Daily Archives

May 26, 2019

ପାଣିପାଗ: ଆଜି ରାତି ୮ଟା ୩୦ ସୁଦ୍ଧା ହୋଇପାରେ ଘୂର୍ଣ୍ଣିଝଡ଼-ବଜ୍ରପାତ, ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟର ୨୦ଟି ଜିଲ୍ଲାରେ ରବିବାର ରାତି ୮ଟା ୩୦ ସୁଦ୍ଧା ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ହୋଇପାରେ। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାତି ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ। ନବରଂଗପୁର, କଳାହାଣ୍ଡି,…
ଅଧିକ ଖବର ଦେଖନ୍ତୁ...

ସଦ୍ୟ ନିର୍ବାଚିତ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ସାଂସଦଙ୍କ ନାମରେ ରହିଛି ଅପରାଧିକ ମାମଲା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୪୩ ପ୍ରତିଶତ ସାଂସଦଙ୍କ ନାମରେ ଅପରାଧିକ ମାମଲା ରହିଛି। ଚଳିତ ଥରର ମହାନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ଜଣ ସାଂସଦଙ୍କ ନାମରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି। ୨୦୦୯ ମସିହା…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ୧୧ ସହରର ପାରା ୪୦ ଟପିଲା, ୪୪.୬ ଡିଗ୍ରି ସହ ତାଳଚେର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୧ଟି ସହରର ତାପମାତ୍ରା ରବିବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଳଚେରରେ ଆଜି ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ତାଳଚେର ପରେ ସମ୍ବଲପୁର, ଟିଟିଲାଗଡ଼ ଓ ମାଲକାନଗିରିରେ ସମାନ ପରିମାଣ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ସଫଳତାରେ ଖୁସି ହୋଇ ମାଗଣାରେ ଚା’ ବାଣ୍ଟିଲେ ମାଲକାନଗିରିର ରମେଶ ଦୋରା

ମାଲକାନଗିରି: ମୋଦିଙ୍କ ସଫଳତାରେ ମୋଦିପ୍ରେମୀଙ୍କ ଖୁସି କହିଲେ ନସରେ । ବିଜୟ ପରେ ମୋଦିଙ୍କ ପ୍ରଶଂସକ ବିଭିନ୍ନ ଢ଼ଙ୍ଗରେ ଉତ୍ସବ ମନାଉଛନ୍ତି । ମୋଦିଙ୍କ ବିଜୟରେ ଝୁମି ଉଠୁଛନ୍ତି ଲୋକେ । କିଏ ମିଠା ବାଣ୍ଟି ଖୁସି ତ କିଏ ମୋଦିଙ୍କ ନାମ ଛାତିରେ ଲେଖୁଛି।  ପୁଣି ଆଉ କିଏ ଲୋକସଭା ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ନିଆରା ପରମ୍ପରା! ଏଠାରେ ବର ସ୍ଥାନରେ ବରର ଭଉଣୀ କରେ କନ୍ୟାକୁ ବିବାହ

ଗାନ୍ଧୀନଗର: ଗୁଜୁରାଟର ଛୋଟା ଉଦେପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଛୋଟା ଉଦେପୁରସ୍ଥିତ ସୁରଖେଡାର ଆଦିବାସୀମାନଙ୍କର ଏକ ନିଆରା ପରମ୍ପରା ରହିଛି। ଏଠାରେ ବରର ଅନୁପସ୍ଥିତରେ ବର ଭଉଣୀ କରନ୍ତି କନ୍ୟାଙ୍କୁ ବିବାହ। ବରମାନଙ୍କୁ ନିଜ ବିବାହକୁ ଯିବା ପାଇଁ ଅନୁମତି…
ଅଧିକ ଖବର ଦେଖନ୍ତୁ...

