Daily Archives

October 22, 2018

ଆୟାପ୍ପାଙ୍କ ଦର୍ଶନ ପାଇଁ ସବରିମାଲା ବାହାରେ ଅପେକ୍ଷା କରି ରହିଛନ୍ତି ମାସିକ ଧର୍ମ ବଳବତ୍ତର ଥିବା ଶତାଧିକ ମହିଳା; ଯେ…

ସବରିମାଲା (କେରଳ): କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିରର ଗର୍ଭଗୃହ ମଧ୍ୟରେ ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇଁ ଆଜି ଶେଷ ଦିନ ହୋଇଥିବା ବେଳେ ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ଥିବା ଶତାଧିକ ମହିଳା ଅପେକ୍ଷା କରି ରହିବାକୁ କେନ୍ଦ୍ର କରି ସବରିମାଲା ମନ୍ଦିର ସଂଲଗ୍ନ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ପୁରୁଷଙ୍କ ପତ୍ନୀମାନଙ୍କୁ ଉଠାଇନେଇଛି ଚୀନ ! ଘଟଣା କ’ଣ ଜାଣନ୍ତୁ

ଇସ୍ଲାମାବାଦ : ଚୀନର ପଶ୍ଚିମାଞ୍ଚଳରେ ଥିବା ମୁସଲିମ ବହୁଳ ଜିନଜିଆଙ୍ଗ ପ୍ରଦେଶରେ ଏବେ କମ୍ୟୁନିଷ୍ଟ ଚୀନ ସରକାରଙ୍କ ଅତ୍ୟାଚାର ସୀମା ଟପିଲାଣି । ଏ ଅଞ୍ଚଳରେ ଲକ୍ଷ ଲକ୍ଷ ଉଇଘୁର ମୁସଲମାନଙ୍କୁ ସରକାର ବଳପୂର୍ବକ ଅପହରଣ କରି କେତେକ ଗୋପନ କ୍ୟାମ୍ପରେ ରଖାଯାଇଥିବା ଅଭିଯୋଗ ହୋଇଛି । ଏପରିକି…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ ପରେ ବିରାଟ କୋହଲିଙ୍କ କଥା ଶୁଣି ଦୁଃଖୀ ହେଲେ ପ୍ରଶଂସକ, କହିଲେ ବିରାଟ ଏମିତି କୁହ ନାହିଁ

ଗେହାଟୀ: ୱେଷ୍ଟଇଣ୍ଡିଜ୍‌ ଉପରେ ଭାରତର ଆଧିପତ୍ୟ ଅତୁଟ ରହିଛି। ଟେଷ୍ଟ୍‌ ଭଳି ଦିନିକିଆ ଶୃଙ୍ଖଳାର ପ୍ରଥମ ଲଢ଼େଇରେ ବି ୱେଷ୍ଟଇଣ୍ଡିଜ୍‌ ହାରି ଯାଇଛି। ଗତ ରବିବାର ଭାରତ ସୀମିତ ଓଭର ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ୮ ୱିକେଟରେ ଜିତି ନେଇ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ…
ଅଧିକ ଖବର ଦେଖନ୍ତୁ...

ଆଉ ଦିନକ ପରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ସହରର ୪୮ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ଢେଙ୍କାନାଳ :  ଆଉ ଦିନକ ପରେ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜାକୁ ବେଶ ଜାକଜମକରେ ପାଳନ କରିବାକୁ ପୂଜା ଅନୁଷ୍ଠାନଗୁଡ଼ିକର ସାଜସଜ୍ଜା ଏବେ ଚୁଡାନ୍ତ ପର୍ଯ୍ୟାୟରେ । ୧୧ ଦିନ ଧରି ସହରରେ ୪୮ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ । ଆସନ୍ତା ୨୪ ତାରିଖ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି  ଅଭିଯୁକ୍ତ  ସିବିଆଇ ଅଧିକାରୀ ପ୍ରଧାନମନ୍ତ୍ରୀ  ମୋଦିଙ୍କର ଜଣେ ‘ବ୍ଲୁ ଆଇଡ୍‌ ବଏ’ :ରାହୁଲ୍‌ 

ନୂଆଦିଲ୍ଲୀ:  ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍‌ ହୋଇଛି। ସିବିଆଇ ଏହାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌…
ଅଧିକ ଖବର ଦେଖନ୍ତୁ...

