Daily Archives

August 3, 2018

ଭାରତୀୟ ରେଳରେ କରିପାରିବେ ମାଗଣା ଯାତ୍ରା ! ଏହି ଶ୍ରେଣୀର ସାଧାରଣ ନାଗରିକ ପାଇପାରିବେ ୧୦୦% ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି ଭାରତୀୟ ରେଳବାଇ ସାଧାରଣ ନାଗରିକମାନଙ୍କୁ ମାଗଣାରେ ଯାତ୍ରା କରିବାପାଇଁ ସୁବିଧା ଦେଉଛି? କେତେକ ବର୍ଗର ଲୋକଙ୍କୁ ଟିକେଟରେ ୫୦% ପର୍ଯ୍ୟନ୍ତ ମଧ୍ୟ ରିହାତି ମିଳୁଛି । କିନ୍ତୁ ଏହି ସବିଧା ପାଇବା ପାଇଁ ଆପଣଙ୍କୁ କିଛି ନିୟମ ପାଳିବାକୁୁ ପଡ଼ିବା ଏହି ନିୟମକୁ ଆପଣ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ମ୍ୟାନେଜରଙ୍କୁ ବାନ୍ଧି ପିଟିଲେ, କର୍ମଚାରୀ-ଗ୍ରାହକଙ୍କୁ କୋଠରୀରେ ପୂରାଇ ଲୁଟିଲେ ୧୧ ଲକ୍ଷ

ସମ୍ବଲପୁର: ବ୍ୟାଙ୍କ ମ୍ୟାନେଜରଙ୍କୁ ବାନ୍ଧି ପିଟିଲେ। ବ୍ୟାଙ୍କର ଫିଲଡ୍‌ ଅଫିସର, ପିଅନ୍‌ ଓ ୨ଜଣ ଗ୍ରାହକଙ୍କୁ ଗୋଟିଏ କୋଠରୀରେ ପୂରାଇ ଶୁକ୍ରବାର ଅପରାହ୍ନରେ ଦୁର୍ବୃତ୍ତମାନେ ୧୦ ଲକ୍ଷ ୯୩ ହଜାର ୫୦୦ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ସମ୍ବଲପୁର ଜିଲ୍ଲାର ଜମନକିରାସ୍ଥିତ ଆନ୍ଧ୍ରା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ସର୍ଦ୍ଦାର ରାଜାସ୍‌ ମେଡିକାଲ୍‌ କଲେଜର ମୁଖ୍ୟ ପରିଚାଳକ କନ୍ୟାକୁମାରୀରୁ ଗିରଫ

ଭୁବନେଶ୍ୱର: କଳାହାଣ୍ଡିର ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜାସ୍‌ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ର ମୁଖ୍ୟ ତଥା ଏହି କଲେଜ ପରିଚାଳନା କରୁଥିବା ସେଲଭମ୍‌ ଏଜୁକେସନାଲ୍‌ ଆଣ୍ଡ୍‌ ଚାରିଟେବୁଲ୍‌ ଟ୍ରଷ୍ଟର ମାନେଜିଂ ଟ୍ରଷ୍ଟ ଏ.ଜେ.ରାଜାଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ରାଜାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆମ ପ୍ରତି ଏତେ ପାତରଅନ୍ତର କାହିଁକି ? ପାକିସ୍ତାନର ଅଭିଯୋଗ

ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା କମ କରିଚାଲିଥିବାବେଳେ ଭାରତକୁ ଷ୍ଟ୍ରାଟର୍ଜିକ ଟ୍ରେଡ ଅଥେଣ୍ଟିକେସନ (ଏସଟିଏ-୧) ରାଷ୍ଟ୍ର ମାନ୍ୟତା ଦେବା ଇସ୍ଲାମାବାଦକୁ ଭାରି ବାଧୁଛି । ତା ପ୍ରତି ପାତରଅନ୍ତର କରାଯାଉଥିବା ପାକିସ୍ତାନ କହୁଛି । ପାକିସ୍ତାନ ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ କଡ଼ରେ ନାବାଳିକାଙ୍କୁ ନେଇ ଚାଲିଥିଲା ଦେହ ବେପାର; କେନ୍ଦ୍ର ମନ୍ତ୍ରୀ ଜାଣିବା ପରେ କହିଲେ ଦୁର୍ଭାଗ୍ୟଜନକ,…

