Daily Archives

January 8, 2019

ଶତୃଘ୍ନ ସିହ୍ନାଙ୍କ ପରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍‌ଓ୍ଵାନ୍‌ଙ୍କୁ ପାଟ୍‌ନା ବିମାନ ବନ୍ଦରରେ ମିଳିଲାନି ଭିଆଇପି…

ପାଟନ୍‌: ଭିଆଇପି ସୁବିଧା ହରାଇଲେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ଵାନ୍‌ । ବିହାରର ପାଟ୍‌ନା ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ପାଶଓ୍ଵାନ୍‌ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ସେ ତାଙ୍କ ନିର୍ବାଚନ ମଣ୍ଡଳୀ ହାଜିପୁର ଗସ୍ତରେ ଯାଇ ଦିଲ୍ଲୀ ଫେରିବା ସମୟରେ ପାଟ୍‌ନା ବିମାନ…
ଅଧିକ ଖବର ଦେଖନ୍ତୁ...

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟି ସ୍କାରକପତ୍ର ଦେଲେ…

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ମନମୁଖି ମନୋଭାବ ବିରୋଧରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ବିଜେଡି । ରାଷ୍ଟପତିଙ୍କୁ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏମଏସପି ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ଟିମ୍‌ ଇଣ୍ଡିଆର ସଦସ୍ୟଙ୍କ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିଜୟୀ ଟିମ୍‌ ଇଣ୍ଡିଆର ସଦସ୍ୟଙ୍କ ପାଇଁ ପୁରସ୍କାର ଘୋଷଣା କରିଛି। କଙ୍ଗାରୁ ଦଳକୁ ତା’ର ମାଟିରେ ପ୍ରଥମ ଥର ପାଇଁ ପରାସ୍ତ କରି ଭାରତୀୟ ଖେଳାଳିମାନେ ଇତିହାସ ରଚିଛନ୍ତି। ବ୍ରୋର୍ଡର-ଗାଭାସ୍କର ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ…
ଅଧିକ ଖବର ଦେଖନ୍ତୁ...

‘ନମୋ ଏଗେନ୍‌’ ଲେଖି ସ୍ୱଏଟର ପିନ୍ଧି ଲୋକସଭା ଅଧିବେଶନରେ ପହଞ୍ଚିଲେ ବିଜେପି ନେତା, ଭଲ ଦିଶୁଛ କହି ଟୁଇଟ୍‌ କଲେ ମୋଦି

ନୂଆଦିଲ୍ଲୀ: ଆଉ ମାତ୍ର ମାସ କେଇଟା ପରେ ଲୋକସଭା ନିର୍ବାଚନ। ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ହିସାବରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ବିଜୟ ଲାଭ ପାଇଁ ସବୁ ଦଳର ନେତା ନିଜ ନିଜର ରଣନୀତି ଉପଯୋଗ କରି ପ୍ରଚାର କରିବାରେ ବ୍ୟସ୍ତ। ତେବେ, ଏ କାମରେ ଆଦୌ ପଞ୍ଚଘୁଞ୍ଚା ଦେଇ ନାହିଁ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଆଖି ଥିବା ବାଛୁରୀ ନେଲା ଜନ୍ମ, ଲୋକେ ଭଗବାନଙ୍କ ଚମତ୍କାର ଭାବିଲେ., ଭିଡିଓ ଦେଖନ୍ତୁ

କୋଲକାତା: ପଶ୍ଚିମବଙ୍ଗରେ ବର୍ଧମାନ ଜିଲ୍ଲାରେ ଏମିତି ଏକ ବାଛୁରୀ ଜନ୍ମ ନେଇଛି ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଏହି ବାଛୁରୀ ସାଧାରଣ ବାଛୁରୀ ଠାରୁ ଦେଖିବାକୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ବାଛୁରୀର ଗୋଟିଏ ଆଖି ରହିଛି। ଗ୍ରାମବାସୀ ଏହାକୁ ଭଗବାନଙ୍କ ଚମତ୍କାର ଭାବି ପୂଜା…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନ ଧଳା ବାଘ ‘ସମ୍ରାଟ’ ଘରେ ମଗର କୁମ୍ଭୀର, କର୍ତ୍ତୃପକ୍ଷ ଛାନିଆ

