Daily Archives

September 13, 2018

ସରକାରୀ ଚାକିରିକୁ ଆଶା କରି କରି ଶେଷରେ ମୂର୍ତ୍ତି ଗଢ଼ି ପେଟ ପୋଷୁଛନ୍ତି ଏହି ଗୋଆର କ୍ରିକେଟ୍‌ ଖେଳାଳି

ପାଣାଜି: ଚନ୍ଦନ ଡୋଙ୍ଗେର୍‌କର୍‌, ୩୦ ବର୍ଷ ବୟସ୍କ କ୍ରିକେୟଟ୍‌ ଖେଳାଳୀ। ସେ ଆଠ ଥର ଟେନିସ୍‌ ଖେଳରେ ଗୋଆକୁ ପ୍ରତିନିଧିତ୍ୱ କରି ଖ୍ୟାତି ଅର୍ଜନ ବି କରିଛନ୍ତି। ମାତ୍ର ତାଙ୍କ ଜୀବନ ଜୀବିକା କିନ୍ତୁ କ୍ରିକେଟ୍‌ କିମ୍ବା ଟେନିସ୍‌ରେ ଚାଲୁନାହିଁ। ଚନ୍ଦନ ଜୀବିକା ନିର୍ବାହ ପାଇଁ ୨୦ ଥର…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍ ଫୋନ୍ ବ୍ୟବହାର ଯୋଗୁଁ କମିପାରେ ଆଖିର ‘ବ୍ଲିକିଂଙ୍ଗ୍ ରେଟ୍’; ଶୁଖି ଯାଇପାରେ ଡୋଳା! ଜାଣନ୍ତୁ କାହିଁକି ଏପରି…

ନୂଆଦିଲ୍ଲୀ : ନିକଟରେ ହୋଇଥବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଯୁବଗୋଷ୍ଠୀ ଦିନକୁ ୪ରୁ ୫ ଘଣ୍ଟା ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବାରେ ଅପଚୟ କରନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି ମୋବାଇଲରୁ ଆସୁଥିବା ଉଜ୍ଜ୍ବଳ ରଶ୍ମୀ ଆପଣଙ୍କ ଆଖିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ । ଯେତେ ଅଧିକ ଆପଣ ଫୋନକୁ…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୧ ଲକ୍ଷ ଟଙ୍କାର ସୁନା ଜବତ, ଜଣେ ଗିରଫ

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ୨୧ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ଟ୍ରଲି ବ୍ୟାଗର ଆଲୁମିନିୟମ ଲାଇନିଂ ଭିତରେ ଲୁଚାଇ ଅଣାଯାଉଥିବା ସୁନାର ଓଜନ ୬୯୦ ଗ୍ରାମ ହେବ। କ୍ୱାଲାଲାମ୍ପୁରରୁ ସୁନା ନେଇ ଆସିଥିବା ଅଭିଯୋଗରେ କଷ୍ଟମ ବିଭାଗ ଜଣେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଭିଭୋ ଭି-୧୧ ପ୍ରୋ ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ, କିପରି ପାଇବେ ୨୦୦୦ଟଙ୍କାର କ୍ୟାସବ୍ୟାକ ଜାଣନ୍ତୁ

ନୂଆଦିଲ୍ଲୀ : ଚାଇନିଜ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ଇନ୍‌-ଡିସ୍‌ପ୍ଲେ ଫିଙ୍ଗର ପ୍ରିଣ୍ଟଯୁକ୍ତ ସ୍ମାର୍ଟଫୋନ୍‌ ଭି-୧୧ ପ୍ରୋ ର ବିକ୍ରି ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍‌ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ନୈଷ୍ଠିକ ବ୍ରାହ୍ମଣ ଯାତ୍ରୀଙ୍କୁ ବିମାନ ଭିତରେ ଆମିଷ ଖାଦ୍ୟ ଦେବା ମହଙ୍ଗା ପଡ଼ିଲା; ୬୫ ହଜାରର ତଣ୍ଡ ଗଣିଲା ଜେଟ୍‌…

ନୂଆଦିଲ୍ଲୀ: ଜନ୍ମରୁ ନିରାମିଷ ଖାଦ୍ୟ ଭକ୍ଷଣ କରି ଆସୁଥିବା ଜନୈକ ନୈଷ୍ଠିକ ବ୍ରାହ୍ମଣ ବିମାନ ଯାତ୍ରୀଙ୍କୁ ବିମାନ ଭିତରେ ଆମିଷ ଖାଦ୍ୟ ପରଷିବା ଜେଟ୍‌ ଏୟାରେଓ୍ଵଜ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ୬୫ ହଜାରର ତଣ୍ଡ ଗଣିବା ପାଇଁ ପଡ଼ିଛି ଜେଟ୍‌ ଏୟାରେଓ୍ଵଜ୍‌ କର୍ତ୍ତୃପକ୍ଷଙ୍କୁ।…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ମାର୍ଚ୍ଚ ସୁଦ୍ଧା ଇନବକ୍ସକୁ ବନ୍ଦ କରିଦେବ ଗୁଗୁଲ

