Daily Archives

March 25, 2019

ଆଇପିଏଲ ୨୦୧୯: ୯ ଓଭର ଶେଷ ସୁଦ୍ଧା ପଞ୍ଜାବ ୬୦/୨

ଜୟପୁର : ଜୟପୁରର ସଓ୍ଵାଇ ମାନ ସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୧୯ର ୪ର୍ଥ ମ୍ୟାଚରେ କିଙ୍ଗସ ଏକାଦଶ ପଂଜାବ ରାଜସ୍ଥାନ ରୟାଲ୍ସକୁ ଭେଟୁଛି । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ହସ୍ତଗତ ହୋଇଥିବା ସର୍ବଶେଷ ଖବର ଅନୁସାରେ ପଂଜାବ ଦଳ ୯ ଓଭର ଶେଷ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ‘ଭୋଟ୍‌କର୍‌’ ଅଭିଯାନକୁ ସମର୍ଥନ କଲେ ଅନୀଲ କପୁର

ନୂଆଦିଲ୍ଳୀ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟର୍‌ରେ ‘ଭୋଟ୍‌କର୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ସେ ଖେଳରୁ ନେଇ ମନୋରଞ୍ଜନ ଦୁନିଆର ବିଭିନ୍ନ ସେଲିବ୍ରେଟିମାନଙ୍କୁ ସାମିଲ୍‌ କରାଇ ଦେଶବାସୀଙ୍କ ଭିତରେ ନିର୍ବାଚନକୁ ନେଇ ସଚେତନତା ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ଦିନକ ପାଇଁ ଓ ପ୍ରଶାନ୍ତି ଏକ୍ସପ୍ରେସ ୯ଦିନ ପାଇଁ ଆଂଶିକ ବାତିଲ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ ଓ…
ଅଧିକ ଖବର ଦେଖନ୍ତୁ...

‘ଠାକୁର ଘରେ କିଏ?…’ ପରି ଏ ‘ପାକ୍‌ ଗୁଇନ୍ଦା ଇକ୍‌ବାଲ୍‌’କୁ ପାକିସ୍ତାନୀ ଗଣମାଧ୍ୟମ ଆଣିଲା କେଉଁଠୁ?

ଇସ୍‌ଲାମାବାଦ୍‌/ ନୂଆଦିଲ୍ଲୀ: ‘ଠାକୁର ଘରେ କିଏ? ନା ମୁଁ କଦଳୀ ଖାଇନି!...’ ପରି ଏକ ଖବର ଆଜି ପାକିସ୍ତାନୀ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଇବା ପରେ ଏହାକୁ କେନ୍ଦ୍ର କରି ଆମ ଦେଶରେ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି (ସୋମବାର)…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଓ ହିଞ୍ଜିଳିରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ, ୨ ବିଧାନସଭା ଆସନ ଲାଗି ଜାରି କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବଳକା ଥିବା ଆସନ ପାଇଁ  କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ କଂଗ୍ରେସ ଦୁଇଟି ଆସନରେ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପରିବର୍ତ୍ତନ କରିଛି । ଜି ଉଦୟଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା…
ଅଧିକ ଖବର ଦେଖନ୍ତୁ...

ମୋଦି ସମର୍ଥକଙ୍କ ନିଆରା ଅଭିଯାନ: ‘ନମୋ ଏଗେନ୍‌’ ଟି-ସାର୍ଟ, ଗାଡ଼ିରେ ‘ଆଇ ସପୋର୍ଟ ପିଏମ୍‌ ମୋଦି’ ଲେଖି ଦେଶ…

ଲକ୍ଷ୍ନୌ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳୀୟ ପ୍ରଚାର ଆରମ୍ଭ ହୋଇଯାଇଛି। କେବଳ ଦଳୀୟ ନେତା ନୁହଁନ୍ତି, ସାଧାରଣ ଜନତା ବି ଏହି ପ୍ରଚାରରେ ସାମିଲ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଜଣେ ଯୁବକଙ୍କ ନିଆରା ପ୍ରଚାର…
ଅଧିକ ଖବର ଦେଖନ୍ତୁ...

ସୁରଙ୍କ ଦମ୍ଭୋକ୍ତି: ଏଥର କଂଗ୍ରେସ ଜିତିବ ମୋଟ ୧୪୭ଟି ବିଧାନସଭା ଆସନରୁ ୯୬ଟି ଆସନ

ଭୁବନେଶ୍ୱର: ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ଯେତିକି  ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ଉଷ୍ମତା ସେତିକି ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ କିଏ ଶାସନ ଗାଦିରେ ବସିବ, ତାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର ଧରୁଛି। ଆଉ ଏହାରି ଭିତରେ ନେତାଙ୍କ ବୟାନବାଜି…
ଅଧିକ ଖବର ଦେଖନ୍ତୁ...

ଭୋଟ ପୂର୍ବରୁ ବଜାରରେ ନୋଟ ବନ୍ୟା : ନିର୍ବାଚନ ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ନଗଦ ଟଙ୍କା ପରିମାଣ ବୃଦ୍ଧି

ମୁମ୍ବାଇ : ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ସେଥିରେ କୁହାଯାଇଛି ଯେ ଗତ ୨୦୧୬ ନଭେମ୍ବର ତୁଳନାରେ ଏବେ ଅର୍ଥ ବ୍ୟବସ୍ଥାରେ ନଗଦ ଟଙ୍କା ପରିମାଣ ପ୍ରାୟ ୨୦ ପ୍ରତିଶତ ଅଧିକ ରହିଛି । ନଭେମ୍ବର ୪, ୨୦୧୬ରେ ଅର୍ଥ ବ୍ୟବସ୍ଥାରେ ମୋଟ ୧୭.୯୭ ଲକ୍ଷ କୋଟିର…
ଅଧିକ ଖବର ଦେଖନ୍ତୁ...

ବାବାଙ୍କ ବଡ଼ ବୟାନ: ମୁଁ ଟିକେଟ ପଛରେ ଗୋଡାଏ ନାହିଁ, ଏମିତି କିଛି କରିଥାଏ କି ସୁପ୍ରିମୋ ମୋ ଉପରେ ଆସ୍ଥା ପ୍ରକଟ…

ଭୁବନେଶ୍ୱର: ବିଜେଡି ପ୍ରଥମ ୨ଟି ପର୍ଯ୍ୟାୟ ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛି। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭାରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି । ତୃତୀୟ ପର୍ଯ୍ୟାୟରେ ଉପକୂଳ ଓଡିଶାର…
ଅଧିକ ଖବର ଦେଖନ୍ତୁ...

ଲାଭ-କ୍ଷତିର ଅଙ୍କକଷା ତୁଟୁନି ! ବିଜେପିକୁ ଫେରିବା ନେଇ ନିଷ୍ପତ୍ତି କରିପାରୁ ନାହାନ୍ତି ବିଜୟ

ଭୁବନେଶ୍ୱର ( ସୁବ୍ରତ ଦାସ) : ବରିଷ୍ଠ ନେତା ବିଜୟ ମହାପାତ୍ର କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର କରିପାରୁନାହାନ୍ତି। ଗତକାଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଏବଂ ଦଳର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଶ୍ରୀ ମହାପାତ୍ରଙ୍କୁ ତାଙ୍କୁ ତାଙ୍କ ବାସଭବନରେ ଭେଟି…
ଅଧିକ ଖବର ଦେଖନ୍ତୁ...