Daily Archives

August 3, 2018

କେଶ ଝଡୁଛି କି? ଆପଣାନ୍ତୁ ଏହି ଘରୋଇ ତରିକା; ସପ୍ତାହେ ମଧ୍ୟରେ ଦୂର ହେବ ସମସ୍ୟା

ଆଜିକାଲି ପ୍ରବଳ ମାତ୍ରାରେ ପ୍ରଦୂଷଣ ହେତୁ କେଶ ଝଡ଼ିବା ପ୍ରାୟ ଏକ ରକମର ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟା ଏବେ ଉଭୟ ପୁରୁଷ ଓ ନାରୀଙ୍କ ଭିତରେ ଦେଖିବାକୁ ମିଳୁଛି। ଯଦି ଆପଣକୁ ରୀତିମତ ଭାବେ ବାହାରକୁ ଯାଉଛନ୍ତି ତ ତେବେ କେଶ ଝଡ଼ିବା ଥୟ ବୋଲି ଧରିନିଅନ୍ତୁ। ସୀମାରେ ଝଡ଼ିଲେ ଠିକ୍‌ ଅଛି।…
ଅଧିକ ଖବର ଦେଖନ୍ତୁ...

ଜେଜେମାଆ କହନ୍ତି ଗୁଆଘିଅ ଦେହ ପାଇଁ ହିତକର; ବିଜ୍ଞାନ କହେ ଜେଜେମାଆ ଠିକ୍‌

ପିଲାଦିନେ ଜେଜେମାଆ ହାତ ତିଆରି ଗୁଆଘିଅ ଆପଣ ଖାଇଥିବେ ନିଶ୍ଚୟ। ଗୁଆଘିଅର ସୁଆଦ ଯେତେ ଭଲ ଶରୀର ପାଇଁ ତାହା ଆହୁରି ଭଲ। ନିଜ ନାତିନାତୁଣୀମାନଙ୍କୁ ଶକ୍ତ, ସୁସ୍ଥ ଓ ଚିକ୍କଣ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜେଜେମାଆ ଗୁଆଘିଅକୁ ଔଷଧ ପରି ଖୁଆଇ ଥାଆନ୍ତି। ଔଷଧ ପରି ନୁହେଁ ଆଜ୍ଞା, ଖାଲି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଯୋଗୀ: ଗୁଇନ୍ଦା ସୂଚନା ମିଳିବା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତ୍ମଘାତୀ ହାମ୍‌ଲା କରି ତାଙ୍କୁ ହତ୍ୟା କରିବା ପାଇଁ କିଛି ଆତଙ୍କବାଦୀ ଗୋଷ୍ଠୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଏସଂପର୍କରେ ମଧ୍ୟପ୍ରଦେଶ ଗୁଇନ୍ଦା ବିଭାଗ କିଛି ନିର୍ଦ୍ଧିଷ୍ଟ ସୂତ୍ରରୁ ଖବର ପାଇବା ପରେ ଏସଂପର୍କରେ ଉଭୟ…
ଅଧିକ ଖବର ଦେଖନ୍ତୁ...

ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ବିଲ୍‌ ଲୋକସଭାରେ ଗୃହୀତ, ମଣିପୁରରେ ସ୍ଥାପନା ହେବ କ୍ୟାମ୍ପସ୍‌

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ବିଲ୍‌ ଶୁକ୍ରବାର ଲୋକସଭାରେ ଗୃହୀତ ହୋଇଯାଇଛି। ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ମଣିପୁରର ରାଜଧାନୀ ଇମ୍ଫାଲ ଠାରେ ସ୍ଥାପନା ହେବ। The National Sports University, Manipur is envisioned to offer courses in 13…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ମୋବାଇଲ୍ କଣ୍ଟାକ୍ଟ ଲିଷ୍ଟରେ ‘୧୯୪୭’ ନମ୍ବର ଆପେ ଆପେ ସେଭ୍‌ ହୋଇ ଯାଇ ନାହିଁ ତ ? ଦେଖି ନିଅନ୍ତୁ ?

