Daily Archives

January 8, 2019

ମୋଦିଙ୍କ ଶେଷ ବଜେଟ ହେବ ନିର୍ବାଚନୀ ବହ୍ମାସ୍ତ୍ର; ଗୃହଋଣ, ଆୟକର ଓ ପେନସନରେ ମଳିବ ଅନେକ ସୁବିଧା!

ନୂଆଦିଲ୍ଲୀ: ଆଉ ମାତ୍ର ମାସ କେଇଟା ପରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବାଜିଯିବ ବିଗୁଲ୍‌। ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି। ତେବେ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ…
ଅଧିକ ଖବର ଦେଖନ୍ତୁ...

୧୦ରୁ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି; ମୁଖ୍ୟବିଚାରପତିଙ୍କ ନେତୃତ୍ୱରେ ଗଠନ ହେଲା ୫ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ : ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ନେଇ ସୁପ୍ରିମକୋର୍ଟରେ ଆସନ୍ତା ୧୦ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ।  ବହୁଚର୍ଚ୍ଚିତ ଅଯୋଧ୍ୟା  ମାମଲାର ଶୁଣାଣି ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ସଂପର୍କରେ ବାପା ସଲିମ୍‌ ଖୋଲିଲେ ବଡ଼ ରହସ୍ୟ, ପ୍ରଶ୍ନପତ୍ର ଚୋରେଇ ପରୀକ୍ଷାରେ କରିଥିଲେ ପାସ୍‌

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ କହିଲେ ଆଖି ସାମ୍ନାକୁ ଆସେ ଅଭିନେତା ସଲମାନ ଖାନଙ୍କ ଚେହେରା। ସେ ପ୍ରାୟ ତିନି ଦଶଂନ୍ଧି ହେବ ବଲିଉଡ୍‌ର ବଛା ବଛା ଅଭିନେତ୍ରୀଙ୍କ ସହ ପରଦାରେ ରୋମାନ୍ସ କରି ସାରିଥିବା ଦେଖିବାକୁ ମିଳିଛି। ମାତ୍ର ଅନେକ ଏକଥା ଜାଣନ୍ତି ନାହିଁ ଯେ ଅଭିନୟ କ୍ଷେତ୍ରରେ ଦକ୍ଷ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜାମିନ ଆବେଦନ ଖାରଜ, ଜେଲ ଗଲେ ସ୍ୱାମୀ ଲିପନ୍‌

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ବେହେରାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ଲିପନ ସାହୁ ଜେଲ ଯାଇଛନ୍ତି। ଏସଡିଜେଏମ୍‌ କୋର୍ଟ ମଙ୍ଗଳବାର ଲିପନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏହା ପରେ ଲିପନଙ୍କୁ ଜେଲ ଯିବାକୁ ପଡ଼ିଛି। ଲିପନକୁ ଚାଉଳିଆଗଂଜ ଥାନା ପୁଲିସ…
ଅଧିକ ଖବର ଦେଖନ୍ତୁ...

ମହାମେଣ୍ଟ ସଂପର୍କରେ ନିଷ୍ପତ୍ତି ନେବାକୁ ଅଧିକ ସମୟ ଦରକାର: ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳମାନଙ୍କ ଦ୍ୱାରା ଗଠିତ ମହାମେଣ୍ଟରେ ଯୋଗଦେବା ପୂର୍ବରୁ ବିଜେଡ଼ି ଭଲ ଭାବରେ ଚିନ୍ତା କରିବ। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଗଣମାଧ୍ୟମର…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସୀମାରେ ଚୀନ୍‌ ବଢ଼ାଉଛି ଶକ୍ତି: ସେନା ହାତରେ ଦେଲା ‘ମୋବାଇଲ୍‌ ହୋଇଜର୍‌’

