Daily Archives

May 26, 2019

୩୧ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ୫ଟି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ରବିବାର ସତର୍କ ସୂଚନା ଜାରି କରିଛି । ସନ୍ଧ୍ୟା ୭ଟା ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି । ଏଥିସହିତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବାରଣାସୀରେ ପହଞ୍ଚି ଗ୍ରାଣ୍ଡ୍‌ ରୋଡ୍‌ ସୋ’ କରିବେ ମୋଦୀ, ମତଦାତାଙ୍କୁ ଦେବେ ଧନ୍ୟବାଦ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସୋମବାର ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଯିବେ ବୋଲି ସୂଚନା ରହିଛି। ତାଙ୍କୁ ବିପୁଳ ସଂଖ୍ୟକ ଭୋଟ୍‌ ଦେଇ ଜିତାଇଥିବାରୁ ସେ ବାରଣାସୀର ମତଦାତାମାନଙ୍କୁ ଧନ୍ୟବାଦ୍‌ ଦେବା ସହ ସେଠାରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କ ଶକ୍ତି ଧରାଶାୟୀ କରିବା ପରେ ନିଜ ଦଳକୁ ସତେଚନ କଲେ ଟ୍ରେଣ୍ଟ ବୋଲଟ୍‌

ଲଣ୍ଡନ: ନ୍ୟୁଜିଲାଣ୍ଡର ଟିମ୍‌କୁ ଚଳିତ ବିଶ୍ୱକପ୍‌ରେ ଯଦିଓ ଟାଇଟଲର ଅଧିକାରୀ କୁହାଯାଉ ନାହିଁ, ତଥାପି ଦଳ ଶନିବାର ଅଭ୍ୟାସ ମ୍ୟାଚରେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଛି। ଭାରତ ନିଜର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ୬ ଓ୍ଵିକେଟ୍‌ରେ ଶୋଚନୀୟ ପରାଜିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ତାଙ୍କ ଘରେ ଭେଟିବେ କି, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଚାଁହୁଛନ୍ତି କେମିତି ଭେଟିବେ ଜାଣନ୍ତି କି ଆଜି ଆମେ ଆପଣଙ୍କୁ କହିବୁ ଏହାର ବାଟ | ମୋଦିଙ୍କ ଘର ଠିକଣା ମୋଦି ଦିଲ୍ଲୀରେ ଲୁଟିୟାନ୍ସ ଜୋନର ଲୋକ ଜନନାୟକ ମାର୍ଗର ୭ ନମ୍ବର ବଙ୍ଗଳାରେ ରୁହନ୍ତି | ପୂର୍ବରୁ ଏହାକୁ ରେସ…
ଅଧିକ ଖବର ଦେଖନ୍ତୁ...

୧୨୬ ଜିବି ପର୍ଯ୍ୟନ୍ତ ମଗଣା ଡାଟା ଦେଉଛି ଏୟାରଟେଲ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏୟାରଟେଲ ନିଜ ୪ଜି ହଟସ୍ପଟ ଡିଭାଇସର ମୂଲ୍ୟ ରିଭାଇଜ କରିଛି। ଏବେ ଏୟାରଟେଲ ନିଜ ୪ଜି ହଟସ୍ପଟ ଡିଭାଇସ୍‌ର ଉପଭୋକ୍ତାଙ୍କୁ ନୂଆ ଡାଟା ପ୍ରଦାନ କରୁଛି। ଏୟାରଟେଲ ବ୍ୟବହାରକାରୀଙ୍କୁ ଦୁଇଟି ନୂଆ ପ୍ଲାନ୍‌ ଦେଉଛି। ଏହି ଦୁଇ ନୂଆ ପ୍ଲାନ୍‌ ଆଣିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର

ଭୁବନେଶ୍ୱର: ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ୨୦୧୯ ସାଧାରଣ ର୍ନିବାଚନରେ ନବ ର୍ନିବାଚିତ ବିଧାୟକଙ୍କ ପୂର୍ଣ୍ଣାଙ୍ଗ ତାଲିକା ଓ ଫଳାଫଳ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ସିଇଓ। ସୂଚନା ମୁତାବକ, ରାଜ୍ୟ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଏହି ପଡ଼ିଆରେ ପ୍ରତିଶୋଧ ନେବାକୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଇଂଲଣ୍ଡରେ ବିଶ୍ୱକପ୍‌ ୨୦୧୯ର ଅଭ୍ୟାସ ମ୍ୟାଚ୍‌ରୁ ଆଶା ଅନୁସାରେ ଫଳ ମିଳିପାରି ନାହିଁ। ଭାରତୀୟ ବୋଲରମାନେ ପରିବର୍ତ୍ତିତ ପିଚ୍‌ରେ ଭଲ ବୋଲିଂ କରିପାରି ନାହାନ୍ତି। ଅପରପକ୍ଷେ ନ୍ୟୁଜିଲାଣ୍ଡର ସୁଇଂ ବୋଲି ଯୋଗୁଁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ମାନେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପଦର୍ଶନୀ ପଡ଼ିଆରେ କରାଯାଉଛି…

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡିଶାରେ ନୂଆ ସରକାର ଶପଥ ନେବ । ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନବୀନ ଶପଥ ଗ୍ରହଣ କରିବା ପରେ ବକେୟା ରହି ଯାଇଥିବା କାଳିଆ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେବା ସହ…
ଅଧିକ ଖବର ଦେଖନ୍ତୁ...

ଆଜି ମାଆ ହୀରାବେନଙ୍କୁ ଭେଟିବେ ମୋଦୀ, ଦ୍ୱିତୀୟ ଥର ଶାସନ ଭାର କାନ୍ଧକୁ ନେବା ପୂର୍ବରୁ ଚରଣ ଛୁଇଁ ନେବେ ଆଶୀର୍ବାଦ

ନୂଆଦିଲ୍ଲୀ: ବିପୁଳ ବହୁମତରେ ଶାସନ ଗାଦିକୁ ଫେରିଛନ୍ତି ନରେନ୍ଦ୍ର ମୋଦି। ଦ୍ୱିତୀୟ ଇଂନିସ୍‌ ଆରମ୍ଭ କରିବା ପାଇଁ ଯାଉଛନ୍ତି ନରେନ୍ଦ୍ର ମୋଦି। ଲେକାସଭା ର୍ନିବାଚନରେ ଏନଡିଏକୁ ବହୁମତ ମିଳିଛି। ସାରା ଦେଶରେ ମୋଦି ଲେହେର। ଅନେକ ଭୋଟ୍‌ରେ ବାଜିମାତ କରିଛି ଏନଡିଏ। ଆସନ୍ତା ୩୦ ତାରିଖରେ ପୁଣି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇଲେ ନବୀନ, ପ୍ରଥମ ଥର ପାଇଁ ବାହାରେ ହେବ ଶପଥ ଗ୍ରହଣ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛନ୍ତି। ଆଉ ଏହାସହ ବିଜେଡି ବିଧାୟକ ଦଳ ନେତା ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ପଞ୍ଚମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...