Daily Archives

May 22, 2019

ବିଶ୍ୱକପ୍‌: ଏପର୍ଯ୍ୟନ୍ତର ସବୁଠାରୁ ବରିଷ୍ଠ ‘ଟିମ୍‌ ଇଣ୍ଡିଆ’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ପହଂଚି ସାରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତର ସବୁଠାରୁ ବରିଷ୍ଠ ଟିମ୍‌, ଯାହାକି ଇଂଲଣ୍ଡରେ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ରେ ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ଏବେ ସୀମାନ୍ତରେ ଶତ୍ରୁପକ୍ଷର ସବୁ ଯୋଜନାକୁ ପଣ୍ଡ କରିବ ଆଜି ମହାକାଶକୁ ଛଡ଼ାଯାଇଥିବା ରିସାଟ୍‌-୨ବି ଗୁପ୍ତଚର…

ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପିଏସ୍‌ଏଲ୍‌ଭି-ସି୪୬ ସହ ରିସାଟ୍‌ (ଆର୍‌ଆଇଏସ୍‌ଏଟି)-୨ବି ସାଟେଲାଇଟକୁ ସଫଳତା ପୂର୍ବକ ଅନ୍ତରୀକ୍ଷର କକ୍ଷପଥରେ ସ୍ଥାପିତ କରି ନିଜର ସଫଳତାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଭାରତକୁ ଆହୁରି ଶକ୍ତିଶାଳୀ କରି…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ୧୪ ସହରରେ ପାରା ୪୦ ଡିଗ୍ରି ଉପରେ, ତାଳଚେର ସର୍ବାଧିକ ୪୪.୩ ଡିଗ୍ରି

ଭୁବନେଶ୍ୱର: ରାଜ୍ୟର ୧୪ଟି ସହରର ତାପମାତ୍ରା ବୁଧୁବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଳଚେରରେ ଆଜି ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀର ସହରର ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇଥିବର ବେଳେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ କର୍ମୀ ନିଜ ଉପରେ ବିଶ୍ୱାସ ରଖନ୍ତୁ, ପରିଶ୍ରମ ବୃଥା ଯିବ ନାହିଁ: ରାହୁଲ

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ସର୍ଭେ ସଂସ୍ଥାର ଏଗଜିଟ ପୋଲ୍‌ ପୂର୍ବାନୁମାନ ଆସିବା ପରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି । ଏଗଜିଟ ପୋଲ ପୂର୍ବାନୁମାନ ଅନୁସାରେ ଏନଡିଏକୁ ବହୁମତ ମିଳିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ବି ୟୁପିଏକୁ ପଛରେ ପକାଇ ଦେଲା ଏନଡିଏ

ନୂଆଦିଲ୍ଲୀ: ଚଳିତ ଥର ମଧ୍ୟ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ନିଜର ଏକଜିଟ ପୋଲ କରିଥିଲେ । କେବଳ ତାହା ନୁହେଁ,  ବିଭିନ୍ନ ଦଳ  ମଧ୍ୟ ନିଜନିଜର  ପ୍ରଦର୍ଶନ  ମାପିବାକୁ ଏକଜିଟ ପୋଲ କରିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଦଳ ପକ୍ଷରୁ ଏକ ଏକଜିଟ ପୋଲ କରାଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଭୋଟ୍‌ ଗଣତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଆର୍ଲଟ ଜାରି

ନୂଆଦିଲ୍ଲୀ: ଆସନ୍ତାକାଲି ଭୋଟ୍‌ ଗଣତି ପାଇଁ ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଆର୍ଲଟ ଜାରି ହୋଇଛି। ଶୃଙ୍ଖଳାର ସହ ଭୋଟ୍‌ ଗଣତି କାର୍ଯ୍ୟ ସଂପନ୍ନ  କରିବାକୁ ଏହି ଆର୍ଲଟ ଜାରି କରାଯାଇଛି। ପୂର୍ବରୁ ମେ ୨୩ରେ ହିଂସାକାଣ୍ଡ ଓ ଆତଙ୍କବାଦୀ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ହାତରେ ବନ୍ଧୁକ ଧରି ଖୋଲାଖୋଲି ଧମକ ଦେଲେ ଆରଜେଡି ନେତା, କହିଲେ-ଆମେ ଗୁଳି ଚଳାଇବାକୁ ପ୍ରସ୍ତୁତ ଅଛୁ