ଭୋପାଳ (ମଧ୍ୟପ୍ରଦେଶ)/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତ୍‌ଲାମ୍‌ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୭୯ କଡ଼ରେ ଏକ ଜନଜାତି ପକ୍ଷରୁ ନାବାଳିକାମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରା ଯାଉଥିବା ଘଟଣା ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଏବେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଇଟାରେ ଛେଚି ଛେଚି ବୃଦ୍ଧାଙ୍କୁ ହତ୍ୟା; ସନ୍ଦେହ ଘେରରେ ପରିବାରବର୍ଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କଣିହା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର ହେମଲତା ମିଶ୍ର ନାମ୍ନୀ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ମୁଣ୍ଡରେ ଇଟାରେ ଛେଚି ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୃଦ୍ଧାଙ୍କ ମୃତଦେହ ଘର ସାମ୍ନାରେ ଥିବା ଏକ ବୁଣା ଖଟିଆ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଡାକ୍ତରମାନଙ୍କୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ପ୍ରେତ୍ସାହନ, ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଡାକ୍ତରମାନଙ୍କ ପାଇଁ ପ୍ରେତ୍ସାହନ ରାଶିକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଓଡ଼ିଶା ଡାକ୍ତରୀ ସ୍ୱାସ୍ଥ୍ୟସେବା କ୍ୟାଡର ଅଧିନରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ଏହା ଲାଗୁ ହେବ । ଏମସିଆଇ…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆର ଖର୍ଚ୍ଚକାଟ ଯୋଜନାରେ ବଳି ପଡ଼ିଲା ଜଳଖିଆ; ଏଣିକି ଯାତ୍ରୀଙ୍କୁ ମିଳିବ ବିସ୍କୁଟ ଓ ବାଦାମ

ମୁମ୍ବାଇ: ଦେଶ ମଧ୍ୟରେ ସ୍ୱଳ୍ପ ଦୂରତା ପାଇଁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କିମ୍ବା ଘରୋଇ ଏୟାର ଇଣ୍ଡିଆ ବିମାନରେ ଏକ ଘଣ୍ଟାରୁ କମ୍‌ ସମୟ ପାଇଁ ଉଡ଼ାଣ ଭରୁଥିବା ଯାତ୍ରୀମାନଙ୍କୁ ଆଉ ବିମାନ ମଧ୍ୟରେ ଜଳଖିଆ ମିଳିବ ନାହିଁ। କାରଣ ଖର୍ଚ୍ଚକାଟ ଯୋଜନାରେ ଏବେ ଏୟାର ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗୁ ଓ ମ୍ୟାଲେରିଆରୁ ବଞ୍ଚିବାକୁ ଚାହୁଁଛନ୍ତି? ପାଳନ୍ତୁ ଗମ୍ବୁସିଆ ମାଛ !

ନୂଆଦିଲ୍ଲୀ: କଥାରେ ଅଛି ମାଛ ଖାଇଲେ ଶକ୍ତି ମିଳେ । କିନ୍ତୁ ଆପଣଙ୍କୁ ଯଦି କିଏ କହେ ମାଛ ପାଳିଲେ ରୋଗ ଦୂର ହୋଇଯାଏ, ତା’ହେଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହା ଶତପ୍ରତିଶତ ସତ ଓ ସରକାର ମଧ୍ୟ ଏଥି ପ୍ରତି ଗୁରୁତ୍ୱ ଦେଉଛନ୍ତି । ସୂଚନା ମୁତାବକ ଗମ୍ବୁସିଆ ନାମକ ମାଛର…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବ: ନୂଆ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର : ନୂଆ ପୋଲିସ କମିସନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି । ଆଜି ଭୁବନେଶ୍ୱରରେ ପୋଲିସ କମିସନରେଟ୍ କାର୍ଯ୍ୟାଳୟରେ ସେ ବିଦାୟୀ କମିସନର ୱାଇ.ବି ଖୁରାନିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ କମିସନର କହିଛନ୍ତି , ‘ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...