ବାରଙ୍ଗ/ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଥିବା ଧଳା ବାଘ ‘ସମ୍ରାଟ’ ଏନକ୍ଲୋଜରରେ ମଙ୍ଗଳବାର ମଗର କୁମ୍ଭୀର ଦେଖାଯାଇଛି। ବାଘ ଏନ୍‌କ୍ଲୋଜରରେ କୁମ୍ଭୀର ଦେଖାଯିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି।…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ମହିଳା ଓ ତାଙ୍କ ୧ ବର୍ଷ ଝିଅ ମୃତ

ରାଞ୍ଚି: ଝାଡ଼ଖଣ୍ଡରେ ହାତୀ ଉପଦ୍ରବରେ ଦୁଇ ଜୀବନ ଚାଲି ଯାଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋମବାର ସକାଳୁ ରାଜ୍ୟର ଗୁମଲା ଜିଲ୍ଲାରେ ୧୮ଟି ହାତୀଙ୍କ ହିଂସାତ୍ମକ କାର୍ଯ୍ୟକଳାପରେ ଜଣେ ମହିଳା ଓ ତାଙ୍କ ୧ ବର୍ଷର ଶିଶୁ ଦଳି ହେବା ପରେ ସେ ଦୁହିଁଙ୍କର ମୃତ୍ୟୁ ଘଟିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଚା’ ବିକାଳି ଦମ୍ପତିଙ୍କ ରାତାରାତି ଧନୀ ହେବାର ଇଚ୍ଛା ଏଭଳି ମହଙ୍ଗା ପଡ଼ିଲା ! ହରାଇ ବସିଲେ ନିଜ ସମସ୍ତ ରୋଜଗାର

ଝାବୁଆ: ଲୋଭ ମନୁଷ୍ୟକୁ ସର୍ବନାଶ କରି ଦିଏ ବୋଲି ଆମେ ଶୁଣି ଆସିଛେ। ଏହାର ବାସ୍ତବିକ ପ୍ରମାଣ ମିଳିଛି। ଉପରୋକ୍ତ ଫଟୋ ଦେଖିବାକୁ ମିଳୁଥିବା ମହିଳା ଓ ପୁରୁଷ ପତି-ପତ୍ନୀ। ଏହି ଦମ୍ପତି ଗୁଜୁରାଟରେ ବସବାସ କରନ୍ତି। ଏହି ସ୍ୱାମୀ-ସ୍ତ୍ରୀ ଦୁହେଁ ରାତା-ରାତି ଧନୀ ହେବାର ସ୍ୱପ୍ନ ଦେଖିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ଟ୍ରେଡ ୟୁନିୟନ୍‌ ଡାକରାରେ ଭାରତ ବନ୍ଦ: ଆସନ୍ତାକାଲି ସ୍କୁଲ-କଲେଜ ଛୁଟି ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ଟ୍ରେଡ ୟୁନିୟନ୍‌ର ଡାକରାରେ ଭାରତ ବନ୍ଦ ସୋମବାର ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଗତକାଲି ରାଜ୍ୟ ସରକାର ବନ୍ଦ ଡାକରା ଲାଗି ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ। ତେବେ ଆସନ୍ତାକାଲି ମଧ୍ୟ  ବନ୍ଦ ଡାକରା ଜାରି ରହିଥିବା ଯୋଗୁଁ ବୁଧବାର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଶ୍ୱାସରୁଦ୍ଧ ହୋଇ ପଶ୍ଚିମବଙ୍ଗର ୨ ମିସ୍ତ୍ରୀ ମୃତ

ଅନୁଗୁଳ: ଏନଟିପିସି ଟାଉନ୍‌ ଥାନା ଅନ୍ତର୍ଗତ ଗଡ଼ଶିଳା ଗାଁରେ ସୋମବାର ରାତି ଶ୍ୱାସରୁଦ୍ଧ ଯୋଗୁଁ ୨ ଜଣ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ପଶ୍ଚିମବଙ୍ଗର ମେଦିନାପୁର ଅଂଚଳର। ସେମାନେ ଗଡ଼ଶିଳା ଗାଁର ହେମନ୍ତ ପ୍ରଧାନଙ୍କ ଘର କାମ କରୁଥିଲେ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦୁଇ ବଙ୍ଗୀୟ…
ଅଧିକ ଖବର ଦେଖନ୍ତୁ...