ନୂଆଦିଲ୍ଲୀ : ଗୁଗୁଲର ବିକଳ୍ପ ଇମେଲ ଆପ ଇନବକ୍ସ ଆସନ୍ତା ମାର୍ଚ୍ଚ ମାସରେ ବନ୍ଦ କରିଦିଆଯିବ । ଏ ସଂପର୍କରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଜିମେଲ ପରି ଏହି ଇନବକ୍ସକୁ ସେତେଟା ସଫଳତା ମିଳିନଥିବାରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି । ଗୁଗୁଲ ପକ୍ଷରୁ ୨୦୧୪ରେ ଏହି ଇନବକ୍ସ ଲଞ୍ଚ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଭାରସାମ୍ୟ ହରାଇ ଅତନ ଗଛରେ ବାଡେଇଲେ ବାଇକ୍‌, ଚାଲିଗଲା ୨ ଯୁବକଙ୍କ ଜୀବନ, ଜଣକୁ ହସ୍ପିଟାଲରେ ଭର୍ତ୍ତି

ହରିଚନ୍ଦନପୁର: ଉତ୍ସାହର ସହିତ ଘରକୁ ଫେରୁଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କର ଜୀବନ ଚାଲିଯାଇଛି। ରେବଣା ପଳାଶପାଳ ଠାରୁ ନିଜ ଗାଁ ସୁନାପେଣ୍ଠ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ ଚାଳକ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଅସ୍ତ୍ରୋପଚାର ପାଇଁ ପଡ଼ିଶାଘର ଶିଶୁକୁ ଧରି ଆଫ୍ରିକାରୁ ଆଣି ଚେନ୍ନାଇରେ ପହଞ୍ଚିଲେ ୧୦ ବର୍ଷର ବାଳକ, ବଞ୍ଚିଗଲା ଶିଶୁ…

ଆଜିକାଲି ସୋସିଆଲ୍‌ ମିଡିଆ ହେତୁ ବହୁ ଉଦାର ବ୍ୟକ୍ତିରୁ ନେଇ ଶିଶୁ ପର୍ଯ୍ୟନ୍ତ ସହଜରେ ଲୋକଲୋଚନକୁ ଆସି ପାରୁଛନ୍ତି। ସେହିଭଳି ଏକ ମହାନ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି ଜଣେ ୧୦ ବର୍ଷର ଶିଶୁ। ନିଜ ହୃଦ୍‌ପିଣ୍ଡ ସର୍ଜରିର ଗୋଟାଏ ଦିନ ପରେ ୧୦ ବର୍ଷିଅ ଆଞ୍ଜେଲୋ ସିଲ୍‌ଭିଓ ଏକ ଶିଶୁକୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀର: ଏନ୍‌କାଉଣ୍ଟରରେ ‘ଜୈଶ-ଏ-ମହମ୍ମଦ’ର ୩ ଆତଙ୍କବାଦୀ ନିହତ, ୮ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ୩ ଜଣ ସଦସ୍ୟଙ୍କୁ ସୁରକ୍ଷାବାହିନୀର ଯବାନମାନେ ଏନ୍‌କାଉଣ୍ଟରରେ ନିହତ କରିଛନ୍ତି। ପୁଲିସ କହିଛି, ଆତଙ୍କବାଦୀଙ୍କ ଗୁଳିରେ ଜଣେ ଡିଏସପିଙ୍କ ସମେତ ୮ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଅପେକ୍ଷା ସମ୍ଭୋଗକୁ ପ୍ରାଥମିକତା ଦିଏ ! ବୈବାହିକ ଜୀବନ ସଂପର୍କରେ ଏମିତି ଏକ ମତ ରଖିଲେ ସୋନମ୍

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର୍‌ ଗଣମାଧ୍ୟମରେ ନିଜର ମନ କଥା ଖୋଲି କହିବାରେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ। ସେ ସବୁବେଳେ ପ୍ରଶ୍ନର ସିଧା ଉତ୍ତର ରଖନ୍ତି ବୋଲି ତାଙ୍କର ଖ୍ୟାତି ରହିଛି। ଅନ୍ୟ ଷ୍ଟାର୍‌ମାନଙ୍କ ପରି ତାଙ୍କ ଉତ୍ତରରେ ଜଟିଳତା ନଥାଏ। ନିକଟରେ ସୋନମ ନିଜ ବୈବାହିକ ଜୀବନ…
ଅଧିକ ଖବର ଦେଖନ୍ତୁ...