ଅମୃତସର ରେଳ ଦୁର୍ଘଟଣାରେ ସମ୍ପର୍କୀୟଙ୍କ କୋଳରୁ ଝିଟିକି ପଡ଼ିଥିବା ଶିଶୁକୁ କିପରି ଧରି ପକାଇଥିଲେ ମୀନା ଦେବୀ ବଖାଣିଲେ…

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୬୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା, କେହି କିଛି ବୁଝିବା ପୂର୍ବରୁ ସବୁକିଛି ଶେଷ ହୋଇ ସାରିଥିଲା। ତେବେ ଏହି ଦୁର୍ଘଟଣାରେ ଏକ ୧୦ମାସର ଶିଶୁର ଜୀବନ ବଞ୍ଚାଇ ଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ୬୧ ହଜାର ପଦବୀ ଖାଲି

ନୂଆଦିଲ୍ଲୀ : ଭାରତୀୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ହଜାର ହଜାର ପଦବୀ ଖାଲି ପଡିଛି । ଏହା ଫଳରେ ଏହି ବାହିନୀଗୁଡ଼ିକରେ ଯବାନ ଓ ଅନ୍ୟ କର୍ମଚାରୀ ଅଭାବ ଦେଖାଦେଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁସାରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ମୋଟ ୬୧…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ପରିବାରର ଅଲିଅଳି କନ୍ୟା ପ୍ରିୟଙ୍କା ଭଦ୍ରା ନିଖୋଜ !

ରାଇବରେଲି: ଗାନ୍ଧୀ ପରିବାରର ଅଲିଅଳି କନ୍ୟା ପ୍ରିୟଙ୍କା ଭଦ୍ରା ନିଖୋଜ ! ବୋଲି ଶୀର୍ଷକ ପଢ଼ି ଆପଣ ଆଚମ୍ବିତ ହୋଇଯିବେଣି। ତେବେ ଏହି କଥା ଆମେ କହୁ ନାହୁଁ, ଉତ୍ତର ପ୍ରଦେଶ ରାଇବରେଲିରେ ସାଂସଦ ପ୍ରିୟଙ୍କା ଭଦ୍ରା ନିଖୋଜ ଥିବା ନେଇ କାନ୍ଥବାଡରେ ପୋଷ୍ଟର ମରାଯିବା ସହିତ ସେଥିରେ ପ୍ରିୟଙ୍କାକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ ମାମଲାରେ ସଂପୃକ୍ତି ନେଇ ଡେପୁଟି ଏସ୍‌ପି ଦେବେନ୍ଦ୍ର…

ନୂଆଦିଲ୍ଲୀ: ଜନୈକ ବ୍ୟବସାୟୀଙ୍କୁ ଦୋଷମୁକ୍ତ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ୨କୋଟି ଟଙ୍କାର ଉତ୍କୋଚ ନେବା ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇର ଜନୈକ ଡେପୁଟି ଏସ୍‌ପିଙ୍କ ଆଜି…
ଅଧିକ ଖବର ଦେଖନ୍ତୁ...

କ୍ରମାଗତ ୫ମ ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୩୦ ପଇସା ଓ ଡିଜେଲ ୨୭ ପଇସା ହ୍ରାସ

ନୂଆଦିଲ୍ଲୀ : କ୍ରମାଗତ ୫ୟ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଏହି ଦର ହ୍ରାସ କରିଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୩୦ ପଇସା କମିଥିବାବେଳେ ଡିଜେଲ ଦର ଲିଟରପିଛା ୨୭ ପଇସା…
ଅଧିକ ଖବର ଦେଖନ୍ତୁ...