Daily Archives

April 7, 2019

ଶତ୍ରୁ ଆକ୍ରମଣରୁ ନିଜ ସାଟେଲାଇଟକୁ ସୁରକ୍ଷା ଦେବା ପାଇଁ ଭାରତ ନୂଆ ଟେକନଲୋଜୀର ବିକାଶ କରୁଛି

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୨୭ରେ ଭାରତ କରିଥିବା ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ( ଏସାଟ୍‌)କୁ ସମଗ୍ର ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ଏହାକୁ ସ୍ୱୀକାର କରିବା ସହ ଏଥିରୁ ସୃଷ୍ଟି ହୋଇଥିବା ଧ୍ୱଂସାବଶେଷକୁ ନେଇ ଚିନ୍ତା ପ୍ରକଟ କରିଛି । …
ଅଧିକ ଖବର ଦେଖନ୍ତୁ...

୩୯ ପ୍ରତିଶତ ଲୋକସଭା ପ୍ରାର୍ଥୀ କୋଟିପତି: ଓଡ଼ିଶା ଇଲେକ୍ସନ ଓ୍ଵାଚ୍‌

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ ପରେ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏଥି ପାଇଁ ବିଭିନ୍ନ ରାଜନୈତିକ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଦେଇଛନ୍ତି। ଏହାରି ମଧ୍ୟରେ ରବିବାର ‘ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଭାରତୀୟ ସେନାରେ ସାମିଲ ହେବ ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ସୋମବାରଠାରୁ ସେନାରେ ସାମିଲ୍‌ ହେବାକୁ ଯାଉଛି ଦେଶର ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ ୧୫୫ଏମ୍‌ଏମ୍‌/୪୫ କ୍ୟାଲିବରେ ଟୋଡ୍‌ ଗନ୍‌ ସିଷ୍ଟମ। ଏହା ଏବେ ଭାରତୀୟ ସେନାରେ ସାମିଲ୍‌ ହେବାକୁ ପୂରାପୂରି ପ୍ରସ୍ତୁତ। ଏ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ନିର୍ବାଚନୀ ସଭାରେ ବିରିୟାନୀକୁ ନେଇ ହିଂସାକାଣ୍ଡ, ୯ ଗିରଫ

ମୁଜାଫରନଗର : ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ନେତାମାନେ ବିଭିନ୍ନ ପ୍ରକାରର କୌଶଳ ଗ୍ରହଣ କରୁଛନ୍ତି । କିଏ ଲୋକଙ୍କୁ ବିଭିନ୍ନ ଲୋଭନୀୟ ଅଫର ଦେଲାଣି ତ କିଏ, ଲୋକଙ୍କୁ ସୁମିଷ୍ଠ ଆହାର ଦେଲାଣି । ନିଜ ନିଜର କର୍ମୀମାନଙ୍କୁ ମଧ୍ୟ ଖୁସି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ରାବାଡାଙ୍କୁ ମିଳିଲା ୪ ଓ୍ଵିକେଟ, ଦିଲ୍ଲୀକୁ ୧୫୦ ରନ୍‌ ଟାର୍ଗେଟ ଦେଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରବିବାର ପୁଣି ଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ସ୍ଥାନୀୟ ଏମ୍‌ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

‘ମୋଦୀ ସ୍ଲୋଗାନ’ ମମତାଙ୍କ ଆଖିରୁ ନିଦ ହଜାଇଛି: ପ୍ରଧାନମନ୍ତ୍ରୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦାବି କରି କହିଛନ୍ତି ଯେ ବିଜେପି ପ୍ରଚାରକଙ୍କ ପାଟିରେ ‘ମୋଦୀ, ମୋଦୀ’ ସ୍ଲୋଗାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ସେ ନିଜ ଅଭିଭାଷଣରେ କହିଛନ୍ତି ଯେ ମୋଦୀ ସ୍ଲୋଗାନ ‘ସ୍ପିଡ୍‌ ବ୍ରେକର୍‌…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ନବୀନଙ୍କ ହାଇଟେକ୍‌ ପ୍ରଚାର, କହିଲେ- ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର

ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ହାଇଟେକ୍‌ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେଡ଼ି ସରକାର କାମ କରୁଛି। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛି। ଏଥିରେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବଜାରରେ ସୋମବାରଠାରୁ ମିଳିବ ସାମସଙ୍ଗ ଗାଲାକ୍ସି ଏ୨୦

ସାମସଙ୍ଗ ଇଣ୍ଡିଆ ଗାଲାକ୍ସି ଏ୨୦ର ବଜାର ପ୍ରବେଶ ଘୋଷଣା କରିଛି । ଯାହା ଏ ବର୍ଷର ଗାଲାକ୍ସି ଏ ସିରିଜର ଚତୁର୍ଥ ସ୍ମାର୍ଟ ଫୋନ । ଗାଲାକ୍ସି ଏ୨୦ର ମୂଲ୍ୟ ୧୨,୪୯୦/- ଟଙ୍କା ରହିଛି ତଥା ଏହା ତିନୋଟି ଆକର୍ଷଣୀୟ ରଙ୍ଗ ଯଥା- ଲାଲ, ନୀଳ ତଥା କଳା ରଙ୍ଗରେ ଉପଲବ୍ଧ ହେଉଛି । ଏହା ଆସନ୍ତା କାଲି…
ଅଧିକ ଖବର ଦେଖନ୍ତୁ...

ପରଘରେ କାମ କରୁଥିବା କାରଣରୁ ଓଢ଼ଣାରେ ଗଳା ଚାପି ପତ୍ନୀର ହତ୍ୟା କଲା ପତି

ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ପର ଘରେ କାମ କରିବାକୁ ଯାଉଥିବା ହେତୁ ରାଗରେ ଆସି ପତି ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ପତି ନିଜେ ପାଣି ପାଇପ୍‌ କାମ କରନ୍ତି। ପତ୍ନୀଙ୍କ ପର ଘରେ କାମ କରିବା କଥାରେ ସେ ଅସନ୍ତୁଷ୍ଟ ଥିଲେ।…
ଅଧିକ ଖବର ଦେଖନ୍ତୁ...

ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ଜୟଦେବ ବିହାର ଠାରୁ ଅଧ କଲୋମିଟର ଦୂରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ ତୋଳିବାକୁ ଯାଇ ରବିବାର ଅପରାହ୍ଣରେ ଜଣେ ଯୁବକଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ‘ପାଲ ହାଇଟସ୍‌’ ନିଟକସ୍ଥ ଏକ…
ଅଧିକ ଖବର ଦେଖନ୍ତୁ...