Daily Archives

October 22, 2018

କପିଲ ଦେବ, ଗୋବିନ୍ଦା ଏବଂ ରବି କିଶନଙ୍କ ଉପରେ ଲାଗିଲା ୮.୧ ଲକ୍ଷ ଟଙ୍କାର ଜରିମାନା

ବଡ଼ୋଦରା : ଗୁଜୁରାଟର ଏକ ଖାଉଟି ଅଦାଲତ ବଲିଉଡ୍‌ ଷ୍ଟାର ଗୋବିନ୍ଦା, ରବି କିଶନ ଏବଂ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଉପରେ ୮ଲକ୍ଷ ଟଙ୍କାର ଜରିମାନା ଲଗାଇଥିବା ଜଣାପଡ଼ିଛି । ଏକ ଦମ୍ପତି ସନ୍‌ଷ୍ଟାର କ୍ଲବ୍‌ର ସଦସ୍ୟତା ବିକ୍ରି ଲାଗି ଜାରି ବିଜ୍ଞାପନରେ ଏହି ୩…
ଅଧିକ ଖବର ଦେଖନ୍ତୁ...

ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସୁନ୍ଦରଗଡ଼: ପୁଣି ଜଣେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ନିଆଳିପାଳିର ଟାଙ୍କରପାଲି ବ୍ଲକ୍‌ରେ ସୋମବାର ଅପରାହ୍ନରେ କୀଟ ନାଶକ ପିଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଚାଷୀଙ୍କ ନାମ ପୂର୍ଣ୍ଣଚନ୍ଦ୍ର ସେଠ ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଜିଓ ଅଫର: ମାତ୍ର ଏତିକି ଟଙ୍କାରେ ଜିଓ ଦେଉଛି ୫୪୭ ଜିବି ହାଏ-ସ୍ପିଡ୍‌ ଡାଟା, ଏମିତି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ୧୬୯୯ଟଙ୍କାର ନୂତନ ବାର୍ଷିକ ପ୍ଲାନ୍‌ ଲଞ୍ଚ କରିଛି। ଏଥିସହିତ ୧୪୯ ଟଙ୍କା ଓ ତା’ଠାରୁ ଅଧିକର ପ୍ରିପେଡ୍‌ ରିଚାର୍ଜରେ କ୍ୟାସ୍‌ବ୍ୟାକ୍‌ ଦେବାର ମଧ୍ୟ ଘୋଷଣା କରିଛି। ୧୬୯୯ଟଙ୍କାର ପ୍ଲାନ୍‌ ଓ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌ ଦେବାର ଘୋଷଣା ରିଲାଏନ୍ସ କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ତିତଲି ରିଲିଫ୍ ସହାୟତା ରାଶି ବଢ଼ାଇଲେ ସରକାର; ପ୍ରଭାବିତ ଜିଲ୍ଲା ପାଇବେ ୩୭୫ କୋଟିର ସହାୟତା

ଭୁବନେଶ୍ବର : ସୋମବାର ସଚିବାଳୟରେ ତିତଲି କ୍ଷୟକ୍ଷତିର ସମୀକ୍ଷା ହୋଇଛି । ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ଯେ ତିତଲି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ରିଲିଫ୍ ସହାୟତା ରାଶି ବୃଦ୍ଧି ହୋଇଛି । ରାଜ୍ୟର ତିତଲି ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୩୭୫ କୋଟି ଟଙ୍କା ରିଲିଫ୍…
ଅଧିକ ଖବର ଦେଖନ୍ତୁ...

ଫୋନ୍‌କଲ୍‌ ଓ ହ୍ଵାଟସ୍‌ଆପ୍‌ ମେସେଜ୍‌କୁ ଯାଞ୍ଚ କରିବା ପରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଉତ୍କଚୋ ଗ୍ରହଣ ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ…
ଅଧିକ ଖବର ଦେଖନ୍ତୁ...

ହୋଇଯାଆନ୍ତୁ ସାବଧାନ, ଡିସ୍‌ ଆଣ୍ଟିନାରେ ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ !

