Daily Archives

September 13, 2018

ଗୋମାଂସ ଚାଲାଣକାରୀଙ୍କ ଉପରେ ଆକ୍ରମଣ ପରେ ବିହାରରେ ହିଂସା

ପାଟନା (ବିହାର): ବିହାରର ରୋହତସ୍‌ ଜିଲ୍ଲାରେ ଦୁଇଜଣ ବ୍ୟକ୍ତି ସଙ୍ଗରେ ଗୋମାଂସ ଧରି ଯାଉଥିବା ବେଳେ ବାଟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ନିର୍ଘାତ ମାଡ଼ମାରିବା ସହ ସେମାନଙ୍କ ମୋଟର ସାଇକେଲଟିକୁ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ପୁଅର କୋଦାଳ ଚୋଟରେ ମା’ ଲହୁଲୁହାଣ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଉତ୍ତେଜିତ ପୁଅର କୋଦାଳ ଚୋଟରେ ଜଣେ ମା’ ଗୁରୁବାର ଲହୁଲୁହାଣ ହୋଇ ଯାଇଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅଞ୍ଚଳରେ ଆଜି ପୂର୍ବାହ୍ନରେ ଏହି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ଆନନ୍ଦମୁଣ୍ଡା ଗାଁର କାର୍ତ୍ତିକେଶ୍ୱର ନିଜ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର ବରାଣାସୀ, କାନପୁର ଓ ଗୋରଖପୁରରୁ ୫ଟି ନୂତନ ବିମାନ ଚଳାଚଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବରାଣାସୀ, କାନପୁର ଓ ଗୋରଖପୁରରୁ ଦେଶର ବିଭିନ୍ନ ସହରକୁ ପାଞ୍ଚଟି ନୂତନ ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ବିମାନଗୁଡ଼ିକ ବାରାଣାସୀରୁ କୋଲକାତା ଏବଂ ବେଙ୍ଗାଲୁରୁକୁ, କାନପୁରରୁ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ଯାତ୍ରାପାର୍ଟି ଟ୍ରକ-ବାଇକ ଧକ୍କାରେ ୨ ମୃତ, ୫ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁ ନିକଟରେ ଗୁରୁବାର ଅପରାହ୍ନରେ ଯାତ୍ରାପାର୍ଟି ଟ୍ରକ(ଓଆର ୦୯-ଡି-୩୮୩୫) ସହିତ ବାଇକ (ଓଡି୧୯-ଡି-୧୯୧୩) ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। କାମାକ୍ଷାନଗରରୁ କଙ୍କଡାହାଡ଼ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ଆମେରିକୀୟ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି ନିଜର ପ୍ରଥମ ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ଶେଷରେ ନିଜେ ଆତ୍ମହତ୍ୟା କରିଛି। ଏହି ଘଟଣା ପରେ ପୁଲିସ କହିଛି, ଏହା ଏକ ସାମୁହିକ ଗୁଳିକାଣ୍ଡ ଘଟଣା ନୁହେଁ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ରାତି…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି? ଶରୀର ପାଇଁ ଉତ୍ତମ ହୋଇଥାଏ ପଟାସିୟମ୍‌ଯୁକ୍ତ ଫଳ

ସାଧାରଣତଃ ଅନେକ ଫଳ ଖାଇବା ଦ୍ୱାରା ମୋଟାପା ଦୂରେଇ ଯାଇଥାଏ, ଅର୍ଥାତ ଫ୍ୟାଟ୍‌ ଫ୍ରି ଫ୍ରୁଟ୍‌ସ। କୋଲେଷ୍ଟ୍ରଲ୍‌ ବି କମ୍‌ ରହିଥାଏ। ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ଦୈନିକ କିଛି କିଛି ଫଳ ଖାଇବା ଦ୍ୱାରା ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍‌ ଆଶଙ୍କା କମ୍‌ ହୋଇଥାଏ। ମାତ୍ର ଏହି ଆଶଙ୍କା ଦୂର…
ଅଧିକ ଖବର ଦେଖନ୍ତୁ...

ଭୂମିକମ୍ପ ଆଶଙ୍କା : ଦେଶର ୨୯ଟି ସହରରେ ଭୟ ଅଧିକ ବୋଲି ସୂଚନା ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର୍ ସମେତ ଭାରତର ଅନେକ ରାଜ୍ୟରେ ଗତ ଏକ ସପ୍ତାହ ମଧ୍ୟରେ ୧୨ରୁ ଅଧିକ ଥର ମୃଦୁ ଭୂମିକମ୍ପ ହୋଇସାରିଛି। ରବିବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା ଏବଂ ବୁଧବାର ଦିନ ଜମ୍ମୁ-କଶ୍ମୀର ଓ ହରିୟାଣାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲ ।…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ନକ୍ସଲ ନେତା ଭେଟ୍ଟି ରାମା ବସ୍ତର ଆଇଜିଙ୍କ ନିକଟରେ କଲା ଆତ୍ମସମର୍ପଣ

ମାଲକାନଗିରି: ପଡୋଶୀ ଛତିଶଗଡ଼ର ବସ୍ତର ଆଇଜି ବିବେକାନନ୍ଦ ସିହ୍ନାଙ୍କ ନିକଟରେ ଗୁରୁବାର ନକ୍ସଲ ଭେଟ୍ଟି ରାମା ନିଜର ଇନସାସ ରାଇଫଲ ସହିତ ଆତ୍ମସମର୍ପଣ କରିଛି। ଭେଟ୍ଟିଙ୍କ ଉପରେ ବସ୍ତର ପୁଲିସ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ବସ୍ତର ଆଇଜି ସିହ୍ନା କହିଛନ୍ତି, ରାମା ଭେଟ୍ଟି…
ଅଧିକ ଖବର ଦେଖନ୍ତୁ...

ବାବା ରାମଦେବଙ୍କ ପତଞ୍ଜଳି କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟରେ ପ୍ରବେଶ କଲା : ଲିଟର ପିଛା ୪୦ ଟଙ୍କା ଦରରେ ମିଳିବ…

ନୂଆଦିଲ୍ଲୀ : ପ୍ରଥମେ ଆର୍ୟୁବେଦୀୟ ସାମଗ୍ରୀ, ତା’ପରେ ଖାଦ୍ୟ ଓ ତେଜରାତି ଏବଂ ଏବେ ଦୁଗ୍ଧଜାତୀୟ ସାମଗ୍ରୀ କାରବାରରେ ପ୍ରବେଶ କରିଛି ପତଞ୍ଜଳି ଗ୍ରୁପ । ବଜାରରେ ଏବେ ପତଞ୍ଜଳିର ଦୁଧ, ଦହି, ପନିର ଓ ଘୋଳଦହି ଉପଲ୍ବଧ ହେବ ବୋଲି ଜଣାପଡ଼ିଛି । ଆଜି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ବାବା…
ଅଧିକ ଖବର ଦେଖନ୍ତୁ...