Daily Archives

January 13, 2019

#ମିଠୁ: ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ ଲାଗିଲା ଅଭିଯୋଗ

ମୁମ୍ବାଇ: #ମିଠୁ ଅଭିଯାନ ଗତ କିଛି ଦିନ ହେବ ଥମି ଯାଇଥିବା ବେଳେ ଏବେ ପୁଣି ଏକ ଅଭିଯୋଗ ମୁଣ୍ଡ ଟେକିଛି। ଅଭିଯୋଗ ଆସିଛି ବଲିଉଡ୍‌ର ନାମକରା ସିନେ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ। ଅଭିଯୋଗ ଆଣିଛନ୍ତି ହିରାନୀଙ୍କର ଜଣେ ଆସିଷ୍ଟାଣ୍ଟ୍‌। ଏହି ମହିଳା ଜଣକ ୨୦୧୮ ମସିହା ମାର୍ଚରୁ…
ଅଧିକ ଖବର ଦେଖନ୍ତୁ...

ଏଣିକି ଗ୍ରାହକ ପେଟିଏମ୍‌ରୁ ବିନା ସୁଧରେ ନେଇ ପାରିବେ ୬୦ହଜାର ପର୍ଯ୍ୟନ୍ତ ଋଣ

ନୂଆଦିଲ୍ଲୀ: ଡିଜିଟାଲ ନେଣଦେଣ ପାଇଁ ସବୁଠାରୁ ବଡ଼ କମ୍ପାନି ପେଟିଏମ୍‌ ନିଜର ଗ୍ରାହକଙ୍କ ପାଇଁ ଋଣ ଖାତାର ଆରମ୍ଭ କରିଛି। ଋଣ ଖାତା ଜରିଆରେ ପେଟିଏମ୍‌ ନିଜର ବ୍ୟବହାରକାରୀଙ୍କୁ ୬୦ହଜାର ପର୍ଯ୍ୟନ୍ତ ଦେଉଛି। ବିଶେଷ କଥା ଟି ହେଉଛି, ପେଟିଏମ୍‌ ଏହି ଋଣ ଉପରେ କୌଣସି ସୁଧ ନେବ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଚୀନ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ୪୪ଟି ନୂଆ ସଡ଼କ ର୍ନିମାଣ କରିବାକୁ ଯାଉଛି ଭାରତ

ନୂଆଦିଲ୍ଲୀ: ଚୀନକୁ ମାତ୍‌ ଦେବାକୁ ଭାରତ ଏବେ କଡ଼ା ପଦକ୍ଷେପ ଦେବାକୁ ଯାଉଛି। ଚୀନ ସୀମାକୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ୪୪ଟି ନୂଆ ସଡ଼କ ର୍ନିମାଣ କରିବାକୁ ଯାଉଛନ୍ତି ଭାରତ ସରକାର। ଏହି ସଡ଼କଗୁଡିକ ସାମରିକ ଦୃଷ୍ଟିକୋଣରୁ ଭାରତକୁ ବେଶ ଶକ୍ତିଶାଳୀ କରିବ। କାରଣ ଏହି ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଅମ୍ବାତି ରାୟଡୁଙ୍କ ବୋଲିଂ ଶୈଳୀ ନେଇ ପ୍ରଶ୍ନବାଚୀ, ଆଇସିସି କରିବ ତଦନ୍ତ

ସିଡ଼ନୀ: ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଜାନୁଆରୀ ୧୨ରେ ଖେଳା ଯାଇଥିବା ୩ ମ୍ୟାଚ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୩୪ ରନରେ ହାରିବା ପରେ ଟିମ୍‌ ଇଣ୍ଡିଆକୁ ପୁଣି ଏକ ଝଟକା ଲାଗିଛି। ସିଡନୀ ଦିନିକିଆରେ ପାର୍ଟ ଟାଇମ୍‌ ବୋଲିଂ କରିଥିବା ଅମ୍ବାତି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପୁଲିସ୍‌ର ସ୍ପେସିଆଲ୍‌ ସେଲ୍‌ ଦ୍ୱାରା ଦୁଇ ହିଜବୁଲ୍‌ ମୁଜାହିଦ୍ଦିନର ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ମିଳିତ ଭାବରେ ଗତ ୧୧ ତାରିଖରେ ଦୁଇ ଜଣ ହିଜବୁଲ୍‌ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଶୁକ୍ରବାର ଚଢ଼ଉ ସମୟରେ ସେମାନଙ୍କ ନିକଟରୁ ହତିଆର ଓ ଗୋଳା ବାରୁଦ ଜବତ ହୋଇଛି। ସେହିପରି ଗତ କାଲି ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ଦୁନିଆର ସବୁଠାରୁ ମହଙ୍ଗା ଲିପ୍‌ ଆର୍ଟ: ଓଠରେ ଲାଗିଛି ୨୨,୯୨ କ୍ୟାରଟର ୧୨୬ଟି ହୀରା, ମୂଲ୍ୟ ଶୁଣିଲେ ହୋଇଯିବେ…