ନୂଆଦିଲ୍ଲୀ: ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଙ୍କ ପାଇଁ ଟିଭି ଦେଖିବା ଏକପ୍ରକାରେ ଜରୁରୀ ହୋଇପଡିଛି। ବ୍ୟସ୍ତ ବହୁଳ ଜୀବନରେ କିଛି ଅବସର ମୁହୂର୍ତ୍ତକୁ ହସ ଖୁସିରେ ବିତାଇବା ପାଇଁ ଲୋକେ ଟିଭିର ଆଶ୍ରୟ ନେଇଥାନ୍ତି। ପ୍ରତ୍ୟେକଙ୍କ ଘରେ ଡିସ୍‌ ଆଣ୍ଟିନା ଏବଂ ଟିଭି ଲାଗିଥିବାର ଏବେ…
ଅଧିକ ଖବର ଦେଖନ୍ତୁ...

ଦୈନିକ ଚାରି କପ୍‌ କଫି ପିଇବା ଶରୀରପାଇଁ ଭଲ, ଜାଣନ୍ତୁ କିପରି ?

ଆପଣମାନଙ୍କ ଭିତରୁ ଏମିତି ଅନେକ ଲୋକ ଅଛନ୍ତି,ଯେଉଁମାନେ ପ୍ରତିଦିନ କଫି ସେବନ କରିଥାନ୍ତି। କଫି ପିଇବାକୁ ନେଇ ନିକଟରେ ଏକ ଗବେଷଣା କରାଯାଇଥିଲା। ଏଥିରେ ଗବେଷକମାନେ ଜଣାଇଛନ୍ତି ଯେ,ପ୍ରତିଦିନ ଯଦି ଆପଣ ଚାରି କପ୍‌ କଫି ପିଇବେ,ତେବେ ଆପଣଙ୍କ ଶରୀରରେ ତ୍ୱଚା ରୋଗ ହେବାର ଆଶଙ୍କା ୨୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ପୁରୁଷଙ୍କ ଆଇନସମ୍ମତ ବିବାହ ବୟସ ୧୮ କରିବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯଦି ସେନାରେ ନିଯୁକ୍ତି ପାଇବା ପାଇଁ ବୟସ ୧୮ ବର୍ଷ ହେବା ଦରକାର ଓ ମତଦାନ କରିବା ପାଇଁ ମଧ୍ୟ ୧୮ ବର୍ଷ ହୋଇଥିବା ଦରକାର ତେବେ ପୁଅମାନଙ୍କର ବିବାହ ଲାଗି ବୟସ ୧୮ ବର୍ଷ କାହିଁକି ନ ହେବ ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଏଥିସହ ପୁଅମାନଙ୍କର ବିବାହ ଲାଗି…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷ ଭିତରେ ପ୍ରଥମ ଥର ଲାଗି ବର୍ଷର ଶେଷ ୨ ମାସରେ ରିଲିଜ୍‌ ୫ଟି ବଡ଼ ସିନେମା, ୧୦୦୦ କୋଟି ଟଙ୍କା ବ୍ୟବସାୟର ଦାବି

ଭାରତୀୟ ସିନେମାପାଇଁ ଆସନ୍ତା ୨ ମାସ ହେଉଛି ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଏହି ୨ ମାସ ଭିତରେ ରିଲିଜ୍‌ ହେବ ୫ଟି ବଡ଼ ସିନେମା । ବିଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବର୍ଷର ଅନ୍ତିମ ପର୍ଯ୍ୟାୟରେ ପରଦାକୁ ଆସୁଛି ୫ଟି ମେଗା ମୁଭି। ସବୁଠୁ ଅଧିକ ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ନିର୍ଦ୍ଦେଶକ ସଂଜୟ ନାୟକଙ୍କ ସିନେମାରେ ଏହି ନାମୀ ବଲିଉଡ ନାୟିକା

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ସଂଜୟ ନାୟକ ଏବେ ଏକ ହିନ୍ଦୀ ସିନେମା କାମରେ ହାତ ଦେଇଛନ୍ତି। ବହୁ ଆଗରୁ ସେ ଏଥିରେ ମନନିବେଶ କରିଥିଲେ ଯାହା ଏବେ ଫଳବତୀ ହେଉଥିବା ଜଣାଯାଇଛି। ତାଙ୍କର ଏହି ହିନ୍ଦୀ ସିନେମାରେ ଜଣେ ନାମୀ ବଲିଉଡ ନାୟିକା ଅଭିନୟ କରୁଥିବା ବି କୁହାଯାଉଛି। ଏଠାରେ…
ଅଧିକ ଖବର ଦେଖନ୍ତୁ...