶକ୍ତି ବିସ୍ତାର କରିବା ଲକ୍ଷ୍ୟରେ ବ୍ୟାପକ ଉଦ୍ୟମ ଆରମ୍ଭ କରି ଦେଇଛି। ଏହିକ୍ରମରେ ଚୀନ୍‌ ଏବେ ସଂପୂର୍ଣ୍ଣ ମାନବ ବିହୀନ ରୋବର୍ଟ ପରିଚାଳିତ ଅତ୍ୟନ୍ତ କ୍ଷମତାଶାଳୀ ଓ ଆତ୍ମଘାତୀ ବୁଡ଼ାଜାହାଜ (ସବ୍‌ମେରିନ୍‌) ନିର୍ମାଣ କରିବା ସହ…
ଅଧିକ ଖବର ଦେଖନ୍ତୁ...

ମଦ ତିଆରି ପାଇଁ ଅନଲାଇନରେ ସାପ ମଗାଇଥିଲେ ଚୀନ ଯୁବତୀ, ମାରିଲା ଚୋଟ

ବେଜିଂ : ମଦକୁ ଅଧିକ ନିଶାଯୁକ୍ତ କରିବାକୁ ଚୀନର ଜଣେ ଯୁବତୀ ସାପ କିଣିଥିଲେ । କିନ୍ତୁ ଉକ୍ତ ସାପ ଚୋଟରେ ସେ ପ୍ରାଣ ହରାଇଛନ୍ତି । ଚୀନର ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଜିନହୁଆର ଏକ ରିପୋର୍ଟ ଅନୁସାରେ ଉକ୍ତ ଯୁବତୀ ଉତ୍ତର ଚୀନର ସାନଜି ପ୍ରଦେଶର ଅଧିବାସୀ । ନିଜ ମଦକୁ ଅଧିକ ନିଶା ଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପ୍ଲେଡେଟ୍‌ରେ ଗଲେ ତୈମୁର; ଜାଣନ୍ତୁ କାହା ସହ ମସ୍ତି କଲେ ସୈଫ୍‌ରୀନାଙ୍କ ତନୟ

ମୁମ୍ବାଇ: ଷ୍ଟାର୍‌ କିଡ୍‌ମାନଙ୍କ ଭିତରେ ଷ୍ଟାର୍‌ ହେଉଛନ୍ତି ସୈଫ୍‌ଅଲ୍ଳୀ ଖାଁ ଓ କରୀନା କପୁରଙ୍କ କୌତୂକିଆ ପୁଅ ତୈମୁର ଅଲ୍ଲୀ ଖାଁ ବୋଲି ଏକଥା କେହି ଅସ୍ୱୀକାର କରିବେ ନାହିଁ। ସେ ହେଉଛନ୍ତି ଇଣ୍ଟର୍‌ନେଟ୍‌ରେ ନିତି ଦିନ ଛାଇ ଯାଉଥିବା ପ୍ରିୟ ଷ୍ଟାର୍‌ କିଡ୍‌। ତୈମୁର କିିଛି ଦିନ ପାଇଁ…
ଅଧିକ ଖବର ଦେଖନ୍ତୁ...

କାନାଡାକୁ ପ୍ରବେଶ କରିପାରିଲେ ନାହିଁ ‘ଆପ୍‌’ର ୨ ବିଧାୟକ, ବିମାନ ବନ୍ଦରରୁ ଫେରିଲେ ଭାରତ

ଓଟାଓ୍ଵା: କାନାଡା ନିଜ ଦେଶରେ ଭାରତର ୨ ଜଣ ନେତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦେଇ ନାହିଁ। ଭାରତୀୟ ଏହି ୨ ନେତାଙ୍କୁ ଫେରାଇ ଦେଇଛି। କାନାଡାର ଓଟାଓ୍ଵା ବିମାନ ବନ୍ଦରରେ ଆମ୍‌ ଆଦମୀ ପାର୍ଟିର ବିଧାୟକ କୁଲତାର ସିଂହ ସନ୍ଧଓ୍ଵା ଓ ଅମରଜୀତ ସିଂହ ସନ୍ଦାଓଙ୍କୁ କିଛି ସମୟ ପାଇଁ ଥାନାରେ…
ଅଧିକ ଖବର ଦେଖନ୍ତୁ...

ସୁନାବେଶରେ ରଥାରୁଢ଼ ଶ୍ରୀଜିଉ : ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ସୁନାବେଶ ନୀତି ଆରମ୍ଭ ହୋଇଛି। ରଥାରୁଢ଼ ଶ୍ରୀଜିଉଙ୍କଠାରେ ସୁନାଅଳଙ୍କାର ଲାଗି କରାଯାଇଛି । ସୁନାର କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ,…
ଅଧିକ ଖବର ଦେଖନ୍ତୁ...