ନୂଆଦିଲ୍ଲୀ: ମେକ୍‌ଅପ୍‌ ପ୍ରତି ପ୍ରତ୍ୟେକ ଯୁବତୀଙ୍କ ବହୁତ ସଉକ ଥାଏ। ମେକ୍‌ଅପ୍‌ର କଥା ଆସିଲେ ଯୁବତୀଙ୍କ ଚେହେରାରେ ଏକ ଅଦ୍ଭୁତ ଚମକ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସମୟରେ ବିଭନ୍ନ ପ୍ରକାର ମେକ୍‌ଅପ୍‌ର ଚାହିଦା ରହିଛି। ଯାହାକି ଅଲଗା ଷ୍ଟାଇଲ୍‌ର ଆର୍ଟରେ ଆସୁଛି। କେଶ ସଜ୍ଜା ହେଉ ଅବା…
ଅଧିକ ଖବର ଦେଖନ୍ତୁ...

ନରେନ୍ଦ୍ର ମୋଦି ନୁହଁନ୍ତି ରାହୁଲ ଗାନ୍ଧୀ! ରାଗରେ ଏମିତି ମନ୍ତବ୍ୟ ଦେଲେ କଂଗ୍ରେସ ଅଧ୍ୟକ୍ଷ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀଗାନ୍ଧୀ ନିଜର ଦୁବାଇ ଗସ୍ତ ସମୟରେ ମୋଦିଙ୍କୁ ଦୃଢ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନାମ ନରେନ୍ଦ୍ର ମୋଦି ନୁହେଁ କି ସେ ମିଛ କହନ୍ତି ନାହିଁ। ମିଳିଥିବା ସୂଚନା ଅନୁସାରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ନିଖୋଜ ଯୁବକଙ୍କ ମୃତଦେହ ଚୁଆରୁ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ, ଉତ୍ତେଜିତ ଲୋକଙ୍କ…

ବେଗୁନିଆ: ଚାରି ଦିନ ତଳେ ନିଖୋଜ ଯୁବକଙ୍କ ମୃତଦେହକୁ ପୁଲିସ ରବିବାର ଅପରାହ୍ନରେ ଉଦ୍ଧାର କରିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଜାତୀୟ ରାଜପଥ ଉପରେ ନିଆଁ ଜାଳି ଯାତାୟତ ଅବରୋଧ କରିଛନ୍ତି। ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହର ନୂଆ ମୋଡ, ଥାନାରେ ଅଭିଯୋଗ

କେନ୍ଦ୍ରାପଡ଼ା: ଗତ ଶନିବାର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପ୍ରଥମ ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହକୁ ନେଇ ରବିବାର ନୂଆମୋଡ ଦେଖା ଦେଇଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ ଶ୍ରୀରାମପୁର ଗାଁର ଜୈନିକା ଝିଅର ବାପା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଜୈନିକା ଝିଅର ପିତା…
ଅଧିକ ଖବର ଦେଖନ୍ତୁ...

କାନାଡାରେ ଶରଣ ନେଲେ ସାଉଦି ଯୁବତୀ; ଜାଣନ୍ତୁ କିଏ, କେଉଁଭଳି ଭାବେ କଲେ ସ୍ୱାଗତ

ହତ୍ୟା ଆଶଙ୍କାରେ ପରିବାର କବଳରୁ ଖସି ପଳାଇ ଆସିଥିବା ୧୮ ବର୍ଷୀୟା ସାଉଦି ଝିଅ ରହାଫ ମୋହମ୍ମଦ ଏମ୍‌ ଅଲକୁନୁନଙ୍କୁ କାନାଡାରେ ଶରଣ ମିଳିବା ପରେ ଶନିବାର ଦିନ ଟରଣ୍ଟୋ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ସାହସିନୀ ନବୀନା କାନାଡୀୟ କହି ତାଙ୍କୁ ବୈଦେଶିକ ମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ୍‌…
ଅଧିକ ଖବର ଦେଖନ୍ତୁ...