Daily Archives

May 22, 2019

ବାତ୍ୟା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୬୧ କୋଟି ଟଙ୍କା ଦେଲା ଓଡ଼ିଶା ପୁଲିସ ସଂଘ

ଭୁବନେଶ୍ୱର: ଓଡ଼ିଶା ପୁଲିସ ସଂଘ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ୬୧ ଲକ୍ଷ ଟଙ୍କା ଦାନ କରିଛି। ବାତ୍ୟା ‘ଫନି’ ପ୍ରଭାବିତ ଅଂଚଳରେ ପୁନରୁଦ୍ଧାର କରିବା ପାଇଁ ପୁଲିସ ସଂଘ ପକ୍ଷରୁ ଦାନ ଟଙ୍କାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚେକ ଆକାରରେ ଦିଆଯାଇଛି।
ଅଧିକ ଖବର ଦେଖନ୍ତୁ...

ବିବେକ କରିଥିବା ଐଶ୍ୱର୍ଯ୍ୟାଙ୍କ ମେମେ ଟ୍ଵିଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସଲମାନ

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ନେଇ ବିବାଦୀୟ ମେମେ ଟ୍ଵିଟ୍‌ କରି ଅଡୁଆରେ ଫସିଥିବା ବିବେକ ଓବରାଏ ସିନା କ୍ଷମା ମାଗିଦେଲେ ହେଲେ ଏବେ ବି ଲୋକଙ୍କ ଭିତରେ ସଲମାନଙ୍କ ପ୍ରତିକ୍ରିୟା ସଂପର୍କରେ ଜାଣିବାକୁ ଉତ୍ସୁକତା ରହିଛି। ସଲମାନ ଓ ଅଭିଷେକଙ୍କ ସିହ ନିଜ ଫଟୋକୁ ଐଶ୍ୱର୍ଯ୍ୟାଙ୍କ ମେମେ କରିବା ନେଇ…
ଅଧିକ ଖବର ଦେଖନ୍ତୁ...

ସୁଖୋଇ-୩୦ରୁ ବ୍ରହ୍ମୋସ୍‌ ମିସାଇଲକୁ ଲକ୍ଷ୍ୟଭେଦୀ ଭାବେ ନିକ୍ଷେପ କରି ଭାରତୀୟ ବାୟୁସେନା ନିଜର ସଫଳତାରେ ଯୋଡ଼ିଲା…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି (ବୁଧବାର) ନିଜର ସଫଳତାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ଭାରତୀୟ ବାୟୁସେନା ନିଜର ଲଢ଼ୁଆ ବିମାନ ସୁଖୋଇ- ୩୦ ଏମ୍‌କେଆଇରୁ ପ୍ରଥମ ଥର ପାଇଁ ସଫଳାତା ପୂର୍ବକ ଲକ୍ଷ୍ୟଭେଦୀ ବ୍ରହ୍ମୋସ୍‌ ମିସାଇଲ ବା କ୍ଷେପଣାସ୍ତ୍ରକୁ ନିକ୍ଷେପ କରିଛି। #RulingTheSkies…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଫଳାଫଳ ଜାଣିବା ପାଇଁ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଲାଗିବ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ

ଭୁବନେଶ୍ୱର: ଆସନ୍ତାକାଲି ଭୋଟ ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତିନି ପ୍ରକାର ବ୍ୟବସ୍ଥା ହୋଇଛି। ରାଜଧାନୀର ଜନସାଧାରଣଙ୍କ ଅବଗତି ନିମନ୍ତେ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଦୁଇଟି ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଲଗାଯିବ। ନିର୍ବାଚନ ଫଳାଫଳ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ଅଫିସରେ ଗୋପନୀୟ ତଥ୍ୟ ଚୋରୀ ଉଦ୍ୟମ

ପ୍ୟାରିସ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ଅଫିସରେ କେହି ଜଣେ ଝରକା ଭାଙ୍ଗି ଚୋରୀ ଉଦ୍ୟମ କରିଛି । ପ୍ୟାରିସ ଉପକଣ୍ଠରେ ଥିବା ଏହି ଅଫିସଟି ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଡିଲ ସଂପର୍କିତ କାର୍ଯ୍ୟ, ଭାରତୀୟ ପାଇଲଟ ଓ ଇଂଜିନିୟରଙ୍କ…
ଅଧିକ ଖବର ଦେଖନ୍ତୁ...