ନୂଆଦିଲ୍ଲୀ: ଆସନ୍ତାକାଲି ଇଭିଏମରୁ ସିଲ ଖୋଲିବା ସହ ଫିଟିବ ନେତାଙ୍କ ଭାଗ୍ୟ । ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିହାରରେ ରାଜନୀତି ପାଣିପାଗ ଉଷ୍ମ ହୋଇଛି ।  ଆରଏଲଏସପି ପ୍ରମୁଖ ଉପେନ୍ଦ୍ର କୁଶୱାହାଙ୍କ ବିବାଦୀୟ ବୟାନକୁ ସମର୍ଥନ କରିବା ସହ ଭଭୁଆର ପୂର୍ବତନ ବିଧାୟକ ତଥା ବକ୍ସର…
ଅଧିକ ଖବର ଦେଖନ୍ତୁ...

ହାତଗୋଡ ହାଣି ପିତୃ ହତ୍ୟାର ଚାରିବର୍ଷ ପରେ ପ୍ରତିଶୋଧ ନେଲା ପୁଅ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଖମାର ଗ୍ରାମ ନିକଟ ଗୁହିରାପାଲି ଛକଠାରେ ପିତୃ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ପୁଅ ପିତୃ ହତ୍ୟାକାରୀର ଦୁଇହାତ ପାପୁଲି ଓ ଡାହାଣ ଗୋଡକୁ ହାଣି ଦେଇଛି। ଏହି ଘଟଣା ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୁଅ ନାମ ଅଶୋକ ଖମାରୀ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଇଂଲଣ୍ଡରେ ପହଂଚିଲା ଭାରତୀୟ ଟିମ୍‌, ୨୫ରେ ନ୍ୟୁଜିଲାଣ୍ଡ ସହିତ ଖେଳିବ ଅଭ୍ୟାସ ମ୍ୟାଚ୍‌

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଟିମ ବୁଧବାର ଇଂଲଣ୍ଡରେ ପହଂଚିଛି। ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ରେ ଅଭିଯାନ ଜୁନ୍‌ରୁ ଆରମ୍ଭ ହେବ। ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହା…
ଅଧିକ ଖବର ଦେଖନ୍ତୁ...

ଅମ୍ବାନିଙ୍କ ପରେ ଅଦାନୀ, ‘ଦ େଓ୍ଵୟାର’ ବିରୋଧରେ କରିଥିବା ମାନହାନୀ ମକଦ୍ଦମା ପ୍ରତ୍ୟାହାର ନିଷ୍ପତ୍ତି

ଅହମଦାବାଦ : ଗତ କାଲି ଅନୀଲ ଅମ୍ବାନି କଂଗ୍ରେସ ଓ ନ୍ୟାସନାଲ ହେରାଲ୍ଡ ଉପରୁ ମାନହାନୀ ମକଦ୍ଦମା ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ଆଜି ଆଦାନୀ ଗ୍ରୁପ ମଧ୍ୟ ଦ େଓ୍ଵୟାର ନ୍ୟୁଜ ପୋର୍ଟାଲ ଉପରୁ ସମସ୍ତ ମାନହାନୀ ମକଦ୍ଦମା ପ୍ରତ୍ୟାହାର କରିବାକୁ ସଂକେତ ଦେଇଛି । ଦ େଓ୍ଵୟାରରେ ଅଦାନୀ…
ଅଧିକ ଖବର ଦେଖନ୍ତୁ...