ନୂଆଦିଲ୍ଲୀ : ଦେଶରେ ଆଧାର କାର୍ଡ ଜାରି କରୁଥିବା ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡ଼ିଏଆଇ) ପୁଣି ଆସିଛି ଚର୍ଚ୍ଚାକୁ । ଶୁକ୍ରବାର ସୋସିଆଲ୍‌ ମିଡିଆରେ ୟୁଆଇଡ଼ିଏଆଇର ନୂଆ ହେଲ୍ପଲାଇନ୍‌ ନମ୍ବର ‘୧୯୪୭’ ଟ୍ରେଣ୍ଡିଂ କରୁଥିଲା। ଅସଲ କଥା ହେଲା ଆଜି ସକାଳୁ ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ଜାତିଆଣ ଓ ଲିଙ୍ଗଗତ ଭେଦଭାବ ଏହି ତାମିଲ୍‌ନାଡୁ ଝିଅଙ୍କ ଆଇଏଏସ୍‌ ବନିବାର କାରଣ ପାଲଟିଲା, ପରିବାର ଓ ସଂପର୍କୀୟଙ୍କ ଚାପ…

କୁନି ଝିଅଟି ସ୍କୁଲ୍‌ର ଫ୍ୟାନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ ଆଇଏଏସ୍‌ ଚରିତ୍ର ନିଭାଏ ଓ ସେହି ଚରିତ୍ର ତା’ ମନରେ ଛାପ ଛାଡ଼ିଯାଏ। ସମୟକ୍ରମେ ବଡ଼ ହୋଇ ସେ ହୁଅନ୍ତି ଆଇଏଏସ୍‌ ଅଧିକାରୀ ପୁଭିତା ଶୁବ୍ରମଣ୍ୟନ୍‌। ପୁଭିତାଙ୍କ ଜନ୍ମ ଅନ୍ୟାନ୍ୟ ପଛୁଆ ବର୍ଗରେ। ସେ ପିଲାଟି ଦିନରୁ ଜାତିଆଣା, ଯୌତୁକ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୨୦ ମୃତ

କାବୁଲ: ଆଫଗାନିସ୍ତାନର ଏକ ସିହା ମସଜିଦରେ ଆଜି ଦୁଇଟି ବୋମା ବିସ୍ଫୋରଣ ହେବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଓ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି କାରଣ ଶୁକ୍ରବାର କାରଣରୁ ମସଜିଦରେ ପ୍ରାର୍ଥନା କରିବାକୁ ଅନେକ ଲୋକ ଥିଲେ । ତେବେ କେତେକ…
ଅଧିକ ଖବର ଦେଖନ୍ତୁ...

ଗେରୁଆ ରାଜନୀତି; ଧଳା ରଙ୍ଗର ଗାନ୍ଧୀ ପ୍ରତିମୂର୍ତ୍ତିକୁ ଗେରୁଆ କରିବା ଘଟଣାକୁ ନେଇ ୟୁପି ଗ୍ରାମରେ ଉତ୍ତେଜନା

ଶାହାଜାହାନପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଥିବା ମାହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଗୁରୁବାର ରାତିରେ ଗେରୁଆ ରଙ୍ଗରେ ରଙ୍ଗୀନ୍‌ କରିଦେବା ଘଟଣାକୁ କେନ୍ଦ୍ର କରି ଉତ୍ତରପ୍ରଦେଶର ରାଜନୀତି ଆଜି ବେଶ୍‌ ସରଗରମ…
ଅଧିକ ଖବର ଦେଖନ୍ତୁ...

ସହିଦ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ବିଦେଶୀ ଚାକିରି ଛାଡି ଗାଁକୁ ଫେରିଲେ ୫୦ କାଶ୍ମୀର ଯୁବକ, ସେନା ଓ…

ଶ୍ରୀନଗର: ଗତ ଜୁନ ମାସରେ ବିଏସଏଫ ଜଓ୍ଵାନ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ତାଙ୍କ ଗାଁର ୫୦ ଜଣ ଯୁବକ ଆଗେଇ ଆସିଛନ୍ତି । ସେମାନେ ସାଉଦି ଆରବରେ ଚାକିରି ଛାଡି ଭାରତୀୟ ସେନା, ବିଏସଏଫ ବା ସିଆରପିଏଫରେ ଯୋଗ ଦେଇ ନିଜ ଗାଁ ପିଲାର ହତ୍ୟାର ଚରମ ପ୍ରତିଶେଧ ନେବେ । ଗତ ଜୁନ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟେଷ୍ଟ: ଅଶ୍ୱିନ-ଈଶାନ୍ତଙ୍କ ନିଶାଣରେ ଇଂଲଣ୍ଡ, ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍କୋର ୬/୮୬

ବର୍ମିଂହାମ: ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଓ ଈଶାନ୍ତ ଶର୍ମାଙ୍କ ଆତ୍ମଘାତୀ ବୋଲିଂରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଛି। ଇଂଲଣ୍ଡ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାର ୩ୟ ଦିନରେ ଗୁରୁବାର ୬ଟି ଓ୍ଵିକେଟ ହରାଇ ୮୬ ରନ୍‌ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଭାରତ ୨୭୪ ରନ୍‌…
ଅଧିକ ଖବର ଦେଖନ୍ତୁ...