ବେଜିଂ: ତିବ୍ଦତ ସୀମାରେ ଶକ୍ତି ବଢ଼ାଉଛି ଚୀନ। ନିକଟରେ ତିବ୍ଦତକୁ ଲାଗି ରହିଥିବା ଭାରତ-ଚୀନ ସୀମାନ୍ତରେ ହାଲୁକା ଲଢ଼ୁଆ ଟ୍ୟାଙ୍କ ଚୀନ ମୁତୟନ କରିଥିବା ବେଳେ ଏବେ ଆଉ ପାଦେ ଆଗେଇଛି। ଭାରତୀୟ ସୀମାରେ ମୁତୟନ ହୋଇଥିବା ପିପୁଲ୍ସ ଲିବରେସନ୍‌ ଆର୍ମିକୁ ଚୀନ ସରକାର ସାମରିକ ଯାନରେ ଖଞ୍ଜା ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ସାବରିମାଳାରେ ପ୍ରବେଶ ଉଦ୍ୟମ ମହିଳାଙ୍କୁ ମହଙ୍ଗା ପଡ଼ିଲା; ସ୍କୁଲ୍‌ରେ ହୋଇପାରୁ ନାହିଁ ଝିଅର ନାମ ଲେଖା

ତିରୁବନନ୍ତପୁରମ୍‌: କେରଳର ୪୩ ବର୍ଷୀୟା ଜଣେ ଦଳିତ ସମାଜସେବୀ ଅଭିଯୋଗ ଆଣିଛନ୍ତି ଯେ ଗତ ବର୍ଷ ଅକ୍ଟୋବରରେ  ବିରୋଧ ପ୍ରଦର୍ଶନ  ସତ୍ତ୍ୱେ ସେ ଜୋର୍‌ଜବରଦସ୍ତ ସାବରିମାଳା ମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ କରିଥିବା ହେତୁ ଏବେ ତାଙ୍କ ଝିଅର ସ୍କୁଲ୍‌ରେ ନାମ ଲେଖାଇବାରେ ସମସ୍ୟା ଦେଖା ଦେଇଛି। ସେ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ‘ହିମାଲୟାନ କୁଇନ୍‌’ ଟ୍ରେନ୍‌ରେ ଲାଗିଲା ନିଆଁ; ସମସ୍ତ ଯାତ୍ରୀ ସୁରକ୍ଷିତ, ଭିଡିଓ ହେଲା ଭାଇରାଲ

ସିମ୍‌ଲା: ଆଜି (ମଙ୍ଗଳବାର) ଅପରାହ୍ଣରେ ଏକ ଚଳନ୍ତା ଟ୍ରେନ୍‌ ଇଞ୍ଜିନ୍‌ରେ ହଠାତ୍‌ ନିଆଁ ଲାଗିଯିବା କାରଣରୁ ସଂପୃକ୍ତ ଟ୍ରେନ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତେବେ, ସୌଭାଗ୍ୟ କ୍ରମେ ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହି ଯାଇଛନ୍ତି। ଅଗ୍ନିକାଣ୍ଡର ଶିକାର…
ଅଧିକ ଖବର ଦେଖନ୍ତୁ...

ମାର୍ଚ ୨୩ରୁ ଆଇପିଏଲ୍‌: ବିଦେଶରେ ନୁହେଁ, ଏଥର ବି ଘରୋଇ ପଡ଼ିଆରେ ଜମିବ ଖେଳ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିିମିୟର୍‌ ଲିଗ୍‌(ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଚଳିତ ବର୍ଷ ମାର୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ(ବିସିସିଆଇ) ଏ ନେଇ ଖୁବ୍‌ ଶୀଘ୍ର ଘୋଷଣା କରିବାକୁ ଯାଉଛି। ୨୦୧୯…
ଅଧିକ ଖବର ଦେଖନ୍ତୁ...

ଭାରତ ବନ୍ଦ ଯୋଗୁଁ ରେଳସେବା ବାଧାପ୍ରାପ୍ତ : ଜାଣନ୍ତୁ କେଉଁ ଟ୍ରେନ କେଉଁ ଷ୍ଟେସନରୁ କେତେବେଳେ ଛାଡ଼ିବ, କେଉଁ ଟ୍ରେନ୍‌…

ଭୁବନେଶ୍ୱର: ‘ମୋଦି ହଟାଅ, ଦେଶ ବଞ୍ଚାଅ’ ଆହ୍ଵାନରେ ଦେଶ ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହୋଇଛି। ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌, ସ୍ୱାଧୀନ ଫେଡେରେସନ୍‌ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ଵାରା ଦିଆଯାଇଥିବା ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ…
ଅଧିକ ଖବର ଦେଖନ୍ତୁ...