ଚୀନ: ମାଲବାହୀ ଜାହାଜରେ ଗ୍ୟାସ୍‌ ନିର୍ଗତ, ୧୦ ମୃତ, ୧୯ ଗୁରୁତର

ବେଜିଂ: ଚୀନର ଭେଇହେଡ ସହରସ୍ଥିତ ଲୋଙ୍ଗୟାନ ବନ୍ଦରରେ ଏକ ମାଲବାହୀ ଜାହାଜରେ ଅଗ୍ନିନିରୋଧକ ପ୍ରଣାଳୀରୁ କାର୍ବନ ଡାଇଅକ୍‌ସାଇଡ ଗ୍ୟାସ୍‌ ନିର୍ଗତ ହେବାରୁ ଅତିକମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୯ ଜଣ ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ମାର୍କେଟକୁ ଆସୁଛି ରେନଲଟର ନୂଆ କାର, କମ ଦାମରେ ବଡ ଫାଇଦା

ନୂଆଦିଲ୍ଲୀ: ଖୁବଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି ରେନଲଟର ନୂଆ କାର ଟ୍ରାଇବର | ଆସନ୍ତା ଜୁନ ୧୯ରେ ଏହି କାର ଲଞ୍ଚ ହେବାର ଅଛି | ଏହି କାରଟି ୭ ସିଟର ହେବାକୁ ଥିବାବେଳେ ଜୁଲାଇରେ ଭାରତକୁ ଆସିବ | କାରଟି ବର୍ତ୍ତମାନର କ୍ୱିଡ଼ର ଅପଡେଟ ଭର୍ସନ ହେବ | ଏହି କାରର ମୂଲ୍ୟ ପାଖାପାଖି ୫.୩…
ଅଧିକ ଖବର ଦେଖନ୍ତୁ...

ଫ୍ରିଜରେ ରଖା ଯାଇଥିବା ଲାଉକୁ ଦେଖି କାହିଁକି ଭୟଭୀତ ହାଇଗଲେ ଆଇନଜୀବୀଙ୍କ ପତ୍ନୀ ଜାଣନ୍ତୁ

ପାଟନା: ବିହାର ପଟନାରୁ ଲାଉ ସହିତ ଜଡ଼ିତ ଥିବା ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଘଟଣା ହାଇକୋର୍ଟର ଜଣେ ଆଇନଜୀବୀଙ୍କ ଘରେ ଘଟିଛି। ଯେଉଁଠାରେ ଆଇନଜୀବୀଙ୍କ ପତ୍ନୀ ଫ୍ରିଜରେ ରଖାଯାଇଥିବା ଲାଉକୁ ଦେଖି ଘର ଛାଡ଼ିବା ପାଇଁ ସ୍ୱାମୀଙ୍କ ପାଖରେ ଜିଦ କରିଥିଲେ। ଆଇନଜୀବୀ ଅନେକ ଦିନ ହେଲା…
ଅଧିକ ଖବର ଦେଖନ୍ତୁ...

ବିରାଟ ବିଜୟ ପରେ ଜୁନ୍‌ରେ ମୋଦୀ କରିବେ ପ୍ରଥମ ବିଦେଶ ଗସ୍ତ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବପୁଳ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରୀ ଆସନ୍ତା ମାସ ଅର୍ଥାତ ଜୁନ୍‌ରୁ ଆରମ୍ଭ କରିବାକୁ ଯାଉଛନ୍ତି। ସେ କ୍ରିଜିଜ୍‌ସ୍ତାନର ବିସକେକ୍‌ଠାରେ ହେଉଥିବା ସଂଘାଇ କୋପରେସନ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: କାଳବୈଶାଖୀ ବେଳେ ଆମ୍ବ ଗୋଟାଇବା କାଳ ହେଲା, ଗଛ ଡ଼ାଳ ପଡ଼ି ବାଳିକା ମୃତ

ଭବାନୀପାଟଣା: କାଳବୈଶାଖୀ ପ୍ରଭାବରେ ଜୋର୍‌ରେ ପବନ ବୋହୁଥିବା ବେଳେ ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବାଳିକା ଉପରେ ଗଛଡାଳ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଂଚଳରେ ରବିବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଗୋଲାମୁଣ୍ଡା ଗାଁରେ ଆଜି…
ଅଧିକ ଖବର ଦେଖନ୍ତୁ...