ଆଲାସ୍କା ଉପକୂଳ ଭିତରକୁ ପଶି ଆସିଥିବା ପରମାଣୁ ବୋମା ନିକ୍ଷେପକାରୀ ଋଷୀୟ ଲଢ଼ୁଆ ବିମାନକୁ ଘଉଡ଼ାଇଲା ଆମେରିକା

ଓ୍ଵାଶିଂଟନ: ଋଷିଆର ପରମାଣୁ ବୋମା ନିକ୍ଷେପକାରୀ ଦୁଇଟି ଲଢ଼ୁଆ ବିମାନ ସହ ଅନ୍ୟ ଦୁଇଟି ଏସ୍‌ୟୁ-୩୫ ଲଢ଼ୁଆ ବିମାନ ଗତ ସୋମବାର ଦିନ ଆଲାସ୍କା ଉପକୂଳର ୨୦୦ ମାଇଲ ଭିତରକୁ ପଶି ଆସିଥିବା ବେଳେ ଆମେରିକାର ଏଫ୍‌-୨୨ ଲଢ଼ୁଆ ବିମାନ ସେଗୁଡ଼ିକୁ ଆକାଶ ପଥରେ ଠାବ କରି ଘଉଡ଼ାଇ ଦେଇଥିବା କହିଛି ନର୍ଥ…
ଅଧିକ ଖବର ଦେଖନ୍ତୁ...

ଆଣ୍ଠୁ ବଦଳରେ ଡାକ୍ତର କରି ଦେଲେ ରୋଗୀଙ୍କ କାନର ଅସ୍ତ୍ରୋପଚାର

ଆଲହାବାଦ: ରାଜସ୍ଥାନରେ ଭାମାଶାହ ଯୋଜନା ଜରିଆରେ ଅନେକ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଉଛି। କିନ୍ତୁ ରୋଗୀଙ୍କ ରୋଗ ଦୂର ହେବା ବଦଳରେ ବଢ଼ି ଯାଉଥିବା ଖବର ମିଳିଛି। ଘରୋଇ ହସ୍‌ପିଟାଲ ଦ୍ୱାରା ରୋଗୀଙ୍କ ଜୀବନ ସହିତ ଖେଳୁଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଗୀଙ୍କ ଗୋଡ ବଦଳରେ ତାଙ୍କ କାନର…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି, ରାଜ୍ୟର ସମୁଦାୟ ୬୩ଟି ସ୍ଥାନରେ ହେବ ଗଣନା

ଭୁବନେଶ୍ୱର: ଆସନ୍ତାକାଲି ୨୧ଟି ଲୋକସଭା ଆସନ ସହ ୧୪୬ଟି ବିଧାନସଭା ଆସନ ପାଇଁ ବି ଭୋଟ୍‌ ଗଣତି ହେବ। ଭୋଟ ଗଣତି ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଭୁବନେଶ୍ୱରରେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ୱର ଉପ ଜିଲ୍ଲାପାଳ ସୂଚନା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ବି ଆର୍‌ ଗଭାଇ, ସୂର୍ଯ୍ୟ କାନ୍ତ, ଅନିରୁଦ୍ଧ ବୋଷ ଓ ଏ ଏସ୍‌…

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ବି ଆର୍‌ ଗଭାଇ, ସୂର୍ଯ୍ୟ କାନ୍ତ, ଅନିରୁଦ୍ଧ ବୋଷ ଓ ଏ ଏସ୍‌ ପୋପାନ୍ନାଙ୍କୁ ନିଯୁକ୍ତି ଦେବାକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପତ୍ରରେ ସ୍ୱାକ୍ଷର କରିଛନ୍ତି। କଲେଜିୟମ ସୁପ୍ରିମ୍‌ କୋର୍ଟର…
ଅଧିକ ଖବର ଦେଖନ୍ତୁ...

ଶୁକ୍ରବାର ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିବେ କୁମାରସ୍ୱାମୀ : ସଦାନନ୍ଦ ଗୌଡା

ବାଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ । ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭ.ସଦାନନ୍ଦ ଗୌଡା । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ କୁମାରସ୍ୱାମୀ ସରକାରର ପତନ ହେବା ସୁନିଶ୍ଚିତ । ଏହା ପରେ…
ଅଧିକ ଖବର ଦେଖନ୍ତୁ...