Daily Archives

May 23, 2019

ବିଜେଡିକୁ ମିଳିଲା ଆଉ ୩ ବିଧାନସଭା ଆସନ: ଡାଗୁଗାଁରୁ ମନୋହର, ପାଲଲହଡ଼ାରୁ ମୁକେଶ ଓ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ…

ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆଉ ୩ଟି ବିଧାନସଭା ଆସନ ମିଳିଛି। ସେଗୁଡ଼ିକ ହେଲା ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, ଅନୁଗୁଳ ଜିଲ୍ଳାର ପାଲଲହଡ଼ା ଏବଂ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳି। ଡାବୁଗାଁ ଆସନଟିକୁ ଏଥର ବିଜେଡିର ମନୋହର ରାନ୍ଧାରୀ କଂଗ୍ରେସର ଭୁଜବଳ…
ଅଧିକ ଖବର ଦେଖନ୍ତୁ...

ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାର ଏହି ବିଜେପି ହେଭିୱଟ୍ ପଛୁଆ ଅଛନ୍ତି

ଭୁବନେଶ୍ୱର : ଆଜି ଚାଲିଥିବା ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାର ବିଜେପିର କେତେକ ବଡ଼ ଚେହେରା ପଛରେ ପଡ଼ିଯାଇଛନ୍ତି। ଏମାନଙ୍କ ଭିତରେ ପୂର୍ବତନ ମନ୍ତ୍ରୀ ସମୀର ଦେ କଟକ-ବାରବାଟୀ ଆସନରେ ପଛରେ ପଡ଼ିଯାଇଛନ୍ତି। ଠିକ୍ ସେହିପରି ବିଜେପିର ଉପସଭାପତି ନୟନ କିଶୋର ମହାନ୍ତି ମଧ୍ୟ କଟକ-ଚୌଦ୍ବାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୩ଟିରେ ଆଗୁଆ ରହିଛି ବିଜେଡି, ଅନ୍ୟ ୮ରେ ବିଜେପି: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଭୋଟ ଗଣତି ଆଗକୁ ଆଗକୁ ବଢ଼ିବା ସାଙ୍ଗକୁ ନିର୍ବାଚନ ଫଳାଫଳର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଥିବା ଖବର ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୩ଟିରେ ବିଜୁ ଜନତା ଦଳ ଆଗେଇଥିବା ବେଳେ ଅବଶିଷ୍ଟ ୮ଟିରେ ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ସିଜେ ଛାଓ୍ଵଡ଼ାଙ୍କୁ ପଛରେ ପକାଇ ୫ଲକ୍ଷ ୧୧ହଜାର ୧୮୦ ଭୋଟରେ ବିଜୟ ହାସଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହା

ନୂଆଦିଲ୍ଲୀ : ଗାନ୍ଧିନଗରରୁ କଂଗ୍ରେସ ପ୍ରାର୍ଥୀ ସିଜେ ଛାଓ୍ଵଡ଼ାଙ୍କୁ ହରାଇ ୫,୧୧,୧୮୦ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଭୋଟ ଗଣନା ସମୟରେ ଅମିତ ଶାହା ଏବଂ ସିଜେ ଛାଓ୍ଵଡ଼ାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ…
ଅଧିକ ଖବର ଦେଖନ୍ତୁ...

ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟ ଲାଭ କରିଛନ୍ତି। ସେ ଷଷ୍ଠ ଥର ପାଇଁ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ସେ ୧୩୯୧ ଭୋଟରେ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆ ବିଧାନସଭା ଆସନରୁ ବିଜୟିନୀ ହେଲେ ବିଜେଡି ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ

ଭୁବନେଶ୍ୱର: ପୂର୍ବ ପରମ୍ପରା ଭାଙ୍ଗି ବିଜୁ ଜନତା ଦଳ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ କେନ୍ଦୁଝର ଜିଲ୍ଳାର ଚମ୍ପୁଆ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ଗତ ୨ ଥର ଯାକ ଏହି ଆସନକୁ ସ୍ୱାଧୀନ ପ୍ରାର୍ଥୀମାନେ ଜିତିଥିବା ବେଳେ ଏଥର ଏହା ବିଜେଡି ହାତକୁ ଯାଇଛି। ୨୦୧୪ ମସିହାରେ ସ୍ୱାଧୀନ…
ଅଧିକ ଖବର ଦେଖନ୍ତୁ...

ଭୋଟ ଗଣତିରେ ପଛରେ ରହିଗଲେ ଏହି ସବୁ କଳାକାର

ଭୁବନେଶ୍ୱର : ବିଜେପିର ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପିର ରାମପୁର ଲୋକସଭା ଆସନ ପ୍ରାର୍ଥୀ ଜୟାପ୍ରଦା ପଛୁଆ ଅଛନ୍ତି । ଠିକ୍‌ ସେହିପରି ଛମା ଛମା ଗର୍ଲ ତଥା କଂଗ୍ରେସର ମୁମ୍ବାଇ ଉତ୍ତର ଲୋକସଭା ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ଢ଼େର ପଛୁଆ ଥିବା ଜଣା ପଡ଼ିଛି । ତୃଣମୂଳ କଂଗ୍ରେସର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଭୋଟ ଗଣତିରେ କେଉଁ କଳାକାର ରହିଛନ୍ତି ଆଗରେ

ଭୁବନେଶ୍ୱର : ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ କେତେକ ବଲିଉଡ୍‌, ଓଲିଉଡ୍‌, ଭୋଜପୁରୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ କଳାକାରମାନେ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ । ଆସନ୍ତୁ ଜାଣିବା ପ୍ରଥମେ ସେମାନଙ୍କ ମଧ୍ୟରୁ କେଉଁମାନେ ଭୋଟ ଗଣତି ଟ୍ରେଣ୍ଡ ଆଗରେ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନରେ ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଏବଂ ଜଗନ ମୋହନ ରେଡ୍ଡୀଙ୍କୁ ତେଲୁଗୁ ଭାଷାରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ନିର୍ବାଚନ ଟ୍ରେଣ୍ଡ୍‌

ଭୁବନେଶ୍ୱର: ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା ପରେ ବିଭିନ୍ନ ଦଳମାନଙ୍କର ବିଜୟ ଓ ପରାଜୟର ଟ୍ରେଣ୍ଡ୍‌ ସାମ୍ନାକୁ ଆସିଛି। ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ବିଜେଡି ୧୦୮, ବିଜେପି ୨୩, କଂଗ୍ରେସ ୧୩ ଓ ଅନ୍ୟାନ୍ୟ ୨ ଆସନରେ…
ଅଧିକ ଖବର ଦେଖନ୍ତୁ...