Daily Archives

March 25, 2019

ପ୍ରଭୁ ଶ୍ରୀରାମଙ୍କ ଶରଣରେ ପ୍ରିୟଙ୍କା-ରାହୁଲ: ବାମରେ ଭାଇ, ଡାହାଣରେ ଭଉଣୀ; ପୋଷ୍ଟର୍‌ ଭାଇରାଲ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶିବ ଭକ୍ତି ପରେ ଏବେ ଚର୍ଚ୍ଚା ପାଲଟିଛି ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ରାମ ଭକ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଅଯୋଧ୍ୟା ଯିବା କଥା ଘୋଷଣା କରିବା ପରେ  ହିଁ ଦେଖିବାକୁ ମିଳିଛି ମଝିରେ ରାମଙ୍କ ଫଟୋ ସହ ଉଭୟ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମ’ ଦଳରେ ଏକାଠି ହେଲେ ନବୀନଙ୍କ ବିରୋଧୀ

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ ମାତ ଦେବାକୁ ବିରୋଧୀ ଶକ୍ତି ଗୋଟାଉଛନ୍ତି। ବିଶେଷ କରି ଶାସକ ବିଜେଡିର ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ଦଳରେ ଏବେ ନବୀନଙ୍କ ବିରୋଧୀମାନଙ୍କ ମେଳି ଦେଖିବାକୁ ମିଳିଛି। ଆଉ ଜଣକ ପରେ ଜଣେ ‘ଶଙ୍ଖ’ ନାଦକୁ ବନ୍ଦ କରିବାକୁ ‘ପଦ୍ମ’ର…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିଶିଲେ ମୟୂରଭଞ୍ଜର ଟାଣୁଆ ନେତା ରାଜକିଶୋର ଦାସ

ଭୁବନେଶ୍ୱର: ବିଜେଡିରେ ମିଶିଲେ ବିଜେପିର ହେଭିୱେଟ୍‌ ନେତା ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ଆଜି ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଶିବରାଜଙ୍କୁ ଦିଗବିଜୟଙ୍କ ଖୋଲା ଚ୍ୟାଲେଞ୍ଜ, ସାହସ ଅଛି ତ ମୋ ସହିତ ଖୋଲା ବିତର୍କ କର

ଭୋପାଳ : କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ରାଜ୍ୟର ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି ଆସନଟି ପାରମ୍ପରିକଭାବେ ବିଜେପିର ଦୂର୍ଗଭାବେ ଜଣାଶୁଣା । ଦିଗବିଜୟଙ୍କ ବିରୋଧରେ ବିଜେପି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…
ଅଧିକ ଖବର ଦେଖନ୍ତୁ...

ବେପରୁଆ ଉତ୍ତର ଦେଇ ଚର୍ଚ୍ଚାରେ ଡ୍ରିମ୍‌ଗାର୍ଲ: ମଥୁରାରେ ଅନେକ କିଛି କାମ କରିଛି, ହେଲେ ଏବେ ମନେ ପକାଇ ପାରୁନି

ନୂଆଦିଲ୍ଲୀ: ଦିନ ପରେ ଦିନ ଗଡ଼ି ଗଡ଼ି ଯାଉଛି, ପାଖେଇ ଆସୁଛି ନିର୍ବାଚନ ତାରିଖ। ନିର୍ବାଚନ ଜିତିଲେ କିଏ କ’ଣ କରିବ ଓ ନିର୍ବାଚନରେ ଜିତିଥିବା ପ୍ରାର୍ଥୀ ଅତୀତରେ କ’ଣ କରିଛନ୍ତି ସେ ନେଇ ଆରମ୍ଭ ହୋଇଛି ଅଙ୍କ କଷା। ନିର୍ବାଚନୀ ଅଙ୍କରେ ଭୁଲ୍‌ ସୂତ୍ର ପକାଇ ଅଡୁଆରେ ଛନ୍ଦି ହୋଇ ପଡ଼ିଛନ୍ତି…
ଅଧିକ ଖବର ଦେଖନ୍ତୁ...

ତିନିଦିନ ଧରି କାଳବୈଶାଖୀ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ତିନିଦିନ ଧରି କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ନେଇ ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଆସନ୍ତାକାଲି ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ସେହିପରି ୨୭ ତାରିଖରେ ସୁନ୍ଦରଗଡ଼,…
ଅଧିକ ଖବର ଦେଖନ୍ତୁ...

ପାଞ୍ଜିଗଣକଙ୍କ ଭବିଷ୍ୟବାଣୀ: ଚଳିତ ବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟ, ରାଜନୈତିକ ଉତ୍ଥାନପତନ ବି ହୋଇପାରେ

କଟକ: ଆତଙ୍କବାଦ ବିରୋଧରେ ବିଶ୍ବ ସମୁଦାୟ ଏକଜୁଟ ହେବେ। ଅକ୍ଟୋବର ମାସ ବେଳକୁ ପୃଥିବୀରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇପାରେ। କେନ୍ଦ୍ର ଓ ରାଜ୍ୟ ରାଜନୀତି ପାଇଁ ଉତ୍‌ଥାନପତନ ବର୍ଷ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଏଥର ବି ସରକାର ନ ବଦଳିବାର ସମ୍ଭାବନା ଥିବା ଜ୍ୟୋତିଷ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଜଣେ ସାଇବେରୀୟ ଚଢେଇ, ନିର୍ବାଚନ ତାଙ୍କ ପାଇଁ ଏକ ପିକନିକ୍‌ : ୟୁପି ମନ୍ତ୍ରୀ ମୋହସିନ ରାଜା

ଲକ୍ଷ୍ନୌ : କଂଗ୍ରେସ ଉପ-ସଭାପତି ପ୍ରିୟଙ୍କା ଗାନ୍ଧିଙ୍କ ଅଯୋଧ୍ୟା ଗସ୍ତକୁ ସମାଲୋଚନା କରିଛନ୍ତି ଉତ୍ତରପ୍ରଦେଶର ବିଜେପି ନେତା ତଥା ମନ୍ତ୍ରୀ ମୋହସିନ ରାଜା । ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧି ହେଉଛନ୍ତି ଜଣେ ପରଦେଶୀ ସାଇବେରୀୟ ଚଢେଇ, ନିର୍ବାଚନ ପ୍ରଚାର ତାଙ୍କ ପାଇଁ ଏକ ପିକ୍‌ନିକ୍‌…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ ଅର୍ଥ କାରବାର ମାମଲାରେ ରୋବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ୍‌ ଦେବାକୁ ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରୋବର୍ଟ ଭଦ୍ରା ଓ  ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ୍‌ ବିନୋଦ ଗୋଏଲ୍‌ଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠରେ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଦଳ ତାଙ୍କୁ ଠକିଛି ଓ ଅଣଦେଖା କରିଛି ବୋଲି କହିଲେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ଭରତ ପାଇକ

ଭୁବନେଶ୍ୱର: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମୋହନାର ପୂର୍ବତନ ବିଧାୟକ ଭରତ ପାଇକ ଇସ୍ତଫା ଦେଇଛନ୍ତି। ଟିକେଟ୍‌ ନମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଦଳ ତାଙ୍କୁ ଏବଂ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତାକୁ ଠକିଛି ଓ ଅଣଦେଖା କରିଛି। ସେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ…
ଅଧିକ ଖବର ଦେଖନ୍ତୁ...